viral video – ଭୁବନେଶ୍ୱର ନେଇ ଏକ ଭଡ଼ା ଘରେ ମତେ ଦିନକୁ ୫ଥର ସମ୍ପର୍କ ରଖିଲେ..ଏମିତି କହିଲେ ପୀଡିତା …ଦେଖନ୍ତୁ viral ଭିଡ଼ିଓ ଟିକୁ….
ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏପରି ଏକ ଅବିଶ୍ୱନୀୟ ଘଟଣା ଘଟିଯାଇଛି ଅନୁଗୁଳ ଜିଲ୍ଲା କଣିହଁl ବ୍ଲକ ଵଲିଆବେଡା ଗ୍ରାମ ରେ । ହଁ ଆଜ୍ଞା ଏପରି ଏକ ଅଭାବନୀୟ ଘଟଣା ଦେଖିବା କୁ ମିଳିଛି ।ସେହି ଗ୍ରାମ ରେ ୩୫ ବର୍ଷିଆ ବିବାହିତ ମହିଳା ମିତା ରାଣୀ ସାହୁ ଯି ଏ କି ୧୯ ବର୍ଷ ପୂର୍ବ ରୁ ଭୁବନି ସାହୁ ଙ୍କୁ ବୈଦିକ ରୀତି ନୀତି ରେ ବିବାହ କରିଥିଲେ।
ବେଶ୍ ହସ ଖୁସି ରେ ଚାଲି ଥିଲା ଘର ସଂସାର।ବହୁତ୍ ଖୁସି ରେ ଥିଲେ ତାଙ୍କ ପୁଅ,ଝିଅ,ଆଉ ସ୍ବାମୀ ଙ୍କ ସହ ମାତ୍ର ତାଙ୍କର ଏହି ଖୁସିର ସଂସାର ରେ ହାଠାତ କଳା ବାଦଲ ଚାଲି ଆସିଲା।ସୂଚନା ଅନୁସାରେ ତାଙ୍କ ସ୍ବାମୀ ମେ ମାସ ୭ ତାରିଖ ରେ ଘର ବାହାରୁ ଉଠାଇ କାର ମୁଁ ପଦା କୁ ଉଠିଥିଲି!
ସେ ମୋତେ ଉଠାଇ ନେଇ ଭୁବନେଶ୍ବର ରେ ରଖିଲା ଆଉ ଦିନ କୁ ୪ ରୁ ୫ ଥର ଯୋଗେ ଭୁବନେଶ୍ୱର ନେଇ ଯାଇ ଥିଲେ । ଡୁମୁଡୁମା ଅଞ୍ଚଳ ରେ ଭଡା ଘରେ ରଖି ଦିନକୁ ୪ ରୁ ୫ ଥର ଇଛା ବିରୁଦ୍ଧ ରେ ଶାରୀରିକ ସମ୍ପର୍କ ରଖି ଥିଲେ।
ଆଉ ଗତ ନଭେମ୍ବର ମାସ ଦସ ତାରିଖ ରେ ମାଡ଼ ମାରି ନିଶା ଦେଇ ତାଙ୍କୁ ବେହୋସ୍ କରି ଛାଡି ପଳlଇ ଥିଲେ ସୁକାନ୍ତ।ଆଉ ଚେତା ଫେରିବା ପରେ ଚିତ୍କାର ଶୁଣି ଦଉଡ଼ି ଆସି ଥିଲେ ଘର ମାଲିକ ଆଉ ପଡ଼ୋଶୀ।ଆଉ ତାପରେ ମିତା ରାଣୀ କୁ ଆଣି ତାଙ୍କ ଗାଁ ରେ ଛାଡ଼ି ଦେଇ ଗଲେ।
ମିତା ରାଣୀ ତାଙ୍କ ଗାଆଁ ଲୋକ ଙ୍କ ସାହଯ୍ୟ ରେ ସୁକାନ୍ତ ଙ୍କ ଠିକଣା ପାଇଥିଲେ ଓ ଯାଇ ୩ ନଭେମ୍ବର ଦିନ ରେଙ୍ଗାଲି ଥାନା ରେ ଅଭିଯୋଗ କରିବା ପରେ ଏକ କେସ ରୁଜୁ କରି ଫେରାର ଥିବା ସୁକlନ୍ତ କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।
ଏ ବିଷୟ ରେ ମିତାରାଣି କହିଛନ୍ତି ଯେ ସେ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ସହ ନିର୍ଯାତନା ମଧ୍ୟ ଦଉଥିଲେ।ସୁକାନ୍ତ ର ମା କହିଛନ୍ତି କି ତାଙ୍କ ପୁଅ ୧୦ ମାସ ହେଲା ଘରେ ନାହିଁ ।ସେ ତାଙ୍କ ପୁଅ କୁ ୧୦ ମାସ ହେଲା ଦେଖି ନାହାନ୍ତି ।
ତାଙ୍କ ପୁଅ ନିର୍ଦ୍ଦୋଷ ବୋଲି ସୁକାନ୍ତର ମା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।ଏବେ ଦେଖିବାର ଅଛି କିଏ କେତେ ସତ ଆଉ ମିଛ କହୁଛୁ ଏବଂ ଫେରାର ଥିବା ଅଭିଯୁକ୍ତ କୁ କେବେ ଧରିବା ରେ ସକ୍ଷମ ହେଉଛି ପୋଲିସ। ମିତା ରାଣୀ ସୁକାନ୍ତ ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।