ଦେଖନ୍ତୁ ଭିଡ଼ିଓ । ହ୍ୟୁମାନ ସାଗର ଙ୍କୁ ଙ୍କୁ ଟକ୍କର ଦେଲେ ଗାଁ ର ଏହି ଅନ୍ଧ ବ୍ୟକ୍ତି ଗୀତ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି…
ଏହି ଦୁନିଆ ରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ।ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ। ସୃଷ୍ଟିର ନିୟମ ଅନୁଯାୟୀ ପ୍ରତ୍ୟେକ ମନୁଷ୍ୟ ଧରାବତରଣ କରିଥାନ୍ତି | ଭଗବାନ ପ୍ରତ୍ୟେକ ଶିଶୁଙ୍କୁ ଜନ୍ମ ଦେଲା ବେଳେ କାହାକୁ କରିଥାନ୍ତି ହୃଷ୍ଟପୃଷ୍ଟ ତ କାହାକୁ କରିଥାନ୍ତି ବିକଳାଙ୍ଗ ଓ ଦିବ୍ୟାଙ୍ଗ | ହେଲେ ସୁସ୍ଥ ଓ ନିରୋଗ ଲୋକ ତ ସବୁ କାମ ପାଇଁ ସକ୍ଷମ କିନ୍ତୁ ସେହି କାମଟି ବିକଳାଙ୍ଗ ଲୋକ ମାନଙ୍କ ପାଇଁ ଅସମ୍ଭବ ହୋଇଥାଏ |
ସେହି ମାନଙ୍କ ପାଇଁ ସେମାନଙ୍କ ଜୀବନ ହିଁ ଅଭିଶପ୍ତ ପାଲଟି ଥାଏ |କିନ୍ତୁ ପ୍ରତ୍ୟେକ ଦିବ୍ୟାଙ୍ଗ ଅକ୍ଷମ ହୋଇ ନ ଥାନ୍ତି |ସେମାନଙ୍କ ଭିତରୁ କେତେବେଳେ କିଏ ଜଣେ ଭଗବାନଙ୍କ ପ୍ରଦତ୍ତ ଏକ ଦାନ ହୋଇଥାନ୍ତି | ସେହି ମାନଙ୍କ ଭିତରୁ ଜଣଙ୍କ ଉଦାହରଣ ବିଷୟରେ ଆଜି ଆମେ ଆପଣଙ୍କୁ ବତେଇବୁ |
ତେବେ ଦୁନିଆଟା ଚାଲୁଛି ଭଗବାନଙ୍କ କୃପାରୁ। ଈଶ୍ୱର ଏବେ ବି ଅଛନ୍ତି ବୋଲି ଆମେ ମାନେ ବିଶ୍ୱାସ କରିଥାଉ। ଆଉ ସଂସାର ରେ ଜନ୍ମ ଅଛି ମାନେ ମୃତ୍ୟୁ ରହିଛି। ଜନ୍ମ ହେବା ଏବଂ ମୃତ୍ୟୁ ତାହା ଭଗବାନ ଙ୍କ ଉପରେ ନିର୍ଭର କରିଥାଏ। ମଣିଷ ପ୍ରଥମେ ଜନ୍ମ ହେବା ସମୟରେ ସେ କେମିତି ଦେଖା ଯାଉଥିବ ଏବଂ କେମିତି ହୋଇଥିବା ତାହା ଭଗବାନ ହିଁ ନିଜେ ଜାଣିଥାନ୍ତି। ବେଳେବେଳେ ମଣିଷର ଏମିତି ପରିସ୍ଥିତି ଆସିଥାଏ ଯେ ଜନ୍ମ ହେବ ସମୟରେ ଠିକ ଥାଏ ହେଲେ ପରେ ସେ ବଦଳି ଯାଇଥାଏ।
ତେବେ କୁହାଯାଏ ଯଦି ନିଜର ଲକ୍ଷ୍ୟକୁ ଛୁଇଁବା ପାଇଁ ମନରେ ଦୃଢ ବିଶ୍ବାସ ରହିଥାଏ ତେବେ ସେଠାରେ ପହଞ୍ଚିବା ପାଇଁ କେହି ବି ଆପଣଙ୍କୁ ରୋକି ପାରିବେ ନାହିଁ । ଏମିତିକି ଭାଗ୍ୟ ବି ଆପଣଙ୍କ ସାମ୍ନାରେ ହାର ମାନିବ । ନ୍ୟୁଜରେ କିମ୍ବା ସୋସିଆଲ ମିଡିଆରେ ଦେଖଥିବେ ଅନେକ ଶାରୀରିକ ବିକଳାଙ୍ଗ ହୋଇଥିବା ସତ୍ତ୍ବେ ବି ସେମାନେ ଜୀବନରେ କିଛି କରିଦେଖାଇବା ପାଇଁ ଇଚ୍ଛା କରିଥାନ୍ତି ଏବଂ କରିଥାନ୍ତି ମଧ୍ୟ ।
କିଏ ହାତ ନଥାଇ ବି ନିଜର ଗୋଡ ସାହାଯ୍ୟରେ ଲୁଗା ସିଲେଇ କରିପାରୁଛି ତ ଆଉ କିଏ ନିଜ ଗୋଡ ସାହାଯ୍ୟରେ ଭଲ ଚିତ୍ର ଆଙ୍କିପାରୁଛି । ସେହିପରି ଆଜି ଆମେ ଆପଣଙ୍କୁ ଏମିତି ଘଟଣା ବିଷୟ ରେ କହିବାକୁ ଯାଉଛୁ ଯେଉଁ ଘଟଣାଟି ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ରହିଛି ।
ଘଟଣା ଅନୁସାରେ ଅନ୍ଧ ବି କିଛି କରିପାରେ ତାହା ଏଠାରେ ପ୍ରମାଣ ହୋଇଛି। ଏଠାରେ ଜଣେ ଅନ୍ଧ ନିଜ ଭିତରେ ଲୁଚି କରି ଥିବା ପ୍ରତିଭା କୁ ଦେଖାଉଛି। ଏମିତିରେ ଜଣେ ଲୋକଙ୍କ ପାଖରେ ଅନେକ ପ୍ରତିଭା ଲୁଚି କରିଥାଏ। ସେ ଜଣେ ଅନ୍ଧ ଲୋକ ହୋଇ ମଧ୍ୟ ସେ ଭଲ ଭାବେ ଖଞ୍ଜଣୀ ବଜେଇ ପାରୁଛି । ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛିକରୁଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।