ଭାଇରାଲ ଖବର ସୁପ୍ରିମକୋର୍ଟ ଙ୍କ ବଡ଼ରାୟ । ପୈତୃକ ସଂପତ୍ତି ରୁ ଭାଗ ନେଇପାରିବେ ନାହିଁ ଝିଅ । ଏଥିରେ ଆପଣଙ୍କ ମତା ମତ କଣ,ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0 737

ଆସିଲା ସୁପ୍ରିମକୋର୍ଟ ଙ୍କ ବଡ଼ ରାୟ। ଆଉ ପୈତୃକ ସମ୍ପତ୍ତି ରୁ ଭାଗ ନେଇ ପାରିବେ ନାହିଁ ଝିଅ। ଆଗରୁ ସୁପ୍ରିମ କୋର୍ଟ ରାୟ ଦେଇଥିଲେ କି ପୈତୃକ ସମ୍ପତ୍ତି ଉପରେ ଉଭୟ ପୁଅ ଝିଅ ର ସମାନ ଅଧିକାର ରହିଛି। କିନ୍ତୁ ଏବେ କେବଳ ପୁଅର ଭାଗ ରହିଛି ପୈତୃକ ସମ୍ପତ୍ତି ଉପରେ। ତେବେ ବାପା ମା ଙ୍କୁ ନିର୍ଯ୍ୟାତନା ଦେଉଥିବା ଲୋକମାନେ ହୋଇ ଯାଆନ୍ତୁ ସାବଧାନ। କାରଣ ସୁପ୍ରିମକୋର୍ଟ ଙ୍କ ରାୟ ଅନୁସାରେ ମିଳିପାରେ ଆପଣଙ୍କୁ ଦଣ୍ଡ।

ତେବେ ଜାଣିବା ସୁପ୍ରିମକୋର୍ଟ ଦେଇଥିବା ରାୟ ବିଷୟରେ। ତେବେ ଅସହାୟ ବୃଦ୍ଧା ବାପା ମା ଙ୍କୁ ସୁରକ୍ଷା ଦେବା ପାଇଁ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ବଡ଼ ଘୋଷଣା କରିଛନ୍ତି। ତେବେ ଆଜିକାଲି ସମୟରେ ଲୋକମାନେ ସବୁ କଥା ଜାଣି କିଛି ସନ୍ତାନ ମାନେ ତାଙ୍କ ବାପା ମା ଙ୍କୁ ଆଡ଼ ଆଖିରେ ଚାହାନ୍ତି ନାହିଁ।


ତେବେ ଏହିସବୁ ପରିସ୍ଥିତି କୁ ଦେଖି ପିଲା ମାନଙ୍କୁ ବାଟକୁ ଆଣିବା ପାଇଁ ଅସହାୟ ବୃଦ୍ଧା ବାପା ମା ଙ୍କୁ ସୁରକ୍ଷା ଦେବା ପାଇଁ ଆମ ଦେଶର ଆଇନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର ବରିଷ୍ଠ ନାଗରିକ ମାନଙ୍କୁ ଦିଆଯାଇଛି। ଯେଉଁଥିରେ ଯଦି କୌଣସି ସନ୍ତାନ ନିଜର ବାପା ମାଙ୍କୁ ଅଣଦେଖା କରେ ତେବେ ସେ ପୈତୃକ ସଂପତ୍ତିରୁ ବଞ୍ଚିତ ହେବା ସହିତ ବାପା ମା ଚାହିଁଲେ ତାଙ୍କୁ ଘରୁ ମଧ୍ୟ ବେଦଖଲ କରିପାରିବେ ।

ଯଦି କୌଣସି ସନ୍ତାନ ନିଜର ବାପା ମାଙ୍କୁ ଦୁଃବ୍ୟବହାର କରନ୍ତି କିମ୍ବା ଖାଇବା ପିଇବାରେ ଅବହେଳା କରନ୍ତି , ବାପା ମାଙ୍କ ସହ ଚାକର ଭଲି ବ୍ୟବହାର କରନ୍ତି , ତେବେ ବାପା ମା ଚାହିଁଲେ ଏପରି ପୁଅ , ଝିଅ , ଜ୍ୱାଇଁ କିମ୍ବା ନାତି ନାତୁଣୀକୁ ନିଜ ଘରୁ ବାହାର କରିପାରିବେ । ଏପରିକି ସଂପତ୍ତିରୁ ମଧ୍ୟ ଏମାନଙ୍କୁ ବେଦଖଲ କରିପାରିବେ ।

ସେହିପରି ଯଦି ପିଲା ମାନଙ୍କ ନାମରେ ପୂର୍ବରୁ ସଂପତ୍ତି କରି ଦେଇଛନ୍ତି ତେବେ ସେହି ସଂପତ୍ତିକୁ ଫେରାଇ ମଧ୍ୟ ଆଣିପାରିବେ । ତେବେ ଏହା କେବଳ ସେମାନଙ୍କର ଅର୍ଜିତ ଏବଂ ପୈତୃକ ସଂପତ୍ତି ଉପରେ ଲାଗୁ ହେଉ ନାହିଁ ବରଂ ବାପା ମାଙ୍କ ନାମରେ ଥିବା ଅନ୍ୟାନ୍ୟ ସଂପତ୍ତି ଉପରେ ମଧ୍ୟ ଲାଗୁ ହେଉଛି ।ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ ପ୍ରଥମ ପତ୍ନୀ ବଞ୍ଚି ଥାଉ ଥାଉ ଯଦି ସ୍ୱାମୀ ଦ୍ନିତୀୟ ବିବାହ କରେ ତେବେ ଏହା ଦଣ୍ଡନୀୟ ଅପରାଧ ଅଟେ । ମାତ୍ର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଯଦି ସ୍ୱାମୀ ଦ୍ୱିତୀୟ ବିବାହ କରେ ତେବେ ତାହା ଗ୍ରହଣ ଯୋଗ୍ୟ ଅଟେ ।

ଏହା ସହିତ ଦ୍ୱିତୀୟ ପତ୍ନୀର ଔରସରୁ ଜାତ ସନ୍ତାନ ମଧ୍ୟ ସଂପତ୍ତିର ହକଦାର ହେବେ । ଯଦି ପରିବାରରେ 4 ଭାଇଥାନ୍ତି ଏବଂ ଏମାନଙ୍କ ମଧ୍ୟରୁ ଜଣେ କେହି ବାପା ମାଙ୍କୁ ଫସାଇ ସେମାନଙ୍କର ଜାଲ ଦସ୍ତଖତ କରି ସଂପତ୍ତି ବାଡି ସମସ୍ତ ନିଜ ନାମରେ କରିଦିଅନ୍ତି ତେବେ ବାକି ଭାଇ ମାନେ ଚାହିଁଲେ ଏ ବାବଦରେ କୋର୍ଟରେ କେସ କରିପାରିବେ ।

ସେହିଭଳି ଯଦି ବାପା ମା ବଞ୍ଚିଥିବା ସମୟରେ ସେ ତାଙ୍କର ଅର୍ଜିତ ସଂପତ୍ତି ଯଦି ଅନ୍ୟ କାହାକୁ ଦାନ କରିଦିଅନ୍ତି ତେବେ ଏଭଳି ପରିସ୍ଥିତିରେ ସନ୍ତାନ ମାନେ ଏ କ୍ଷେତ୍ରରେ କୌଣସି ଅଧିକାର ଜତେଇ ପାରିବେ ନାହିଁ । ଏପରିକି ତାଙ୍କର ମୃତ୍ୟୁ ପରେ ମଧ୍ୟ ସେମାନେ ସେହି ସଂପତ୍ତି ଉପରେ ନିଜର ଅଧିକାର ଜତେଇ ପାରିବେ ନାହି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.