ଦେଖନ୍ତୁ Exclusive ଭିଡିଓ ! ବାହାଘର ପୂର୍ବରୁ ହିରୋଇନ୍ ରିୟାଙ୍କ ରୋମାଣ୍ଟିକ୍ ଡେଟ୍
ଆପଣ ମାନେ ଜାଣିଥିବେ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡ଼ିଓ ମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଥାଏ । ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଅଲିଉଡ ଜଗତର ଚୁଳ ବୁଲି ନାୟିକା ଭାବରେ ଘରେ ଘରେ ପ୍ରତେକ ଓଡ଼ିଆ ଙ୍କ ମନରେ ଘର କରିଥିବା ସେହି ସୁନ୍ଦରୀ ଅଭିନେତ୍ରୀ ରିୟା ଙ୍କ ବିଷୟରେ ।
ଆଉ ଯାହା କୁହାଯାଉଛି କି ରିୟା ଙ୍କ ର ନିର୍ବନ୍ଧ ସରି ଯାଇଛି । ତେବେ ବାହାଘର ପୂର୍ବରୁ ରିୟା ତାଙ୍କର ହେବାକୁ ଥିବା ସ୍ୱାମୀ ଙ୍କ ସହିତ ଡେଟ ରେ ଯାଇଛନ୍ତି ।ଆଉ ଏକ ଡିନର ପାର୍ଟି ର ମଧ୍ୟ ପ୍ଲାନିଂ ହୋଇଥିବାର ଦେଖିବାକୁ ମିଳିଛି । ତାହେଲେ ଆଉ କଣ ସବୁ ଦେଖିବାକୁ ମିଳିଛି ଏହି ଭିଡ଼ିଓ ରେ ତାହା ବିଷୟରେ ଆମେ ଆଜି ଆପଣଙ୍କୁ ଜଣେଇବୁ ।
ତେବେ ଯାହା ଜଣା ପଡିଛି କି ସୁନ୍ଦରୀ ନାୟିକା ରିୟା ବର୍ତ୍ତମାନ ପ୍ରେମ ବିବାହ କରିବାକୁ ଯାଉଛନ୍ତି ।ବାଲେଶ୍ୱର ଜିଲ୍ଲା ରେ ରିୟା ଙ୍କର ଘର ତାଙ୍କର ନିର୍ବନ୍ଧ ମଧ୍ୟ ହୋଇ ସାରିଛି । ତେବେ ଯାହା ଜଣା ପିଡ଼ିଛି କି ନାୟିକା ରିୟା ଦେ ବିବାହ କରୁଛନ୍ତି ବିଜନେସମେନ ସୁନୀଲ ଙ୍କୁ ।
ଆଉ ରିୟା ଆଉ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପୂର୍ବରୁ ଥିଲା ଏବେ ତାହା ବିବାହ ରେ ପରିବର୍ତ୍ତନ ହେବାକୁ ଯାଉଛି ।ତେବେ ଏଠାରେ ଦେଖିବାକୁ ମିଳିଛି କି ଅଲିଉଡ ର ସେହି ଚୁଲବୁଲି ନାୟିକା ଙ୍କର ମନରେ ନାୟକ ଆସିବାକୁ ଯାଉଛନ୍ତି ଆଉ ଯେଉଁଥିପାଇଁ ସେ ବହୁତ ଖୁସି ମଧ୍ୟ ଅଛନ୍ତି ।ଆଉ ଯାହା ଦେଖିବାକୁ ମିଳିଥିଲା କି ରିୟା ଙ୍କର ନିର୍ବନ୍ଧ ସରିବା ପରେ ଦୁଇ ଜଣ ମିଶିକି ପାର୍ଟି ମନାଉଛନ୍ତି ବୋଲି । ଆଉ ଏକ ଡିନର ଡେଟ ର ପ୍ଲାନିଙ୍ଗ ମଧ୍ୟ ହୋଇଛି ।
ଆଉ ନିଆରା ଢଙ୍ଗରେ ଦୁଇଜଣ ବେଶ ରୋମାଣ୍ଟିକ ଭାବରେ ନିଜର ରାତିର ପ୍ଳାଣ୍ଣିଙ୍ଗ ମଧ୍ୟ କରିଛନ୍ତି । କେଣ୍ଡେଲ ସାଙ୍ଗକୁ ଉଇଲ ଇଉ ମେରୀ ମୀ ର ପୋଷ୍ଟ ର ମଧ୍ୟ ଲଗାଯାଇଥିବାର ଦେଖିବାକୁ ମିଳିଥିଲା ସେହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ।ଆଉ ଯେଉଁଠି କୁହାଯାଉଛି କି ରିୟା ଙ୍କ ସହିତ ତାଙ୍କର ହେବାକୁ ଯାଉଥିବା ସ୍ୱାମୀ ମଧ୍ୟ ବେଶ ଖୁସି ଅଛନ୍ତି ।
ଆଉ ଦୁଇ ଜଣ ଦୁଇ ଜଣଙ୍କୁ ଜୀବନ ସାଥି ଭାବରେ ସାତ ଜନ୍ମ ପାଇଁକି ବାଛି ନେଇଛନ୍ତି ବୋଲି କୁହାଯାଉଛି । ତେବେ ରିୟା ଙ୍କର ଏହିଭଳି ଭିଡ଼ିଓ ଭାଇରାଲ ହେବା ପରେ ଲୋକଙ୍କ ମନରେ ଆଗ୍ରହ ବଢ଼ି ଯାଇଛି କି କେବେ ରିୟା ହାତରୁ ଦୁଇ ହାତ ହେବେ ଓ ତାଙ୍କର ମନର ମାନସୀଙ୍କୁ ପାଇବେ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।