ଆପଣ ବିବାହିତ କି? କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା, ମିଳିବ ମାସକୁ ୧୮ ହଜାର ୫ ଶହ ଟଙ୍କା

0 230

ହିନ୍ଦୁ ଧର୍ମ ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ । ବିବାହ ବନ୍ଧନରେ ବାନ୍ଧବା ନାରୀ ମାନେ ଙ୍କ ପାଇଁ ସୁନ୍ଦର ସମ୍ପକ ଅଟେ। ସେଇଥି ପାଇଁ କେନ୍ଦ୍ର ସରକାର ତାଙ୍କର ବିବାହିତଙ୍କ ପାଇଁ ଗୋଟିଏ ଖୁସି ଖବର ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ବର୍ତ୍ତମାନ ବିବାହିତ ଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ଯେଉଁ ଥିରେ ତାଙ୍କୁ ଅନେକ କିଛି ସୁବିଧା ମିଳିବା କୁ ଯାଉଛି । ତେବେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନା ରେ ଲୋକ ଙ୍କୁ ପ୍ରତି ମାସ ରେ ଟଙ୍କା ମିଳୁଛି । ସେହି ଭଳି ଏକ ଯୋଜନା ହେଉଛି ପିଏମ ପ୍ରଧାନ ମନ୍ତ୍ରୀ ବୟ ବନ୍ଦନା ଯୋଜନା । ଏହି ଯୋଜନା ରେ ଆପଣ ଙ୍କୁ ପ୍ରତ୍ୟେକ ମାସ ରେ କିଛି ଟଙ୍କା ମିଳିବ । ଏହି ଯୋଜନା ର ଲାଭ ୨୦୨୩ ମାର୍ଚ୍ଚ ୩୧ ଯାଏ ଉଠାଇ ପାରିବେ ।

ଆପଣ ଙ୍କୁ ଜଣାଇବା କୁ ଚାହୁଁଛୁ ଯେ ଏହା ଏକ ପ୍ରକାର ପେନସନ ଯୋଜନା । ଏଥି ରୁ ଆପଣ ଙ୍କୁ ପ୍ରତି ମାସ ରେ ଟଙ୍କା ମିଳିବ । ଏଥିରେ ପତି ପତ୍ନୀ ଙ୍କୁ ପ୍ରତ୍ୟେକ ମାସ ରେ ୧୮ ହଜାର ୫ ଶହ ଟଙ୍କା ମିଳିବ । ତେବେ ସବୁ ଠାରୁ ଖାସ କଥା ହେଉଛି ଏଥି ରେ ଟଙ୍କା ରଖିବା ପୂରା ସୁରକ୍ଷିତ । ୧୦ ବର୍ଷ ପରେ ଆପଣ ଙ୍କୁ ପୂରା ସୁଧ ସହିତ ଟଙ୍କା ମିଳିବ ।

ତେବେ ଆପଣ ଭାବୁ ଥିବେ କେମିତି ମିଳିବ ଏହି ଟଙ୍କା ତେବେ ଯଦି ପତି ପତ୍ନୀ ଏହି ଯୋଜନା ରେ ୧୫ ଲକ୍ଷ ଟଙ୍କା ଲେଖାଏଁ ନିବେଶ କରିବେ ତେବେ ତାଙ୍କୁ ୩୦ ଲକ୍ଷ ଟଙ୍କା ଉପରେ ୭.୪୦ ପ୍ରତିଶତର ସୁଧ ମିଳିବ । ଏହି ରାଶି ଉପରେ ଆପଣଙ୍କୁ ବାର୍ଷିକ ୨ ଲକ୍ଷ ୨୨ହଜାରର ଆୟ ହୋଇପାରିବ । ଯଦି ଏହି ସୁଧ ଟଙ୍କା କୁ ମାସ ହିସାବ ରେ ବଣ୍ଟା ଯାଏ ତେବେ ମାସ କୁ ଜଣଙ୍କୁ ୧୮, ୫୦୦ ଟଙ୍କା ମିଳିବ । ଏହି ରାଶି ପେନସନ ଭାବେ ଆପଣ ଙ୍କ ଖାତା କୁ ଆସିବ ଟଙ୍କା ।

ଯଦି ଆପଣ ଏକାକୀ ଏହି ଯୋଜାନା ରେ ନିବେଶ କରିବା କୁ ଚାହୁଁଛନ୍ତି ତେବେ ଆପଣ ଅଧିକତମ ୧୫ ଲକ୍ଷ ଟଙ୍କା ନିବେଶ କରି ପାରିବେ । ଯେଉଁ ଥିରେ ଆପଣ ଙ୍କୁ ୧ ଲକ୍ଷ ୧୧ ହଜାର ଟଙ୍କା ଅର୍ଥାତ ମାସିକ ୯୨୫୦ ଟଙ୍କା ମିଳିବ । ଏହି ଯୋଜନା ର ଅବଧି ୧୦ ବର୍ଷ । ଆପଣ ୧୦ ବର୍ଷ ପାଇଁ ଏହି ଯୋଜନା ରେ ଟଙ୍କା ନିବେଶ କରିବେ । ଯଦି ଆପଣ ସମୟ ରେ ୧୦ ବର୍ଷ ପାଇଁ ଟଙ୍କା ରଖୁଛନ୍ତି ତେବେ ୧୦ ବର୍ଷ ପରେ ଆପଣ ଙ୍କୁ ଏହି ଟଙ୍କା ମିଳି ଯିବ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା, ମିଳିବ ମାସ କୁ ୧୮ ହଜାର ୫ ଶହ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି।

Leave A Reply

Your email address will not be published.