ନୂଆବର୍ଷ ୨୦୨୩ | ଘରକୁ ଆଣନ୍ତୁ ଏହି 5 ଟି ଜିନିଷ | ଘରେ ହେବ ଧନର ବର୍ଷା ହେବ….

0 81

ଆଗକୁ ଆସୁଥିବା ନୂଆ ବର୍ଷଟି ସମସ୍ତଙ୍କର ଭଲରେ କଟୁ ବୋଲି ସମସ୍ତେ ଚାହୁଁଥିବେ ନିଶ୍ଚିତ |ମୁଁ ଆଜି ଆପଣକୁ ଏମିତି କିଛି ଦ୍ରବ୍ୟ ବିଷୟରେ କହିବି ଯାହାକି ଆପଣଙ୍କ ନୂଆ ବର୍ଷକୁ ଅଧିକ ମଜବୁତ କରିଦେବ |ଆପଣ ନୂଆବର୍ଷ ଦିନ ଯଦି ସେହିପରି କିଛି ଜିନିଷ ଘରକୁ ଆଣ ତେବେ ଆପଣଙ୍କୁ ଘରେ କେବେ କୌଣସି ଅସୁବିଧା ଦେଖାଯିବା ନାହିଁ, ମା ଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଆପଣଙ୍କ ଘର ଧନ ଧାନ୍ୟରେ ପୁରୀ ଉଠିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହିପରି କିଛି ଜିନିଷ ବିଷୟରେ ଜାଣିବା |

ତମ୍ବା ଦ୍ରବ୍ୟ :-ଆପଣ ନୂଆ ବର୍ଷ ଦିନ ଏହି ତମ୍ବାରେ ତିଆରି ଲୋଟା କିଣି ଯଦି ଆଦିତ୍ୟ ନାରାୟଣ ସୂର୍ଯ୍ୟ ଦେବକୁ ପାଣି ଅର୍ପଣ କର ତେବେ ଆପଣ ଆରୋଗ୍ୟ ଓ ଦୀର୍ଘାୟୁ ପ୍ରାପ୍ତ କରନ୍ତି |ଏହା ସହିତ ସୂର୍ଯ୍ୟ ଦେବଙ୍କ ଅପାର କରୁଣା ପାଇଁ ଜୀବନରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାର ଆଶୀର୍ବାଦ ମଧ୍ୟ ପାଇଥାନ୍ତି |

ଗୁଡ଼ :-ଆପଣ ନୂଆ ବର୍ଷ ଦିନ ଗୁଡ଼ କିଣିଲେ ବହୁତ ଶୁଭ ହୋଇଥାଏ, ଏହାକି ଧର୍ମର ପ୍ରତୀକ ମନା ଯାଏ |ଏହି ଗୁଡ଼ କିଣି ଆପଣ ଯଦି ଜନ୍ଦା ପିମ୍ପୁଡି ମାନଙ୍କୁ ଖାଇବା ପାଇଁ ଦିଅନ୍ତି ତେବେ ଆପଣଙ୍କର ଆଧ୍ୟାତ୍ମିକ ଶକ୍ତିର ବୃଦ୍ଧି ପାଇଥାଏ |ବେଳେ ବେଳେ ଛୋଟ ଛୋଟ କାର୍ଯ୍ୟ ପାଇଁ ଆପଣ ଅନେକ ଉନତି କରିଥାନ୍ତି, ତେଣୁ ଆପଣ ନୂଆ ବର୍ଷ ଦିନ ଏପରି କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ ଅନେକ ଜୀବନରେ ଅନେକ ସଫଳତା ପାଇଥାନ୍ତି |

ଗହମ :-ଆପଣ ଯଦି ନୂଆ ବର୍ଷ ଦିନ ଗହମ କିଣନ୍ତି ଏବଂ ଏହି ଗହମ କୁଟି ସେଥିରେ ରୁଟି ପ୍ରସ୍ତୁତ କରି ପ୍ରଥମେ ଯଦି ଗୋମାତାଙ୍କୁ ଖାଇବା ପାଇଁ ଦିଅନ୍ତି ତେବେ ସମସ୍ତ ଦେବା ଦେବି ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଆପଣ ଉପରେ କୃପା ଦୃଷ୍ଟି ପକାଇଥାନ୍ତି |ଯଦି ଆପଣ ନୂଆ ବର୍ଷ ଦିନ ଏହି କାର୍ଯ୍ୟ କରନ୍ତି ତେବେ ଆପଣ ଜୀବନରେ ଉନ୍ନତି ମାର୍ଗରେ ଅଗ୍ରସର ହେବେ |


ମଶୁର ଡାଲି :-ଆପଣ ନୂଆ ବର୍ଷ ଦିନ ମସୁର ଡାଲି କିଣି ନିଜେ ଖାଇବା ସହିତ ଅନ୍ୟକୁ ଦାନ ଆକାରରେ ଦିଅନ୍ତି ତେବେ ଆପଣ ଜୀବନରେ ନୂଆ ନୂଆ କାର୍ଯ୍ୟ ଆରମ୍ଭ କରି ଆଗେଇ ଚାଲିବେ |

ମୟୂର ପାଙ୍ଖ ଓ ହଳଦୀ :-ଏହି ଦୁଇଟି ଜିନିଷ ପ୍ରଭୁ ବିଷ୍ଣୁଙ୍କର ଅତି ପ୍ରିୟ ଦ୍ରବ୍ୟ ଅଟେ,ଆପଣ ଯଦି ନୂଆ ବର୍ଷ ଦିନ ଏହି ଦୁଇ ଦ୍ରବ୍ୟ କିଣି ନିଜ ପର୍ସରେ ରଖନ୍ତି ତେବେ ଆପଣ ମାତା ଲଷ୍ମୀଙ୍କ କୃପା ହାସଲ କରିବେ |ଏହି ମୟୂର ପଙ୍ଖାକୁ ଆପଣ ଟିକିଏ ଅଳତା ଲଗାଇ ନିଜ ପର୍ସରେ ରଖିଲେ ଆପଣଙ୍କୁ ପର୍ସ କେବେ ଖାଲି ହେବ ନାହିଁ,

ଏହା ସହିତ ଆପଣ କେବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବେ ନାହିଁ |ଜୀବନରେ ଅନେକ ସଫଳତା ଆପଣ ହାସଲ କରି ପାରିବେ, ଜୀବନ ସାରା ଖୁସିରେ ରହିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.