ଓଃ..କି..ଡ୍ୟାନ୍ସ – ଟୁପୁରୁ ଟୁପୁରୁ ବର୍ଷ ଛିଟାରେ ରୋମାଣ୍ଟିକ ହଟ ଡ୍ୟାନ୍ସ କଲେ heroin ଜୀନା ( jina) ଦେଖିଲେ ନିଜକୁ ସମ୍ଭାଳିପାରିବେନି ! ମାତ୍ର ୪ ଘଣ୍ଟାରେ 200k ରୁ ଅଧିକ ଲୋକ ଦେଖି ସାରିଲେଣି….

0 1,047

ଦେଲେ ଧରା କଥା ସରେ, ୨୦୧୬ ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ଚିତ୍ର । ଏହି କଥା ଚିତ୍ର ର ପ୍ରଯୋଜନା କରିଥିଲେ ପଙ୍କଜ ରାଉତ । ଶୈଳେନ୍ଦ୍ର ମିଶ୍ର ଏହି କଥାଚିତ୍ର ଟି ର ଚିତ୍ର ନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇ ଥିଲେ ।

ଚଳଚ୍ଚିତ୍ର ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ଏବଂ ଗୀତ ରଚନ କରି ଥିଲେ ବସନ୍ତ ରାଜ ସାମଲ, ବାପୁ ଗୋସ୍ୱାମୀ, ଅରୁଣ ମନ୍ତ୍ରୀ ।ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ରେ ଅନେକ ପ୍ରକାର ର ଭିଡିଓ ଦେଖି ଥିବେ ।

ସୋସିଆଲ ମିଡ଼ିଆ ରେ ଆପଣ ଅନେକ ସହର ର ଅନେକ ଫିଲ୍ମ୍ କିମ୍ବା ଆଲବମ୍ ହୋଇ ଥାଉ ମଧ୍ୟ ଜାଣୁଥିବେ । ଆପଣ ମାନେ ତ ଟିଭି ରେ ଫିଲ୍ମ ଦେଖି ଥିବେ ।ଆଉ ସେଥିରେ ନାଚ ଦେଉଥିବା କମେଡି ହେଉ ବା ଅନ୍ୟାନ୍ୟ ସବୁ କଥା ବିଷୟ ରେ ଆପଣ ସୂଚନା ପାଉ ଥିବେ ।

ଏହି ଚଳଚ୍ଚିତ୍ର ର ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ ନାୟକ ଜ୍ୟୋତି ରଞ୍ଜନ ଏବଂ ନାୟିକା ଜିନା ।ଅଜିତ ଦାସ, ମହାଶ୍ୱେତା ରାୟ, ମୀନ କେତନ, ବବି ମିଶ୍ର, ପୃଥୀରାଜ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଏହି ଚଳଚ୍ଚିତ୍ର ର ବିଭିନ୍ନ ଭୂମିକା ରେ ଅଭିନୟ କରି ଥିଲେ । ବବି ମିଶ୍ର ଦୀର୍ଘ ୪ ବର୍ଷ ପରେ ଏହି ଚଳଚ୍ଚିତ୍ର ଜରିଆ ରେ ପୁଣି ଥରେ ଖଳନାୟକ ଭୂମିକା ରେ ଅଭିନୟ କରିଥିଲେ ।।ଚଳଚ୍ଚିତ୍ର ଟି ୧୧ ନଭେମ୍ବର ୨୦୧୬ରେ ମୁକ୍ତି ଲାଭ କରି ଥିଲା ।


ଏହି ଚଳଚ୍ଚିତ୍ର ର ସ୍ୱର ସଂଯୋଜନା କରି ଥିଲେ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ । ବସନ୍ତ ରାଜ ସାମଲ, ବାପୁ ଗୋସ୍ୱାମୀ ଏବଂ ଅରୁଣ ମନ୍ତ୍ରୀ ଚଳଚ୍ଚିତ୍ର ର ଗୀତ ଗୁଡ଼ିକ ର ରଚନା କରି ଥିଲେ । ଇରା ମହାନ୍ତି, ଅସୀମା ପଣ୍ଡା, କୁମାର ବାପି ପ୍ରମୁଖ ଏହି ଚଳଚ୍ଚିତ୍ର ର କଣ୍ଠ ଦାନ କରି ଥିଲେ ।

“ଟୁପୁରୁ ଟୁପୁରୁ ପଡ଼େ” ଏହି ଗୀତ ଟି ସମସ୍ତ ଙ୍କ ମାନ କୁ ଛୁଇଁ ଥିଲା ଦର୍ଶକ ମାନେ ଖୁବ୍ ପସନ୍ଦ କରିଥିଲେ । ଅଭିନେତ୍ରୀ ଜିନା ବର୍ଷା ରେ ଓଦା ହୋଇ କି ନାଚୁ ଥିଲେ । ଅଭିନେତ୍ରୀ ଜିନା ଜବରଦସ୍ତ ଡାନ୍ସ କରି ଥିଲେ ଦର୍ଶକ କୁ କରିଥିଲେ ମୋତୁ ଆଲା ।

ଏହି ଗୀତ ଟି ସୁପର ହିଟ ହୋଇଥିଲା ଏହି ଭିଡିଓ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରାଲ ହେଉଛି ।”ଟୁପୁରୁ ଟୁପୁରୁ ପଡ଼େ” ଏହି ସଙ୍ଗୀତ ଟି କୁ ଖୁବ୍ ସୁନ୍ଦର ଭାବରେ ଗାଇଛନ୍ତି ଇରା ମହାନ୍ତି ତାଙ୍କର କଣ୍ଠ ରେ ଯାଦୁ ଅଛି ଯାହାକୁ କି ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି ଏହି ଫିଲ୍ମ ରେ ସବୁ ଗୀତ ଟି ଅତି ସୁନ୍ଦର ଭାବରେ ଗାୟକ ଓ ଗାୟିକା ଭଲ ଭାବରେ ଗାଇଛନ୍ତି ଓ ଗୀତ ଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.