ଅର୍ଚ୍ଚନା ତୁମେ ସତ କୁହ, କେଉଁଠି ଖୋଲିଛ, କେତେ ନେଇଛ.

0 203

ଶ୍ରଦ୍ଧାଞ୍ଜଳି ତୁମେ ସୁନ୍ଦରୀ ଅର୍ଚନା ସହିତ ମିଶି କୋଉଠି କେତେ ଜାଗାରେ ଖୋଲିଛ ଆଉ କେତେ ଟଙ୍କା ନେଇଛ | ଆଜ୍ଞା ହଁ ଏମିତି କିଛି ପ୍ରଶ୍ନ ଏବେ ସମାଜ ରେ ଖୁବ ଉଙ୍କି ମାରୁଛି | ତୁମେ ଅଭିଯୋଗ କଲ ସତ ତୁମେ ଏହି ଇଡି ଭୟରେ ସାତ ଦିନ ରେ 32 ଜାଗାରେ ଲୁଚିଲ ସତ, ମାତ୍ର ଶ୍ରଦ୍ଧାଞ୍ଜଳି ତୁମେ ଯେତେ ବେଳେ ଇଡି ଅଫିସ ରେ ହାଜର ହେଲ ସେତେ ବେଳେ ଲୋକେ ପଚାରୁଛନ୍ତି ତୁମେ କେତେ ଜାଗାରେ ଖୋଲିଛ ଆଉ କେତେ ଟଙ୍କା ନେଇଛ |

କେତେ ଜାଗାରେ ଠିକଣା ଖୋଲିଛ ଆଉ କେତେ ଜାଗାରୁ ଟଙ୍କା ଲୁଟିଛ, ତମ ଠିକଣା ସବୁ କେଉଁଠି ଏଭଳି କିଛି କଥା ଏବେ ସାମ୍ନା କୁ ଆସୁଛି | ସୁନ୍ଦରୀ ଅର୍ଚନା ର ସତ୍ୟ ବିହାର ସ୍ଥିତ ସୁନ୍ଦର ରାଜ ମହଲ ରେ ତ ରହୁ ଥିଲ କିନ୍ତୁ ଆଉ କେଉଁଠି କେଉଁଠି ତୁମେ ସବୁ ଠିକଣା ଖୋଲି ଥିଲ | କାରଣ ଯେଉଁ ଭିଡ଼ିଓ ତୁମର ଭାଇରାଲ ହୋଇ ଥିଲା ସେ ଭିଡ଼ିଓ ଟା କେଉଁ ଜାଗାର କେଉଁ ଠିକଣା ର କେଉଁଠି ଖୋଲି ଥିଲ ତମେ ସେ ଠିକଣା ଯାହାକୁ ଲୋକେ ଜାଣିବା ପାଇଁ ଚାହୁଁଛନ୍ତି |

 


ଖାଲି ସେଠି ନା ଆଉ କେଉଁଠି, ଶୁଣିବାକୁ ମିଳୁଛି କି ତୁମେ କୁଆଡେ ସୁନ୍ଦରୀ ଅର୍ଚନା ଚଳାଉ ଥିବା ହାଇ ପ୍ରଫାଇଲ ରାକେଟ ର ରାଣୀ ସାଜି ଥିଲ | ଆଉ ତୁମକୁ ନେଇ କୁଆଡେ ସୁନ୍ଦରୀ ଅର୍ଚନା ମାୟା ଜାଲ ବିଛାଉ ଥିଲା | ଯେଉଁଠି କି ସେ ଯାଉ ନଥିଲା ସେଠି ସେ ତୁମକୁ ପଠାଉ ଥିଲା ଆଉ ତୁମେ କୁଆଡେ ଠିକଣା ଖୋଜୁ ଥିଲ ଆଉ ଠିକଣା ଖୋଜି ଦୋକାନ ଖୋଲି ଟଙ୍କା ଲୁଟୁ ଥିଲ |

 ଏମିତି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି, ଶ୍ରଦ୍ଧାଞ୍ଜଳି ତୁମେ ସୁନ୍ଦରୀ ଅର୍ଚନା ମାୟା ରେ ପଡ଼ି କେତେ ଜାଗାରେ ଠିକଣା ଖୋଲି କେତେ ଟଙ୍କା ପାଇଛ ସୁନ୍ଦରୀ ଅର୍ଚନା ଙ୍କ ଠାରୁ ତାହା ଅବା କୁହ ଅବା ନ କୁହ ଇଡି ଆଗରେ କିନ୍ତୁ ମାନି ଯାଅ |

ତମେ ଯାହା ଜାଣିଛ ସୁନ୍ଦରୀ ଅର୍ଚନା ତା ପ୍ରେମିକା ଖଗା ତା ସ୍ୱାମୀ ଜଗା ବିଷୟରେ ସବୁକିଛି ଇଡି ଆଗରେ କହି ଦିଅ | କାରଣ ତୁମକୁ ନେଇ ସେ ଯେଉଁଠି ଯେଉଁଠି ସବୁ ଠିକଣା ଖୋଲି ଥିଲେ ସେ ଠିକଣା ବି ଇଡି ଆଗରେ ବତାଇ ଦିଅ | ଲୋକେ କହୁଛନ୍ତି ଏମିତି କଲେ ତମର କୁଆଡେ ଧରମ ହେବ | ତେବେ ଏଭଳି ଏକ ଖବର ଏବେ ଚାରି ଆଡେ ଖୁବ ଚର୍ଚ୍ଚା ଧରିଛି ଯାହାକି ଯିଏ ବି ଶୁଣୁଛି ଏବେ ସେ କେବଳ ନିନ୍ଦା ହିଁ କରୁଛି କାରଣ ଏହି ଅର୍ଚନା ମାମଲା କୁ ନେଇ ପ୍ରତିଦିନ ଭିନ୍ନ ଭିନ୍ନ ଖବର ଆସି ପହଞ୍ଚୁଛି |

Leave A Reply

Your email address will not be published.