Beauty Tips – ଗାଧୋଇବା ସମୟରେ ଏହାକୁ ଥରେ ମାତ୍ର ଲଗାନ୍ତୁ ଚେହେରା ଏତେ ଗୋରା ହୋଇଯିବ ଯେ ଆପଣ ବି ଚମକି ପଡିବେ… LIFESTYLE
ଶୋଇବା ପୂର୍ବରୁ ମହୁରେ ମିଶାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ଆପଣଙ୍କ ଫେସ୍ ଏତେ ସୁନ୍ଦର ହୋଇଯିଆଜିର ଦିନରେ ସମସ୍ତେ ନିଜ ନିଜର ସୁନ୍ଦର ଦେଖାଯିବାକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି , ଏଥିପାଇଁ ସେମାନେ ମାର୍କେଟରୁ ମିଳୁଥିବା ବିଭିନ୍ନ ପ୍ରକାର ଫେସ୍ ପ୍ରଡକ୍ଟ ୟୁଜ କରିଥାନ୍ତି ।
କିନ୍ତୁ ତାହା କିଛି ଦିନ ପରେ ଆମ ସ୍କିନକୁ ଖରାପ କରିଦେଇଥାଏ । ଫେସରେ ବିଭିନ୍ନ ପ୍ରକାର ପିମ୍ପୁଲ , ଡାର୍କସର୍କଲ ଭଳି ସମସ୍ୟା ଦେଖାଯାଏ । ତେଣୁ ଆପଣ ମାନେ ପ୍ରାକୃତିକ ଉପାୟରେ ଆପଣଙ୍କ ସ୍କିନକୁ ସୁନ୍ଦର ରଖିପାରିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ମହୁ ସହିତ ଏମିତି କିଛି ଜିନିଷ ମିଶେଇ ତାର ବ୍ୟବବହାର ବିଷୟରେ ଜଣେଇବୁ ଯାହା ଆପଣଙ୍କ ଫେସକୁ କୁ ଗ୍ଲୋ କରିବା ସହ ହୀରା ଭଳି ଚମକ ଆଣିଦେବ ।
ଆତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିଲେ କି ତ୍ୱଚା କୁ ନେଇକି ଆମେ ବହୁତ ଯତ୍ନ ବାନ ଥାଆନ୍ତି | ଆଉ ମୁହଁରେ ଦାଗ ଆଉ ବ୍ରଣ ଭଳି ସମସ୍ୟା ଯେମିତି ନ ଦେଖା ଯିବ ସେଥିପାଇଁ ବହୁତ ପ୍ରକାରର ଉପାୟ ମଧ୍ୟ ସମସ୍ତେ ଆପଣାଇ ଥାଆନ୍ତି | ତେବେ ମୁହଁ ସହିତ ଆପଣଙ୍କର ସ୍କିନ ରେ ମଧ୍ୟ ଯଦି କୋଳାପଣ ଦେଖାଯାଏ ତାହେଲେ ଆମେ ଚିନ୍ତିତ ଥାଉ |
ଆଉ ଆମ ସ୍କିନ ରେ ଦାଗ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାରର କୋସମେଟିକ୍ସ ମଧ୍ୟ ବ୍ୟବହାର କରିଥାଉ | ଆଉ ଯାହା ଆମ ତ୍ୱଚା ପାଇଁ କେତେବେଳେ ଭଲ ତ ଆଉ କେତେବେଳେ ଖରାପ ହୋଇଥାଏ |ତେବେ ଆଜି ମୁଁ ଆପଣ ମାନଙ୍କୁ କେତେକ ସହଜ ଆଉ ଘରେଇ ଉପାଚାର ବିଷୟରର ବତେଇବା ପାଇଁ ଯାଉଛି, ଯାହାକୁ ବ୍ୟବହାର କରିକି ଆମେ ତ୍ୱଚା ଜନିତ ସମସ୍ୟା ରୁ ସବୁ ଦିନ ପାଇଁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଜାଣିବା ସହଜ ଘରେଇ ଉପଚାର2 ଟି ବିଷୟରେ ଜାଣିବା |ଆବଶ୍ୟକୀୟ ଉପକରଣ :-
ଆଳୁ, ଲେମ୍ବୁ, ହଦଳୀ, କଫି ପାଉଡର,ପାଉଡର ଏକ୍ଟିଭେଟର
ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିଲେ କି ତ୍ୱଚା କୁ ନେଇକି ଆମେ ବହୁତ ଯତ୍ନ ବାନ ଥାଆନ୍ତି |
2- ଦ୍ଵିତୀୟ ଉପଚାର ପାଇଁକି ଆମକୁ ପ୍ରଥମେ ଗୋଟେ ଲେମ୍ବୁ ନେଇକି ତାହାର ସମ୍ପୂର୍ଣ୍ଣ ଭାବରେ ରସ କାଢି ନେବା ପାଇଁ ପଡିବ | ତାହା ପରେ ଆମେ ସେଥିରେ କଫି ପାଉଣ୍ଡର କୁ ମିଶାଇବା | ତାହା ପରେ ଆମେ ସେଥିରେ ଗୋଟିଏ ପାଉଣ୍ଡର ଏକ୍ଟି ଭେଟର କୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବା |ବ୍ୟବହାର :-
ପ୍ରସ୍ତୁତ କରିଥିବା ଏହି ଉପଚାର କୁ ଆମେ ମାନେ ପ୍ରଥମେ ଲେମ୍ବୁ ର ଚୋପା ସାହାଯ୍ୟରେ ପେଷ୍ଟ ଗୁଡିକୁ ନେଇକି କଳା ପଡିଯାଇଥିବା ସ୍ଥାନରେ ଭଲ ଭାବରେ ଲଗାଇବା | ଆଉ କିଛି ସମୟ ତାହାକୁ ଶୁଖିବା ପରେ ଧୋଇଦେବା | ତାହା ପରେ ଆମେ ଆମର ତ୍ୱଚା ରେ ଗ୍ଲୋ ଦେଖି ପାରିବା |
ପ୍ରସ୍ତୁତି ପ୍ରଣାଳୀ :
1- ତେବେ ପ୍ରଥମେ ଆମେ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଆଳୁର | ତେବେ ପ୍ରଥମେ ଆମେ ଆଳୁ ନେଇକି ତାହାର ଚୋପା ଛୋଡ଼ାଇ ଦେବା | ତାହା ପରେ ସେହି ଆଳୁକୁ ପେଷ୍ଟ ବିନେଇକି ସେଥିରୁ ରସ ବାହାର କରିନେବା |
ତାହା ପରେ ସେହି ରସ ରେ ଆମେ ମିଶାଇବା ଲେମ୍ବୁ ର ରସ ଗୋଟିଏ ହାଫ ଲେମ୍ବୁ ର ରସ କୁ ମିଶାଇବା ପରେ ସେଥିରେ ଆମେ ମିଶାଇବା ହାଫ ଚାମଚ ହଳଦୀ ଗୁଣ୍ଡ | ତାହା ପରେ ସବୁ କୁ ମିସେଇକି ଏକା ମିଶ୍ରଣ ପ୍ରସ୍ତୁତ କରିବା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !