ଦୀର୍ଘ 565 ବର୍ଷ ପରେ ଶାନ୍ତ ହେଲେ ଭୋଳାନାଥ ,ଆଜି ରାତିଠାରୁ ଏହି ( ୬ଟି ରାଶିରେ ) – ଧନର ବର୍ଷା – Jyotisha Shastra
ପ୍ରଭୁ ଭୋଳାନାଥଙ୍କର କୃପା ଏମିତି ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ରହିଥାଏ , କିନ୍ତୁ କିଛି ଏମିତି ଲୋକ ରହିଥାନ୍ତି ଯାହା ଉପରେ ପ୍ରଭୁ ଭୋଳାନାଥ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି । ଏହି ଲୋକମାନେ ଭୋଳାନାଥଙ୍କର ସଚ୍ଚା ଭକ୍ତ ହୋଇଥାନ୍ତି ଏବଂ ପ୍ରଭୁ ଭୋଳାନାଥଙ୍କୁ ସଚ୍ଚା ମନରେ ପ୍ରସନ୍ନ କରିବାର ଚେଷ୍ଟା କରିଥାନ୍ତି । ପ୍ରଭୁ ଭୋଳାନାଥ ମଧ୍ୟ ନିଜର ଏହି ସଚ୍ଚା ଭକ୍ତ ମାନଙ୍କ ଉପରେ କୃପା କରିଥାନ୍ତି ।ଏହି ୬ ଟି ରାଶିର ଲୋକଙ୍କ ପାଇଁ ଆସିବା ପାଇଁ ଯାଉଛି ବହୁତ୍ ବଡ ଖୁସିର ମୁହୂର୍ତ୍ତ ତେବେ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।
1.ବୃଷ ରାଶି:-
ତେବେ ସୂଚନା ଅନୁଯାୟୀ ଏହି ରାଶି ଗୁଡିକ ଉପରେ ଥିବା ସମସ୍ତ ପ୍ରକାରର ଖରାପ ପ୍ରଭାବ ଦୂର ହେବାକୁ ଯାଉଛି ।ଖୁବ ଜଲଦି ସଫଳତା ହାସଲ କରିବା ସହିତ ଆଗାମୀ ସମୟରେ ବହୁତ ସମ୍ମାନ ର ଅଧିକାରୀ ହେବେ ଏହି ବ୍ୟକ୍ତିମାନେ ।ଯଦି କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିବ ତେବେ ତାହା ବି ଦୂର ହେବ ଓ ପରିବାର ରେ ସୁଖ ଶାନ୍ତି ଲାଗି ରହିବ ।
2.ସିଂହ ରାଶି:-
ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ଅନେକ ନୂଆ ମୋଡ଼ ଆସିବ, ନିଜ ବୁଦ୍ଧି ବଳରେ ନୂଆ ନୂଆ ରାସ୍ତା ଖୋଲି ପାରିବେ ।ତେବେ ଆଗାମୀ ସମୟରେ ଅନେକ ଲାଭଦାୟକ ସୁଯୋଗ ମିଳିବ ତେବେ ଆପଣ ତାହାକୁ ହାତ ଛଡ଼ା କରନ୍ତୁ ନାହିଁ ।
3.କୁମ୍ଭ ରାଶି:-
ଏହି ରାଶିର ବ୍ୟକ୍ତି ମାନେ ଖୁବ ଶାନ୍ତ ଓ ସରଳ ପ୍ରବୃତିର ଅଟନ୍ତି ,ତେବେ ଏମାନେ ମହାଦେବ ଙ୍କୁ ଖୁବ ମାନିଥାନ୍ତି ।ଏମାନେ ଅସହାୟ ଓ ଦରିଦ୍ର ଲୋକଙ୍କୁ ସାହାଯ୍ୟ କରିବାକୁ ଖୁବ ପସନ୍ଦ କରନ୍ତି ଆଉ ଏମାନେ ମହାଦେବ ଙ୍କର ଖୁବ ପ୍ରିୟ ଅଟନ୍ତି ।ଏଡ଼ବୁ ବ୍ୟତୀତ ଏମାନେ ନିଜ ରିଲେଶନ ନେଇ ଖୁବ ସିରିୟସ ରହିଥାନ୍ତି ।
4.ମକର ରାଶି:-
ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ର ବିଶେଷ କୃପା ରହିଛି ତେଣୁ ଏମାନେ ଖୁବ ଜକଡୀ ସରକାରୀ ଚାକିରୀ ପାଇବାକୁ ଯାଉଛନ୍ତି ।ତା ଛଡ଼ା ଏମାନଙ୍କ ପାଇଁ ଉନ୍ନତିର ମାର୍ଗ ଖୋଲିଯିବ, ବାଣିଜ୍ୟ ବ୍ୟବସାୟରେ ବହୁତ ଭଲ ଲାଭ ମିଳିବ ।ଆପଣଙ୍କ ମନ ଧର୍ମ କାମରେ ଲାଗି ରହିବ ଆଉ ଦୁଃଖୀ ଦରିଦ୍ର ଙ୍କୁ ସାହାଯ୍ୟ ର ହାତ ବଡାଇବେ ।
5.ବିଛା ରାଶି:-
ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରର ଧନ ପ୍ରାପ୍ତି ର ଯୋଗ ବନୁଅଛି ।ତେବେ ଆଗାମୀ ସମୟରେ ମାନ ସମ୍ମାନ ରେ ବୃଦ୍ଧିହେବ ।ବନ୍ଧୁ ମାନଙ୍କ ପକ୍ଷରୁ ସହାୟତା ର ହାତ ପାଇବେ, ଜୀବନସାଥୀ ଙ୍କର ପୁରା ସହଯୋଗ ମିଳିବ ।ତେବେ ଅଧୁରା ବାକି ଥିବା କାମ ନିଶ୍ଚିତ ରୂପେ ପୂରଣ ହେବ ।
6. ତୁଳା ରାଶି :-
ଏହି ରାଶିର ବ୍ୟକ୍ତି ବିଶେଷ୍ୟକ ଉପରେ ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ଦୃଷ୍ଟି ପଡିବାକୁ ଯାଉଛି । ଆପଣଙ୍କ ବାଣିଜ୍ୟ କ୍ଷେତ୍ରରେ ଭଲ ଲାଭ ପ୍ରାପ୍ତି ହେବ । ପିତା ମାତାଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିଯିବ । ଯେଉଁ ବି କାର୍ଯ୍ୟ ରେ ହାତ ମାରିବେ ତାହା ସଂପୂର୍ଣ୍ଣ କରିବେ । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନେ ବହୁତ କିଛି ପାଇବାକୁ ଯାଉଛନ୍ତି । ମାନ ସମ୍ମାନ ଆପଣଙ୍କୁ ପ୍ରାପ୍ତ ହେବ ।