😭 ଝିଅ ବିଦା ବେଳେ କାନ୍ଦଣା ” ଗୀତ ପ୍ରତ୍ୟେକ ଝିଅ ଙ୍କ ପାଇଁ… ଯଦି ଆପଣ ସତରେ ବାପା ଙ୍କୁ ଭଲ ପାଉଥିବେ। …ଦେଖନ୍ତୁ viral ଭିଡ଼ିଓ ଟିକୁ….

0 206

ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଏହି କ୍ରମରେ ବିବାହ ସରିଯିବା ପରେ ବିଦାଇ ବା ଝିଅବିଦାକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଏହାକୁ ଦେଖି କିଛି ଲୋକେ କାନ୍ଦି କାନ୍ଦି ବେଦମ ହୋଇ ଯାଉଥିବା ବେଳେ ଆଉ କିଛିଲୋକେ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି। କାରଣ ଏହି ଭିଡିଓରେ ଏକ ଓଲଟା ଘଟଣା ଦେଖିବାକୁ ମିଳୁଛି । ବିଦାଇ ବେଳେ ଝିଅ ତାର ପରିବାରଲୋକଙ୍କୁ ଧରି ‌କାନ୍ଦିଥାଏ କିନ୍ତୁ ଏଥିରେ ବର ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ବିବାହ ଶେଷ ହେବା ପରେ କନ୍ୟା ପରିବାର ଲୋକଙ୍କଠାରୁ ବିଦାୟ ନେଇ ସ୍ବାମୀର ହାତଧରି ଆଗେଇ ଯାଉଛି । ଏହି ସମୟରେ ବର ତାର ସାଙ୍ଗମାନଙ୍କୁ ଧରି ଭୋଭୋ ହୋଇ କାନ୍ଦୁଛି । ଆଉ ତାର ସାଙ୍ଗମାନେ ତାଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ବିବାହ ମଣ୍ଡପରେ ‘ବାବୁଲ ତୁମନେ ଯୋ ଶିଖାୟା …’ ଗୀତ ବାଜୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।

ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି। କିଛି ଜଣ ଲେଖିଛନ୍ତି, ‘ଦୁନିଆ ବଦଳିଗଲା କି?’ ଆଉ ଜଣେ ଲେଖିଛି, ‘ଆଖି ଆଜି କ’ଣ ଦେଖୁଛି? ଝିଅ ବିଦା ବେଳେ ବର କାନ୍ଦୁଛି!’

କାନ୍ଦଣା ଗୀତ ବା ବାହୁନା ଗୀତ ଓଡ଼ିଆ ବାହାଘର ର ବିଭିନ୍ନ ସମୟ ରେ ଘରର ପ୍ରତ୍ୟେକ ସଦସ୍ୟ ଙ୍କୁ ଧରି କନିଆଁ ଦ୍ୱାରା ବୋଲା ଯାଉ ଥିବା ରୋଦନ ସଙ୍ଗୀତ । ଏହି କାନ୍ଦଣା ଆଶୁକବିତା ଉପରେ ଆଧାରିତ । ଝିଅ ନିଜ ପରିବେଶ ରେ ଦେଖୁଥିବା ଘଟଣା ଓ ଶାଶୂଘର ସମ୍ବନ୍ଧ ରେ ଯାହା ଶୁଣି ଥାଏ ତାହାକୁ ଆଧାର କରି ଗୀତ ବୋଲି ପ୍ରକାଶ କରିଥାଏ ।

ବାହାଘର ଆଅଗ ରୁ ଝିଅ ଶାଶୂଘର ବାବଦ ରେ କିଛି ଜାଣିନଥିବା ବେଳେ ଲାଜ ହେତୁ ସେ ନିଜର ସ୍ୱାମୀ ଓ ଶାଶୂଘର ପରିବାର ର ଆଉ କାହା ବିଷୟ ରେ କିଛି ପଚାରିବାର ସୁଯୋଗ ପାଇ ନ ଥାଏ । ଅଜଣା ପରିବେଶ ରେ ନୂଆ ଲୋକ ଙ୍କ ସହିତ କିପରି ଚଳିବ ତାହା ଝିଅ ଟି କାନ୍ଦଣା ବୋଲି ଜଣାଇଥାଏ ।

ବାହୁନିବା ପ୍ରସଙ୍ଗ ରେ ଝିଅ ମାନେ ପୌରାଣିକ ଆଖ୍ୟାୟିକା ମାନ ମଧ୍ୟ ବୋଲି ଥାନ୍ତି । ପରିବାର ର ବୟୋଜ୍ୟୋଷ୍ଠା ନାରୀ ମାନେ ଝିଅ ମାନ ଙ୍କୁ ଏହି ବାହୁନା ଶିଖାଇଥାନ୍ତି । ଏକବିଂଶ ଶତାବ୍ଦୀ ବେଳକୁ ଏହି ପରମ୍ପରା ଧୀରେ ଧୀରେ ଲୋପ ପାଇବା ଆରମ୍ଭ କରିଥିଲା।

ଝିଅ ର ବିବାହ ର ଶେଷ ମୁହୂର୍ତ୍ତ ଟି ହେଲା ବହୁତ୍ ଦୁଃଖ ର ବିଷୟ ଅଟେ । ଏହି ବିଧିଟି ରେ କନ୍ୟା ତାଙ୍କ ବାପ ଘରେ କୁ ଛାଡ଼ି ଶଶୁର ଘର କୁ ଯାଇଥାଏ ଏହି ବିବାହ ସାରିଲା ପାରେ ଏହି ବିଧି ଟି ହୋଇଥାଏ । ଝିଅ ମାନେ ସବୁଦିନ ପାଇଁ ଗୋଟିଏ ଘର ଛାଡ଼ି କି ଅନ୍ୟ ଘର କୁ ଯାଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.