ଶଳା ମୋ ମୂତ ପିଇଲା Best Scene… ମାତ୍ର ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…
ଆପଣ ମାନେ ଜାଣିଥିବେ କି ଯାତ୍ରା ମହଲ ହେଉଛି ଗୋଟିଏ ଏମିତି ଜାଗା ଯାହା ଦର୍ଶକ ମାନଙ୍କକର ମନକୁ କିଣି ନେଇଥାଏ | ଆଉ ଦର୍ଶକ ମାନଙ୍କର ସାମ୍ନାରେ ଲାଇଭ ଅଭିନୟ କରି ସେମାନଙ୍କର ଜୀବନ୍ତ ଅଭିନୟ ର ଯାଦୁ ରେ ଉପସ୍ଥିତ ଥିବା ସମସ୍ତ ଯାତ୍ରା ପ୍ରେମୀର ଯୁବକ ମାନଙ୍କୁ ମଧ୍ୟ ବେଶ ଆକୃଷ୍ଟ କରେଇଥାଏ ଯାତ୍ରା ପ୍ରତି | ତେବେ ଅନେକ ଯାତ୍ରା ପାର୍ଟି ରହିଛି ଆମ ଓଡିଶା ରେ |
ଆଉ ଯେଉଁ ଥିରେ ସେମାନେ ଯାତ୍ରା ର ମହା ମଞ୍ଚରେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛି | ତେବେ ସେହିଭଳି ଏକ ଯାତ୍ରା ପାର୍ଟି ହେଉଛି ତୁଳସୀ ଗଣନାଟ୍ୟ | ତେବେ ସେହି ଗଣନାଟ୍ୟ ର ଏକ ବହୁତ ସୁନ୍ଦର ଯାତ୍ରା ର ଏକ ପାର୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଯାତ୍ରା ଉପରେ ଟିକିଏ ନଜର ପକାଇବା |
ତେବେ ଭାଇରାଲ ହେଉଥିବା ଏହି ଯାତ୍ରା ଟି ହେଉଛି ତୁଳସୀ ଗଣନାଟ୍ୟ ର |ଆଉ ଯେଉଁଠି ଦେଖିବାକୁ ମିଳିଛି କି ତୁଳସୀ ଗଣନାଟ୍ୟ ର ଏକ ଦମଦାର ଯାତ୍ରା ର ନାଁ ହେଉଛି “ତୋ ସାଥେ ବନ୍ଧା ମୋ ଜୀବନ ଡରି ” | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ଏହି ଯାତ୍ରା ମଞ୍ଚରେ ଏକ ଅଭିନୟ ର ପାର୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କଳାକାର ମାନଙ୍କର ଅଭିନୟ ର ଯାଦୁ ରେ ଝୁମିଯାଇଛନ୍ତି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ |
ଆଉ ଯାତ୍ରା ରେ ମୁଖ୍ୟ ଭୂମିକା ରେ ଥୁବା ପିୟୁଷ ତାଙ୍କର ଅଭିନୟ ର କମାଲ ରେ ଦର୍ଶକ ମାନଙ୍କର ମନ କୁ ମଧ୍ୟ କିଣି ନେଇଛନ୍ତି | ଆଉ “ତୋ ସାଥେ ବନ୍ଧା ମୋ ଜୀବନ ଡରି ” ଯାତ୍ରା ରେ ଗୀତ ଠାରୁ ଆରମ୍ଭ କରିକି ନାଚ ଓ ଅଭିନୟ ସହିତ କମେଡି ର ଝଲକ ମଧ୍ୟ ଦେଖିବାକୁ ମିଳୁଛି | ଆଉ ଯାହାକୁ ଦେଖିବା ପରେ ସମସ୍ତଙ୍କର ମନ ଖୁସି ରେ ଗୀତ ଠାରୁ ଆରମ୍ଭ କରିକି ନାଚ ଓ ଅଭିନୟ ସହିତ କମେଡି ର ଝଲକ ମଧ୍ୟ ଦେଖିବାକୁ ଭରି ଯାଇଛି ବୋଲି କୁହାଯାଉଛି | ଆଉ ଯାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଛୁଇଁଛି ବୋଲି କୁହାଯାଇଛି |
ଆମେ ଜାଣିଛି କି ଯାତ୍ରା ରେ ଅଭିନୟ କରୁଥିବା କଳାକାର ମାନଙ୍କ ପାଖରେ ଏକ ନିଆରା ପ୍ରତିଭା ରହିଛି, ଆଉ ଯେଉଁଥିପାଇଁ ସେମାନେ ଦର୍ଶକ ମାନଙ୍କର ମନରେ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଥାନ୍ତି ବୋଲି କୁହାଯାଉଛି | ତେବେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ରେ ମଧ୍ୟ ସେମିତି କଳାକାର ମାନଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଛି | ଆଉ ଯାହା ବର୍ତ୍ତମାନ ଉପସ୍ଥିତ ସମସ୍ତ ଦର୍ଶକ ମାନଙ୍କର ମନକୁ ମଧ୍ୟ ଛୁଇଁଛି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |