ବଜ୍ର ହନୁମାନଙ୍କର ଏହି ମନ୍ତ୍ର ଆଜି ରାତିରେ ୩ ଥର କହିଦିଅନ୍ତୁ ଓ ତାପରେ ଦେଖନ୍ତୁ ଚମତ୍କାର || sadhu bani
ତେବେ ଆମ ସମାଜ ରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଖୁବ ପୂଜା ଅର୍ଚନା କରିବା ରେ ଶାନ୍ତି ପାଇ ଥାଆନ୍ତି ଅର୍ଥାତ ପୂଜା ଦ୍ୱାରା ସେମାନଙ୍କୁ ଏକ ଅଦ୍ଭୁତ ଖୁସି ପ୍ରଦାନ ହୋଇ ଥାଏ | ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କ ମନରେ ନିଜର ପୂଜ୍ୟ ଭଗବାନ ମଧ୍ୟ ରହି ଥାଆନ୍ତି ଆଉ ସେମାନେ ତାଙ୍କ ବାର ରେ ପ୍ରତି ଦିନ ମନ୍ଦିର ମଧ୍ୟ ଯାଇ ଥାଆନ୍ତି ଏବଂ ନିଜର ମନସ୍କାମନା ପୂରଣ ପାଇଁ କହି ଥାଆନ୍ତି |
ତେବେ ଏହା ସତ ଯେ ସମସ୍ତ ବ୍ୟକ୍ତି ଙ୍କ ଜୀବନ ରେ କିଛି ନା କିଛି ସମସ୍ୟା ଲାଗି ରହି ଥାଏ ଦୁଃଖ କଷ୍ଟ ଆଦି ଥାଏ, କିନ୍ତୁ ସେହି ବ୍ୟକ୍ତି ଯଦି ଭକ୍ତି ସହକାର ରେ ନିଜର ଆରାଧ୍ୟ୍ୟ ଦେବତା ଙ୍କୁ ପୂଜା କରିବ ତେବେ ନିହାତି ଭାବରେ ଭଗବାନ ତାର ଦୁଃଖ କଷ୍ଟ ଆଦି ଦୂର କରି ଦେବେ |
ତେବେ ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଭଗବାନ ହନୁମାନ ଜି ହେଉଛନ୍ତି ଆମ ଜଗତ ର ଜୀବନ୍ତ ଦେବତା ଅଟନ୍ତି ଯାହାଙ୍କୁ ସଙ୍କଟ ମୋଚନ ବୋଲି ମଧ୍ୟ କୁହାଯାଏ | ଆଉ ଭଗବାନ ହନୁମାନ ଜି ଙ୍କର କୃପା ଯଦି ବ୍ୟକ୍ତି ଉପରେ ପଡ଼ିବ ତେବେ ତାର ସବୁ ଦୁଃଖ କଷ୍ଟ ଆଦି ଦୂର ହୋଇ ଯିବ ଏବଂ ଜୀବନ ଖୁସି ଉଲ୍ଲାସ ରେ ଭରି ଯିବ | ତେବେ ମହାବୀର ହନୁମାନ ଙ୍କୁ ପ୍ରସନ୍ନ କରାଇବା ପାଇଁ ହେଲେ କିଛି କାର୍ଯ୍ୟ ମଧ୍ୟ ରହିଛି ଯାହାକୁ ନିଷ୍ଠା ର ସହ କଲେ ଆମ ଜୀବନର ସବୁ ସମସ୍ୟା ଦୂର ହୋଇଯିବ | ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |
ହିନ୍ଦୁ ଶାସ୍ତ୍ର ଅନୁଯାଇ କୁହାଯାଇଛି ଯେ ହନୁମାନ ଜି ଙ୍କର ମଙ୍ଗଳବାର ଓ ଶନିବାର ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇ ଥାଏ ଏହି ଦିନରେ ହନୁମାନ ଜି ଙ୍କର ମନ୍ଦିର କୁ ଗଲେ ମଧ୍ୟ ବହୁତ ଶୁଭଫଳ ପ୍ରାପ୍ତି ହୋଇ ଥାଏ | ଶନିବାର ର ଯଦି ଆପଣ ହନୁମାନ ଜି ଙ୍କର ମନ୍ଦିର କୁ ଯିବେ ତେବେ ଏଥିରେ ଶନିଦେବ ମଧ୍ୟ ଖୁବ ପ୍ରସନ୍ନ ହୋଇ ଥାଆନ୍ତି ଆଉ ଏହା ଦ୍ୱାରା ଧନ ଜନିତ ସମସ୍ୟା ମାନ ସବୁ ଦୂର ହୋଇ ଯାଇଥାଏ | ତେବେ ହନୁମାନ ଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ଆପଣ ପ୍ରଥମେ ସକାଳେ ଗାଧୋଇ ସାରିଲେ ହନୁମାନ ଚାଳିଶା ପାଠ କରନ୍ତୁ |
ତାହା ସହିତ ରାଶି ତେଲ ରେ ଦୀପ ଟିଏ ମଧ୍ୟ ଜଳାନ୍ତୁ, ଏହା ପରେ ହନୁମାନ ଙ୍କର ଗୋଟିଏ ମନ୍ତ୍ର ରହୁଛି ତାହା ହେଉଛି,”ଜୟ ଶ୍ରୀ ରାମ “ଜୟ ସିୟାପତି ରାମ ” | ତେବେ ଏହି ମନ୍ତ୍ର କୁ 108 ଥର ଜପ କରନ୍ତୁ ଦେଖିବେ ଆପଣ ଙ୍କ ଜୀବନରେ ଚମତ୍କାର ଉପରେ ଚମତ୍କାର ହେବ | ନିହାତି ଭାବରେ ଏହିଭଳି କରନ୍ତୁ ଦେଖିବେ ଆପଣ ଙ୍କର ସବୁ ଦୁଃଖ କଷ୍ଟ ଆଦି ହନୁମାନ ଜି ହରଣ କରି ନେବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।