ପ୍ରଥମ ଥର ହିନ୍ଦୀ ଗୀତ ଗାଇଲେ ଅଭିନେତା ବାବୁସାନ !ମାତ୍ର 4 ଘଣ୍ଟାରେ 201k ରୁ ଅଧିକ ଲୋକ ଦେଖି ସାରିଲେଣି…
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ଦେଖୁଥିବେ | ତେବେ ଯେତେବେଳେ ଗୀତ ଆଉ ନାଚ ର କଥା ଉଠେ ସେତେବେଳେ ଆପଣଙ୍କର ମନ ବହୁତ ଖୁସି ହୋଇ ଯାଇଥାଏ | ଆଉ ଆପଣ ମାନେ ତାହାକୁ ଦେଖିବା ପାଇଁ ଅଧିକ ରୁ ଅଧିକ ଆଗ୍ରହୀ ମଧ୍ୟ ହୋଇଥାନ୍ତି ବୋଲି କୁହାଯାଏ | ତେବେ ସଂଗୀତ ହେଉଛି ଗୋଟିଏ ଏଭଳି ଜିନିଷ ଯାହା ମନ ରେ ଶାନ୍ତି ଭାବକୁ ଆଣି ନେଇଥାଏ ସବୁବେଳେ | ଆଉ ଯାହାକୁ ଶୁଣିଲେ ମନ ଖୁସି ହୋଇ ଯାଇଥାଏ | ତେବେ ବର୍ତ୍ତମାନ ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଏକ ଷ୍ଟେଜ ପ୍ରଗ୍ରାମ ଚାଲୁଥିବାର ଏକ ମନୋହର ଦୃଶ୍ୟ ଦେଖିବାକୁ ମିଳିଛି ଏହି ଭିଡିଓ ଟିରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା |
ସଂଗୀତ ଗୋଟିଏ ଏଭଳି ଜିନିଷ ଯାହା ମନରେ ଶାନ୍ତି ଆଣି ଦେଇଥାଏ |. ଆପଣ ମାନେ ଯେତେ ଦୁଃଖ ରେ ରାଗିଲେ ମଧ୍ୟ ଯଦି ସଂଗୀତ କୁ କିଛି
ସମୟ ମନ ଦେଇକି ଶୁଣି ନେବେ ତାହେଲେ ସେ ସବୁ ସମସ୍ୟା ମଧ୍ୟ ଆପଣଙ୍କର ଦୂର ହୋଇଯିବ ବୋଲି ମଧ୍ୟ କୁହାଯାଉଛି |. ତେବେ ଏଠାରେ ମଞ୍ଚ ଉପରେ ସଂଗୀତ ର ଯାଦୁ ରେ ମତୁଆଲା କରିଛନ୍ତି ସିଙ୍ଗର ଟି. ଶୌରିଆ | ଆଉ ଯେଉଁଠି ନିଜର ଦମଦାର ପୋରଫୋମେନ୍ସ ଦେଇ ସମସ୍ତଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ସେହି ସଂଗୀତ କାର ଜଣଙ୍କ |
. ଆଉ ଏଠାରେ ଦେଖିବାକୁ ମିଳିଛି କି ହିନ୍ଦୀଗୀତରେ ବେଶ ସୁନ୍ଦର ଭାବରେ ନିଜର ପୋରଫୋମେନ୍ସ ଦେଇଛନ୍ତି ଷ୍ଟେଜ ଉପରେ ଟି. ଶୌରିଆ | ଆଉସମସ୍ତଙ୍କ ମନକୁ ଛୁଇଁଲା ଭଳି ଏହି ଗୀତ ଟି ହୋଇଛି ବୋଲି କୁହାଯାଉଛି | ଆଉ ଉପସ୍ଥିତ ଦର୍ଶକ ମାନେ ମଧ୍ୟ ତାଙ୍କର ଏହିଭଳି ଗୀତ ର ତଳେ ତଳେ ମଜି ଯାଇଛନ୍ତି | ଆଉ ତାଙ୍କର ସ୍ୱର ପାଇଁ ପ୍ରସଂଶା କରିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ସଂଗୀତ ଗୋଟିଏ ଏଭଳି ଜିନିଷ ଯାହା ମନରେ ଶାନ୍ତି ଆଣି ଦେଇଥାଏ |. ଆପଣ ମାନେ ଯେତେ ଦୁଃଖ ରେ ରାଗିଲେ ମଧ୍ୟ ଯଦି ସଂଗୀତ କୁ କିଛି ସମୟ ମନ ଦେଇକି ଶୁଣି ନେବେ ତାହେଲେ ସେ ସବୁ ସମସ୍ୟା ମଧ୍ୟ ଆପଣଙ୍କର ଦୂର ହୋଇଯିବ ବୋଲି ମଧ୍ୟ କୁହାଯାଉଛି |. ତେବେ ଏଠାରେ ମଞ୍ଚ ଉପରେ ସଂଗୀତ ର ଯାଦୁ ରେ ମତୁଆଲା କରିଛନ୍ତି ସିଙ୍ଗର ଟି. ଶୌରିଆ | ଆଉ ଯେଉଁଠି ନିଜର ଦମଦାର ପୋରଫୋମେନ୍ସ ଦେଇ ସମସ୍ତଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ସେହି ସଂଗୀତ କାର ଜଣଙ୍କ |
ଆଉ ଏଠାରେ ଦେଖିବାକୁ ମିଳିଛି କି ହିନ୍ଦୀଗୀତରେ ବେଶ ସୁନ୍ଦର ଭାବରେ ନିଜର ପୋରଫୋମେନ୍ସ ଦେଇଛନ୍ତି ଷ୍ଟେଜ ଉପରେ ଟି. ଶୌରିଆ | ଆଉସମସ୍ତଙ୍କ ମନକୁ ଛୁଇଁଲା ଭଳି ଏହି ଗୀତ ଟି ହୋଇଛି ବୋଲି କୁହାଯାଉଛି |