ଓଃ..କି..ଡ୍ୟାନ୍ସ…ଚର୍ଚ୍ଚା ରେ ଅଭିନେତ୍ରୀ ରିୟା ଙ୍କ ର ହନୀମୁନ ହଟ ଡାନ୍ସ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି ଭିଡ଼ିଓ……
ଅଭିନେତ୍ରୀ ରିୟା ଙ୍କ ବିବାହ ପରେ ପ୍ରଥମ ଦିନ ବାପ ଘର ଭିଡ଼ିଓ ଆସନ୍ତୁ ଜାଣିବା ଏହି ଭିଡ଼ିଓ ଟି ବିଷୟ ରେ।ତେବେ ଆପଣ ମାନେ ଅଭିନେତ୍ରୀ ରିୟା ଦେ ଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି ସେ ୨୦୧୦ ମସିହା ରେ ତାଙ୍କର ଅଭିନୟ ର ଜୀବନ ଆରମ୍ଭ କରିଥିଲେ। ତେବେ ପ୍ରଥମେ ସେ ସାଇଟ ହିରୋଇନ ଭାବରେ କାମ କରୁଥିଲେ ଆଉ ପରେ ସେ ମୁଖ୍ୟ ଅଭିନେତ୍ରୀ ଭାବ ରେ ଅଭିନୟ କରିଛନ୍ତି ।
ତେବେ ତାଙ୍କର ଅଭିନୟ ଖୁବ ଲୋକପ୍ରିୟ ରହିଛି।ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଅଭିନେତ୍ରୀ ରିୟା ଦେ, ବର୍ତ୍ତମାନ ବିବାହ ପରେ ସେ ହନୀମୁନ ରେ ଯାଇଛନ୍ତି ଯାହାର ଭିଡ଼ିଓ ଭାଇରାଲ ହେଉଛି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ଏହି ଭାଇରାଲ ଭିଡ଼ିଓ ରେ ଦେଖା ଯାଇଛି ଯେ, ରିୟା ସ୍ୱାମୀ ସୁନୀଲ ଙ୍କ ସହ ମାଲଦୀପ କୁ ବୁଲିବା ପାଇଁ ଯାଇଛନ୍ତି। ଭିଡ଼ିଓ ରେ ଏକ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ର ଭରପୁର ସମୁଦ୍ର କୁଳ ଦେଖା ଯାଇଛି ଏବଂ ଦେଖା ଯାଇଛି ଯେ ଉଭୟ ଯେଉଁ ରୁମ ରେ ରହିଛନ୍ତି ତାହା ଅତ୍ୟନ୍ତ ସୁନ୍ଦର ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ପ୍ରସ୍ତୁତି ହୋଇଛି ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଅଭିନେତ୍ରୀ ରିୟା ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି। ଯେଉଁ ଥିରେ ଜଣା ପଡ଼ିଛି କି ହନୀମୁନ ପାଇଁ ରିୟା ବିଦେଶ ଯାତ୍ରା କରିଛନ୍ତି।
ବର୍ତ୍ତମାନ ସବୁଠାରୁ ବଡ଼ ଖବର ରହିଛି କି ଓଲିଉଡ ର ଅଭିନେତ୍ରୀ ରିୟା ଦେ ଙ୍କ ର ବିବାହ ଶେଷ ହୋଇ ଯାଇଛି ଆଉ ସେ ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି ଏବଂ ନିଜର ନୂଆ ଜୀବନ ଆରମ୍ଭ କରିବା ପାଇଁ ଯାଉଛନ୍ତି। , ବର୍ତ୍ତମାନ ଭାଇରାଲ ହେଉଛି ରିୟା ଙ୍କର ବିବାହ ର ଭିଡ଼ିଓ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ !
ତେବେ ଉଭୟ ଙ୍କ ର ବିବାହ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି। ତେବେ ଅଭିନେତ୍ରୀ ରିୟା ପ୍ରେମ ବିବାହ କରିଛନ୍ତି ଆଉ ସେ ବର୍ତ୍ତମାନ ଶ୍ରୀ କ୍ଷେତ୍ର ପୁରୀ ର ବୋହୁ ଅଟନ୍ତି।
ତେବେ ଅଭିନେତ୍ରୀ ରିୟା ଆମ ଓଡ଼ିଆ ସିନେମା ଜଗତ ର ଜଣେ ଆଗ ଧାଡି ର ତଥା ଖୁବ ପରିଚିତ ଅଭିନେତ୍ରୀ ଅଟନ୍ତି। ତେବେ ରିୟା ଙ୍କ ର ବିବାହ ରେ ପ୍ରାୟ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିବା ର ଦେଖିବା କୁ ମିଳିଥିଲା।
ବର୍ତ୍ତମାନ ଭାଇରାଲ ହେଉଛି ରିୟା ଙ୍କର ବିବାହ ର ଭିଡ଼ିଓ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଅଭିନେତ୍ରୀ ରିୟା ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି। ଯେଉଁ ଥିରେ ଜଣା ପଡ଼ିଛି କି ହନୀମୁନ ପାଇଁ ରିୟା ବିଦେଶ ଯାତ୍ରା କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।