ରୂପା Pin2 ଖୁସି – ସୁଦଶା ବ୍ରତରେ କାହିଁକି କାନ୍ଦିଲେ ରୂପା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ଆପଣ ମାନେ ଓଡ଼ିଶାର ଲୋକପ୍ରିୟ ଯୋଡ଼ି ରୂପା ଓ ପିଣ୍ଟୁ କୁ ତ ନିଶ୍ଚୟ ଭାବରେ ଜାଣିଥିବେ। ସୋସିଆଲ ମିଡିଆରେ ଦୁହେଁ ଅତି ପରିଚିତ ଚେହେରା। ପ୍ରଥମେ ଏହି ସ୍ବାମୀ ସ୍ତ୍ରୀ ଟିକଟକ୍ ଆପ ଜରିଆରେ ଭିଡିଓ କରିବା ଆରମ୍ଭ କରିଥିଲେ।
ଧିରେ ଧିରେ ତାଙ୍କର ଭିଡିଓ ସବୁ ଲୋକ ମାନଙ୍କୁ ଭଲ ଲାଗିଲା। ଏହିଭଳି ଭାବରେ ଦୁହେଁ ଓଡ଼ିଶାରେ ଲୋକପ୍ରିୟ ହେବାକୁ ଲାଗିଲେ। ପରବର୍ତ୍ତୀ ସମୟରେ ଦୁହେଁ ମିଶି ଏକ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲିଥିଲେ। ଯାହାର ନାଆଁ ହେଉଛି ରୂପା ,ପିଣ୍ଟୁ ଓ ଖୁସି ଏକ୍ସପ୍ରେସ।
ତେବେ ଏହି ଚ୍ୟାନେଲରେ ଦୁହେଁ ନିଜର ଦୈନନ୍ଦିନ ଜୀବନର କାର୍ଯ୍ୟ ସବୁ ରେକର୍ଡ କରି ପୋଷ୍ଟ କରିଲେ। ଓଡ଼ିଶାର ଲୋକମାନେ ମଧ୍ୟ ଏହାକୁ ଦେଖିବାକୁ ଭଲ ପାଇଲେ। ଏହିଭଳି ଭାବରେ ଧୀରେ ଧୀରେ ଦୁହିଁଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା। ଏବେ ଏହି ଯୋଡ଼ି ୟୁ ଟ୍ୟୁବ୍ ମାଧ୍ୟମରେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ତେବେ ଦୁହିଁଙ୍କ ଲୋକପ୍ରିୟତା ଦେଖି ଦୁହିଁଙ୍କୁ ଏକାଠି ଆଲବମ୍ କରିବାର ସୁଯୋଗ ଦିଆଗଲା। ଦୁହେଁ ଏକାଠି ଅନେକ ଓଡ଼ିଆ ଆଲବମ୍ ରେ ନଜର ଆସିଛନ୍ତି। ଆଉ ସେହି ସବୁ ଆଲବମ୍ ଗୁଡିକ ସୁପରହିଟ ମଧ୍ୟ ହୋଇଛି।
ତେବେ ବର୍ତ୍ତମାନ ରୂପା ଓ ପିଣ୍ଟୁ ଙ୍କୁ ନେଇ ଏକ ଭିଡ଼ିଓ ସାମ୍ନା କୁ ଆସି ଅଛି ।
ଯେଉଁ ଥୀରେ କୁ ରୂପା ସୁଦଶା ବ୍ରତ ପାଳନ କରୁଛନ୍ତି ଓ କଣ କଣ କରୁଛନ୍ତି ସେହି ସବୁ ଦେଖିବାକୁ ପାଇବେ ଏହି ଭିଡ଼ିଓ ଟି ରେ ଆଉ ଆପଣ ମାନେ ଡେରି ନକରି ଜଲଦି ଭିଡ଼ିଓ ଟି କୁ ଦେଖନ୍ତୁ ।
ଭିଡ଼ିଓ ଟି ରେ ଦେଖିବାକୁ ମିଳିଛି ଯେ ପିଣ୍ଟୁ ରାତିରେ ରାଜା ରାଣୀ ଙ୍କ ପରି ଆଉ ଦୁଇ ଚଢ଼େଇ କୁ ଘରଙ୍କୁ ଆଣିଛନ୍ତି ।ତାପରେ ସେ ସକାଳେ ଉଠି ଗାଧୋଇ ସାରି ଠାକୁର ଙ୍କ ପାଇଁ ବସ୍ତ୍ର ଆଣିଥିଲେ ସେହି ସବୁ ଙ୍କୁ ପିନ୍ଧୁଥିଲେ। ଖୁସି ମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି ।ସେମାନେ ସମସ୍ତେ ଠାକୁର ଙ୍କୁ ଭଲ ଭାବରେ ସଜେଇ ସାରିବା ପରେ ସେପଟେ ରୂପା ସୁଦଶା ବ୍ରତ ପାଇଁ ଠାକୁର ଘର ପୋଛି ଥିଲେ ଓ ବାସନ ମାଞ୍ଜୁ ଥିଲେ।
ତାଙ୍କ ପରେ ରୂପା ପିଠା କରିବାକୁ ଯାଇଥିଲେ ଓ ପିଠା କରିବା ପାଇଁ ନଡିଆ କରୁ ଥିଲେ ସେହିଠାରେ ରୂପା କାନ୍ଦୁ ଥିଲେ କାରଣ ତାଙ୍କୁ ପ୍ରବଳ ଥଣ୍ଡା ଧରିଥିଲା । ସୁଦଶା ବ୍ରତ ରେ ମଣ୍ଡା ପିଠା କରାଯାଇ ଥାଏ । ମା ଲକ୍ଷ୍ମୀ ଙ୍କୁ ପୂଜା କରାଯାଇଥାଏ ।
ମା ଲକ୍ଷ୍ମୀ ଙ୍କୁ ଦଶ ପ୍ରକାର ର ଫଳ ଭୋଗ ଲାଗିଥାଏ । ଓ ଧାନରୁ ଚାଉଳ କଢ଼ା ଯାଇଥାଏ ଦଶ ଟି । ତାପରେ ଶାଶୁ ଓ ବୋହୁ ମିଶିକି ମା ଲକ୍ଷ୍ମୀ ଙ୍କୁ ପୂଜା କରୁଥିଲେ ମା ଲକ୍ଷ୍ମୀ ଙ୍କ ପୂଜାରେ ବିଭିନ୍ନ ପ୍ରକାର ସାମଗ୍ରୀ ଲାଗିଥାଏ। ରୂପା ପୂଜା ପାଇଁ ସବୁ ପ୍ରସ୍ତୁତ କରି ଦେଇଛନ୍ତି । ଏବେ ଶାଶୂ ବୋହୂ ମିଶି ପୂଜା କରୁଛନ୍ତି ଆଉ ସେପଟେ ମା ଲକ୍ଷ୍ମୀଙ୍କ ଗୀତ ରୂପା ଗାଇଛନ୍ତି ଓ ପୂଜା କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।