ଦେଖନ୍ତୁ ଭିଡିଓ ! ollywood ହିରୋଇନ୍ ରିୟା ଙ୍କ ପରେ ଏବେ ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ଶ୍ବେତଲିନା ( ତୁଳସୀ )..ଦେଖନ୍ତୁ video
ସୋସିଆଲ ମିଡ଼ିଆରେ ଗୋଟିଏ ଭିଡ଼ିଓ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ତୁଳସୀ ଶ୍ୱେତଲିନା ଙ୍କ ହଳଦୀ ସେରିମନି ର ଭିଡ଼ିଓ । ଆଉ ଯାହା କୁହାଯାଉଛି କି ହାତ କୁ ଦୁଇ ହାତ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ ଜଣଙ୍କ । ତେବେ ଅନେକ ସିରିଏଲ ରେ କାମ କରି ଦର୍ଶକ ମାନଙ୍କ ପାଖରୁ ବେଶ ପ୍ରସଂଶା ସାଉଁଟିବାକୁ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ । ଆଉ ବର୍ତ୍ତମାନ ସେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି । ଆଉ ବିବାହ ପୂର୍ବରୁ ହଳଦୀ ଫାକ୍ସନ ର ଏକ ଭିଡିଓ ବର୍ତ୍ତମାନ ସାମ୍ନା କୁ ଆସିଛି । ତେବେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ।
ତେବେ ନିଜର ଠାଣି ଓ ଚାହାଣି ସାଙ୍ଗକୁ ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ହୃଦୟକୁ କିଣି ନେଇଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ ଜଣଙ୍କ । ଆଉ ଯାହା କୁହାଯାଉଛି କି ଅନେକ ସିରିଏଲ ରେ କାମ କରି ଓଡ଼ିଶାର ଘରେ ଘରେ ପ୍ରତେକ ଓଡ଼ିଆ ସିନେ ପ୍ରେମୀ ମାନଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ ତୁଳସୀ ଶ୍ୱେତଲେନା । ଆଉ ଯାହା କୁହାଯାଉଛି କି ସେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓ ବିବାହ ପୂର୍ବରୁ ହଳଦୀ ଫାଂକ୍ସନ ର ଏକ ଭିଡ଼ିଓ ଦେଖିବାକୁ ମିଳିଛି ।
ତେବେ “ତୋ ଅଗଣାର ତୁଳସୀ ମୁଁ “ସିରିଏଲ ମାଧ୍ୟମରେ ନିଜର ପରିଚୟ ଏକ ଭିନ୍ନ ପ୍ରକାରର ସୃଷ୍ଟି କରିଥିଲେ । ଆଉ ତୁଳସୀ ନାଁ ରେ ତାଙ୍କୁ ମଧ୍ୟ ଲୋକ ମାନେ ବେଶ ଭଲ ଭାବରେ ଜାଣିଛନ୍ତି ବୋଲି କୁହାଯାଉଛି । ଆଉ ଯାହା କୁହାଯାଉଛି କି ବର୍ତ୍ତମାନ ସେହି ଚୁଲବୁଲି ନାୟିକା ଜଣଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । ତେବେ ଆଗରୁ ଶ୍ୱେତଲିନା ଙ୍କ ର ଏଙ୍ଗେଜମେଣ୍ଟ ର ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଇଥିଲେ । ତେବେ ବର୍ତ୍ତମାନ ତାଙ୍କର ହଳଦୀ ରଶମ ର କିଛି ଭିଡ଼ିଓ ଭାଇରାଲ ହେବାକୁ ଯାଉଛି ବୋଲି କୁହାଯାଉଛି ।
ଆଉ ଏଠାରେ ଦେଖିବାକୁ ମିଳିଛି କି ସୁନ୍ଦରୀ ଅଭିନେତ୍ରୀ ଶ୍ୱେତଲିନା ତାଙ୍କର ଫେମିଲି ଆଉ ସାଙ୍ଗ ମାନଙ୍କ ସହିତ ଖୁସି ମନାଉଛନ୍ତି । ଆଉ ତାହା ସହିତ ଦେଖିବାକୁ ମିଳିଛି କି ତାଙ୍କର ଫେମିଲି ଆଉ ସିରିଏଲ ରେ ବହୁତ ଜଣ ସିନେ ଆଟିଷ୍ଟ ମାନେ ତାଙ୍କର ସେହି ଫାଂକ୍ସନ ରେ ଯୋଗ ଦେଇଛନ୍ତି ଓ ହଳଦୀ ସେରିମନି କୁ ବେଶ ସୁନ୍ଦର ଭାବରେ ସେଲିବ୍ରେଟ କରୁଥିବାର ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।