ଛୋଟ ଛୁଆକୁ ଜଣ୍ଡିସ୍ ହେଲେ କେମିତି ଚିହ୍ନିବେ ଜାଣନ୍ତୁ ? |dr . ANUSKA MADAN

0 609

|ସାଧାରଣତଃ ପିଲା ଜନ୍ମ ହେବା ମାତ୍ରେ 30 ରୁ 40% ଦଣ୍ଡିସ ସେମାନଙ୍କ ପାଖରେ ଦେଖାଯାଏ |ଏଥିପାଇଁ ବ୍ୟସ୍ତ ହେବା ଉଚିତ ନୁହଁ ଏହା ଏକ ଶାରୀରିକ ପରିବର୍ତନ ଅଟେ |ମୁଁ ଆଜି ଆପଣକୁ ପିଲାମାନଙ୍କୁ ଦଣ୍ଡିସ ହେବାର କାରଣ,ଲକ୍ଷଣ ଓ ନିରାକରଣ ବିଷୟରେ କହିବି, ଯାହାଦ୍ୱାରା ଆପଣ ପ୍ରଥମରୁ ସଜାଗ ହୋଇଯିବେ |ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ କଥା ବିଷୟରେ |

 

ଆପଣ ସମସ୍ତେ ଜାଣିଥିବେ ସବୁ ରୋଗ ମାନଙ୍କ ମଧ୍ୟରୁ ଦଣ୍ଡିସ ଏକ ମାରତ୍ମକ ରୋଗ ଅଟେ |ଏହି ରୋଗ ଛୋଟ ବଡ଼ ସମସ୍ତଙ୍କ ପାଖରେ ଦେଖାଯାଏ, ବିଶେଷ କରି ଏହି ରୋଗ ଛୋଟ ପିଲା ମାନଙ୍କ ଠାରେ ଦେଖାଯାଏ |ଦଣ୍ଡିସ ନବଜାତ ଶିଶୁକୁ ଶୀଘ୍ର ହୋଇଥାଏ ଏବଂ ଏହା ସେମାନଂକୁ ଶୀଘ୍ର ଆକ୍ରାନ୍ତ କରିଦିଏ

ଦଣ୍ଡିସ ହେବାର କାରଣ :-

ଯେଉଁ ବେବୀମାନଙ୍କ ଠାରେ ଲୋହିତରକ୍ତ କଣିକା ଭାଙ୍ଗି ନୂତନ କଣିକା ସୃଷ୍ଟିହେବାର ପ୍ରୋସେସ ଅଧିକ ହୋଇଥାଏ ସେମାନଙ୍କ ଠାରେ ଦଣ୍ଡିସ ଅଧିକ ଦେଖାଯାଏ |ଏହା ସାଧାରଣତଃ ପ୍ରିଟର୍ମ ବେବି, ଆଇଜିଆର ବେବି, ଆରଏଚ ଇନକପ୍ଲିଟେଡ଼ ବେବିମାନଙ୍କ ପାଖରେ ଦଣ୍ଡିସ ଅଧିକ ମାତ୍ରାରେ ଦେଖାଯାଏ |ତାହାସହିତ ଯେଉଁ ବେବି ମା ପେଟରେ ଝାଡା କରିଦେଇଥାଏ କିମ୍ବା ଇନଫେକ୍ସନ ହୋଇଥାଏ କିମ୍ବା ବେବିର ଲିଭର ପ୍ରୋବ୍ଲେମ ଥିଲେ ଦଣ୍ଡିସ ଅଧିକ |

ଦଣ୍ଡିସ ହେବାର ଲକ୍ଷଣ :- |ଏହା ମୁହଁରୁ ପାଦ ପର୍ଯ୍ୟନ୍ତ ବ୍ୟାପିଯାଏ,ପିଲା ପରିସ୍ରା କଲେ ତାହା ହଳଦିଆ ଦେଖାଯାଏ |ଯଦି ଦଣ୍ଡିସ ବ୍ରେନକୁ ଆଫେକ୍ଟ କରେ ତେବେ ତାହା ପ୍ରଭାବରେ ବେବିର ଫିଟ୍ସ ମରିଥାଏ,କନଭଲସନ ମଧ୍ୟ୍ୟ ହୋଇଥାଏ |ଦଣ୍ଡିସ ପ୍ରଭାବରେ ବେଳେ ବେଳେ ଏହା ପିଲାମାନଙ୍କର ଅଙ୍ଗ ମଧ୍ୟ୍ୟ ନଷ୍ଟ କରିଦେଇଥାଏ |ଲଡ ଗୁଡିକ ହଳଦିଆ ଓ ତାର ଜିଭ ମଧ୍ୟ୍ୟ ହଳଦିଆ ଦେଖାଯାଏ |ଦଣ୍ଡିସ ହେଲେ ବେବିର ଡୋଳା ପ୍ରଥମେ ହଳଦିଆ ପଡିଥାଏ,ପିଲା କାନ୍ଦିଲେ ଫୋଲଡ ଗୁଡିକ ହଳଦିଆ ଓ ତାର ଜିଭ ମଧ୍ୟ୍ୟ ହଳଦିଆ ଦେଖାଯାଏ

ଦଣ୍ଡିସର ଚିକିତ୍ସା :-

 


ଆପଣ ଭୁଲରେ ବି ପରମ୍ପରା ଅନୁଯାୟୀ ଚିକିତ୍ସା ନକରି କିମ୍ବା ଏହାଦ୍ୱାରା ସମୟ ନଷ୍ଟ ନକରି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରନ୍ତୁ |ଦଣ୍ଡିସ ପିଲାକୁ ଅଧିକ ହୋଇଗଲେ ତାର ଯେକୌଣସି ଅଙ୍ଗ ନଷ୍ଟ କରିଦିଏ, କିମ୍ବା ଫିଟସ ଓ କନଭଲସନ ମରିଥାଏ |ଏହା ପିଲାର ଜୀବନ ପ୍ରତି ମଧ୍ୟ୍ୟ ବିପଦ ରହିଥାଏ |ଏହା ସହିତ ନବଜାତ ଶିଶୁ ଜନ୍ମ ହେବା ମାତ୍ରେ ତାଙ୍କୁ ପ୍ରୋପର ଭାବରେ ବ୍ରେଷ୍ଟ ଫିଡିଙ୍ଗ କରନ୍ତୁ ନହେଲେ ତାର ବଡି ଡିହାଇଡ୍ରେସନ ହୋଇଯାଏ |

ଏହାଦ୍ୱାରା ତାକୁ ଅଧିକ ଦଣ୍ଡିସ ହୋଇଥାଏ ତେଣୁ ଆପଣ ସର୍ବଦା ପିଲାର ଫିଡିଙ୍ଗ ପ୍ରତି ସଜାଗ ରୁହନ୍ତୁ |ଦଣ୍ଡିସ ମାତ୍ର ଅଧିକଥିଲେ ପିଲାମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରୋପର ଚିକିତ୍ସା ଦେବା ଉଚିତ,ଏହି କ୍ଷେତ୍ରରେ ବେବିମାନଙ୍କୁ ମେଡିକାଲ ବ୍ୟବସ୍ତା ଅନୁସାରେ ଫୋଟଥେରାପି ଲାଇଟ ବା ବ୍ଲୁ ଲାଇଟ ପଡିଥାଏ |ଏହାଦ୍ୱାରା ପିଲାଙ୍କର ଦଣ୍ଡିସ ଡେନଜର ଲେଭେଲରୁ କମି ଆସିଥାଏ |ପିଲାମାନଙ୍କର ଦଣ୍ଡିସ 25ଥିଲେ ଏହି ସମୟରେ ସେମାନଂକୁ ଇମିଡ଼ିଏଟ ଚିକିତ୍ସା ହେବା ଆବଶ୍ୟକ,

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.