Breacking News – ମଦ୍ୟପାନଙ୍କ ପାଇଁ ଆସିଲା ଖୁସି ଖବର,ଏଣିକି ରାସନ ଦୁକାନରେ ମିଳିବ ମଦ,ଆପଣଙ୍କ ମତାମତ କମେଣ୍ଟ କରି ଜଣାନ୍ତୁ !

0 160

ମଦ ପାଇ ବିବାଦ ଚାଲିଥିବା ସମୟରେ ଏହି ସମୟ ରେ ସୁଧାଂଶୁ ପାଣ୍ଡେ ଚିଠି ଲେଖିଛନ୍ତି ମଦ ବନ୍ଦ ପାଇଁ ଅନେକ ଜାଗା ରେ ଆନ୍ଦୋଳନ ହେଉଛି କିନ୍ତୁ ତଥାପି ବି ମଦ ବିକ୍ରି ହେଉଛି ଏବଂ ପ୍ରାୟ ରାଜ୍ୟ ଏଥି ରୁ ଅଧିକାଂଶ ରାଜସ୍ବ ପାଉଛନ୍ତି ।ତେବେ ମଦ ରୁ ମିଳୁ ଥିବା ରାଜସ୍ବ କୁ ବୃଦ୍ଧି ପାଇଁ ନିକଟ ରେ ନୂଆ ପ୍ରସ୍ତାବ ଦେଇଛି ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ୍ ସପ୍ ଡିଲର ସଂଘ। ଏହି ସଂଘ ରାସନ ଦୋକାନ ରେ ମଦ ବିକ୍ରି କରିବା କୁ କେନ୍ଦ୍ର କୁ ଚିଠି ଲେଖି ଅନୁମତି ମାଗିଛି ।

ରାସନ ଦୋକାନ ରେ ମଦ ବିକ୍ରି କରିବା କୁ କେନ୍ଦ୍ର କୁ ଚିଠି ଲେଖି ଅନୁମତି ମାଗିଛି ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ୍ ସପ୍ ଡିଲର ସଂଘ। ଏହି ଚିଠି ଖାଦ୍ୟ ଓ ଯୋଗାଣ ମନ୍ତ୍ରଣାଳୟ ର ପ୍ରମୁଖ ସଚିବ ସୁଧାଂଶୁ ପାଣ୍ଡେ ଙ୍କୁ ୨୦ ସେପ୍ଟମ୍ବର ରେ ପଠା ଯାଇ ଥିଲା।

ସେମାନ ଙ୍କ ଦାବି ଉପରେ ଯୁକ୍ତି ସଂଗତ ବିଚାର କରିବା ଲାଗି ସଂଗଠନ ର ମହା ସଚିବ ବିଶ୍ବମ୍ଭର ବସୁ ଚିଠି ର ଏକକିତା ନକଲ କେନ୍ଦ୍ର ଖାଦ୍ୟମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ଅର୍ଥ ସଚିବ, କେନ୍ଦ୍ର ରାଜସ୍ବ ସଚିବ ଓ କେନ୍ଦ୍ର ଖାଉଟି ସଂରକ୍ଷଣ ଓ ଖାଦ୍ୟ ମନ୍ତ୍ରାଳୟ ରାଷ୍ଟ୍ର ମନ୍ତ୍ରୀ ଙ୍କ ପାଖକୁ ପଠା ଇଛନ୍ତି। ସବୁ ରାଜ୍ୟ ର ଖାଦ୍ୟ କମିସନ ର ଓ ଖାଦ୍ୟ ସଚିବ ଙ୍କ ପାଖକୁ ମଧ୍ୟ ଚିଠି ପଠା ଯାଇଛି।
ରାସନ ଡିଲର ମାନ ଙ୍କ ଦାବି ହେଉଛି, ଦେଶ ର ରାସନ ଦୋକାନ ଗୁଡ଼ିକୁ ବଞ୍ଚାଇବା କୁ ହେଲେ କେନ୍ଦ୍ର ସରକାର ଜରୁରି ପଦକ୍ଷେପ ନେବା ଆବଶ୍ୟକ। ରାଜ୍ୟ ସରକାର ମାନଙ୍କୁ ବି ଏ ଦିଗରେ ଆଗ କୁ ବଢ଼ିବା କୁ ହେବ।

ସେମାନଙ୍କ ଦାବି ହେଉଛି ଦେଶ ରେ ରାସନ ଦୋକାନ ଗୁଡ଼ିକ ଯେଉଁ ଭଳି ଭାବରେ ଚାଲିଛି ସେଥିରେ ଡିଲର ମାନଙ୍କୁ କିଛି ଲାଭ ମିଳୁ ନାହିଁ। ତେଣୁ ମଦ ବିକ୍ରି ପାଇଁ ଅନୁମତି ଦେଲେ ସେମାନ ଙ୍କ ର କିଛି ଲାଭ ହେବ ଓ ସେମାନେ ଦୋକାନ ଗୁଡ଼ିକୁ ଚଳାଇ ରଖି ପାରିବେ।
ତାଙ୍କ ଦାବି ଅନୁଯାୟୀ ଦେଶ ର ରାସନ ଦୋକାନ ଗୁଡ଼ିକୁ ବଞ୍ଚାଇବା କୁ ହେଲେ କେନ୍ଦ୍ର ସରକାର ଜରୁରି ପଦକ୍ଷେପ ନିହାତି ନେବା ଆବଶ୍ୟକ ଏବଂ ପ୍ରତ୍ୟେକ ରାଜ୍ୟ ସରକାର ମାନଙ୍କୁ ବି ଏ ଦିଗରେ ଆଗ କୁ ବଢ଼ିବା କୁ ହେବ।ଏବେ ପ୍ରତି ରାସନ୍ କେନ୍ଦ୍ର ଗୁଡିକ ରେ ଡିଲର ମାନ ଙ୍କୁ କିଛି ଲାଭ ମିଳୁ ନାହିଁ।

ତେଣୁ ମଦ ବିକ୍ରି ପାଇଁ ଅନୁମତି ଦେଲେ ସେମାନ ଙ୍କ ର କିଛି ଲାଭ ହେବ ଓ ସେମାନେ ଦୋକାନ ଗୁଡ଼ି କୁ ଚଳାଇ ରଖି ପାରିବେଓ ସେମାନ ଙ୍କ ର ପେଟ ପୋଷି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!

Leave A Reply

Your email address will not be published.