OMG ! ସାପ (cobra ) ଓ କଙ୍କଡ଼ା ଙ୍କ ଲଢେଇ,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ପ୍ରତିଦିନ ସୋସିଆଲ ମିଡିଆ ରେ ଆପଣ ମାନେ କିଛି ନା କିଛି ଘଟଣା ଦେଖିବାକୁ ପାଉଥିବେ ସେହି ପରି ଭାବ ରେ ସାପ କୁ କାହାର ବା ଡ଼ର ନ ଥାଏ ସାପ ମାନ କୁ ଦେଖିଲେ ଦେହ ର ଲୋମ ଟାକୁରି ଉଠି ଥାଏ ସେହି ଭଳି ଏକ ଘଟଣା ଘଟିଛି ଯାହା କୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ ଓ ମାନ ରେ ଭୟ ଆସିଯିବ। କଙ୍କଡ଼ା ଓ ସାପ ର ଲଢେ଼ଇ କରୁଛନ୍ତି ନଜର ଆସିଅଛି ।ସାପଟି କୁ କଙ୍କଡ଼ା ମାରି ରକ୍ତାକ୍ତ କରିଦେଇଛନ୍ତି ।
ସାପ ଏକ ସରୀସୃପ ଜାତୀୟ ଜୀବ । ସାପ ବିଷଧର ଓ ବିଷହୀନ ମଧ୍ୟ ହୋଇ ପାରନ୍ତି । ବିଶ୍ୱର ସବୁ ସ୍ଥାନରେ ସାପ ଦେଖିବାକୁ ମିଳନ୍ତି ନାହିଁ । କେବଳ କ୍ରାନ୍ତୀୟ ଜଳବାୟୁରେ ବିଶେଷ ପରିମାଣରେ ସାପ ଦେଖିବାକୁ ମିଳିଥାଆନ୍ତି । ସେହିପରି କ୍ରାନ୍ତୀୟ ଅଞ୍ଚଳର ଉଷ୍ମତା ରକ୍ଷା କରୁଥିବା!
ସ୍ଥାନମାନଙ୍କରେ ବିଶେଷ ପରିମାଣରେ ସର୍ପ ଦେଖିବାକୁ ମିଳିଥା’ନ୍ତି । ଅତ୍ୟନ୍ତ ଥଣ୍ଡା ସ୍ଥାନମାନଙ୍କରେ ବିଶ୍ୱରେ ସାପ ଦେଖିବାକୁ ମିଳନ୍ତି ନାହିଁ । ପୃଥିବୀର ସୁମେରୁ ଅଞ୍ଚଳ ଅର୍ଥାତ୍ ଉତ୍ତର ମେରୁ ଅଞ୍ଚଳ, ନ୍ୟୁଜିଲାଣ୍ଡ ଓ ଏୟାରଲ୍ୟାଣ୍ଡ ପ୍ରଭୃତି ଅଞ୍ଚଳରେ ସାପ ଦେଖିବାକୁ ମିଳନ୍ତି ନାହିଁ ।
ସାପ ଏକ ଶୀତଳ ରକ୍ତବିଶିଷ୍ଟ ପ୍ରାଣୀ ବା ଥଣ୍ଡାକୁ ଭୟ କରୁଥିବା ପ୍ରାଣୀ । ବିଶ୍ୱରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୨୫୦୦ ପ୍ରକାରର ସର୍ପ ଦେଖିବାକୁ ମିଳିଥା’ନ୍ତି । ବିଶେଷକରି ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ରତାପୂର୍ଣ୍ଣ ଅଞ୍ଚଳରେ ସବୁ ଶ୍ରେଣୀର ଓ ପ୍ରକାରର ସାପ ଦେଖିବାକୁ ମିଳିଥା’ନ୍ତି ।
ଜମି ଉପରେ ଘୁଷୁରି ଘୁଷୁରି ଗତି କରୁଥିବା ପ୍ରାଣୀମାନଙ୍କୁ ‘ଓଫିଡିଆନ’ ବୋଲି କୁହାଯାଇଥାଏ । ସେ ସବୁ ମଧ୍ୟରେ ଆସୁଛନ୍ତି ବିଶ୍ୱର ସବୁ ପ୍ରକାର ସାପ; କିନ୍ତୁ ‘ଟୁଆଟାରା’ ପରି ଏକ ସରୀସୃପ, ଯାହାର ତୃତୀୟ ନେତ୍ର ରହିଛି, ଯାହା କେବଳ ବିଶ୍ୱରେ ନ୍ୟୁଜିଲାଣ୍ଡ ପରି ରାଷ୍ଟ୍ରରେ ଦେଖିବାକୁ ମିଳନ୍ତି ।
ସେମାନଙ୍କୁ ‘ରିଙ୍କୋସେଫାଲିଆ’ ବର୍ଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଥାଏ । ଏହା ବ୍ୟତୀତ ଅନ୍ୟ ଏକ ପ୍ରକାରର ଉଡ଼ନ୍ତା ସାପ ଅଛନ୍ତି । ପ୍ରକୃତରେ ସେମାନେ ପକ୍ଷୀମାନଙ୍କ ପରି ଉଡ଼ିପାରନ୍ତି ନାହିଁ । ଏମାନେ ପାଣି ଏବଂ ସ୍ଥଳଭାଗରେ ଉଭୟ ସ୍ଥାନରେ ବସବାସ କରନ୍ତି ।
ଆଠ ଗୋଟି ଚାଲିବା ଗୋଡ଼ ଅଛି ଓ ଆଗରେ ସଣ୍ଡୁଆସି ପରି ଦୁଇଟି ହାତ ଅଛି ଏହି ହାତରେ ଖାଦ୍ୟାଦିକୁ ଧରେ ଏବଂ ଏହା ଏପରି ଦାଢ଼ୁଆ ଯେ ତହିଁ ଦ୍ବାରା ନରମା ଜିନିଷ କତୁରିରେ କାଟିବା ପରି କାଟି ହୋଇଯାଏ ଏହାର ଦେହ ଗୋଲାକାର; ଗୋଟିଏ ଖୋଳଦ୍ବାରା ଆବୃତ ପ୍ରତିବର୍ଷ ଏହା ଦେହରୁ ପୁରୁଣା ଖୋଳ ଝଡ଼ି ପଡ଼େ ଓ ନୂଆ ଖୋଳ କଅଁଳେ ନାନା ଜାତିର ଓ ନାନା ଆକାରର କଙ୍କଡ଼ା ଅଛନ୍ତି କେତେକ ମଧୁର ପାଣି ଓ କେତେକ ଲୁଣି ପାଣିରେ ରହନ୍ତି!
କାହା କାହାର ଦେହ ପାଣ୍ଡୁରା, ଧଳା, ନାଲିଆ ବା କଳା ଅଟେ ଏମାନଙ୍କ ଦେହର ଆକୃତି ମଣ୍ଡାକାଇଁଚ ଠାରୁ ପ୍ରାୟ ଛଅ ଇଞ୍ଚ ବ୍ୟାସବିଶିଷ୍ଟ ହୁଏ ସାଧାରଣ କଙ୍କଡ଼ାମାନେ ବିଲମାନଙ୍କର ହିଡ଼ମୂଳରେ ଓ ପୋଖରୀର ପାଣିକଡ଼ରେ ପାଣିକି ଲାଗି ଗାତ ଖୋଳି ରହନ୍ତି ମଧୁର ପାଣିରେ ଥିବା ବଡ଼ କଙ୍କଡ଼ା ଏକ ପ୍ରକାର କଙ୍କଡ଼ା ସମୁଦ୍ର ଓ ଚିଲିକାର ଲୁଣି ପାଣିରେ ରହନ୍ତି । ସେହି ପରି ଗୋଟିଏ ଦୃଷ୍ୟ ଦେଖିବାକୁ ମିଳିଛି କଙ୍କଡ଼ା କାମୁଡାରେ ସାପଟି ରକ୍ତାକ୍ତ ହୋଇଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।