30 ବର୍ଷ ପରେ ପୁଣିଥରେ ଧର୍ମ କାନ୍ଦୁଚି ମା ଟି – ସଉରୀଙ୍କ କଣ୍ଠରେ…4 ଘଣ୍ଟାରେ 161k ଲୋକ ଦେଖି ସାରିଲେଣି…ଥରେ ଦେଖିଲେ ଶହେ ଥର ଦେଖିବାକୁ ଇଚ୍ଚା ହେବ !

0 579

ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ର ଓଡ଼ିଆ ଇଣ୍ଡଷ୍ଟ୍ରି ଓ ସେତେବେଳ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ୍ ଭିନ୍ନ କାରଣ ବର୍ତ୍ତମାନ୍ ସମୟ ରେ ଓଡ଼ିଆ ଚଳଚ୍ଚିତ୍ର କୁ ଦେଖିବା ପାଇଁ ଦର୍ଶକ ମାନେ ଆସୁ ନ ଥିବା ସମୟ ରେ ଆଉ କେଉଁଠି ଚଳଚ୍ଚିତ୍ର ରିଲିଜ୍ ହେବା କୁ ସିନେମା ହଲ୍ ମିଳୁନାହିଁ । ସେତେବେଳେ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ ହେବା ପରେ ଲୋକ ମାନେ ସିନେମା ହଲ ଗହଳି କରୁଥିଲେ ଟିକେଟ ପାଇଁ ।

କାରଣ ସେତେବେେଳ ଅଭିନେତା ଓ ଅଭିନେତ୍ରୀ ମାନ ଅଭିନୟ ଦର୍ଶକ ମାନ ଙ୍କୁ ବେଶ୍ ପସନ୍ଦ ଆସୁଥିଲା ଓ ଦର୍ଶକ ମାନେ ମଧ୍ୟ ଏହି ଅଭିନୟ ଦେଖି ବେଶ୍ ମନୋରଂଜନ କରାଉ ଥିଲେ । ସେତେବେଳେ ଅଭିନୟ ଯେମିତି ଥିଲା ସମସ୍ତ ଗୀତ ଗୁଡ଼ିକ ମଧ୍ୟ ସେମିତି ଥିଲା । ସେତେବେଳେ ଅନେକ ଲୋକ ପ୍ରିୟ ନିର୍ଦ୍ଦେଶକ ଥିଲେ ଓ ଲୋକ ପ୍ରିୟ ଗାୟକ ମାନେ ଥିଲେ ।

 


ସେତେବେଳ ର ଗୀତ ବର୍ତ୍ତମାନ୍ ସମୟ ରେ ମଧ୍ୟ ସୁପର ହିଟ ରହିଛି । ଆଜି କା ସମୟ ରେ କିଛି ଲୋକ ପ୍ରିୟ କଳାକାର ମାନେ ଥିବା ସମୟ ରେ ଅନେକ ଲୋକ ପ୍ରିୟ କଳାକାର ମାନେ ଏହି ଦୁନିଆ ଛାଡ଼ି ଚାଲିଯାଇଛନ୍ତି ଆର ପାରି କୁ । ଯେତିକି କଳାକାର ଅଛନ୍ତି ସେଥି ମଧ୍ୟ ରୁ କିଛି ଲୋକ ପ୍ରିୟ କଳାକାର ନିଜ କଳା ଜାରି ରଖିଥିବା ସମୟ ରେ ଆଉ କିଛି କଳା ଜଗତ ରୁ ଦୂରେଇ ରହିଛନ୍ତି ଓ ଆଜି ବି ମଧ୍ୟ ଦର୍ଶକ ମାନେ ଅପେକ୍ଷା କରି ରହିଛନ୍ତି ।

ଆଜି ଆମେ ଏମିତି ଜଣେ ଗାୟକ ଙ୍କ ବିଷୟ ରେ ଜାଣିବା ଯିଏ ଯାହାଙ୍କ ଗୋଟିଏ ଗୀତ ସମସ୍ତ ଙ୍କୁ ପସନ୍ଦ ଆସିଥିଲା ଓ ହିଟ ହୋଇଥିଲା ଓ ବର୍ତ୍ତମାନ ସମୟ ରେ ହିଟ ହୋଇ ରହିଛି ଓ ଆଗକୁ ମଧ୍ୟ ରହିବ । ଏହି ଗୀତ ଟି ହେଉଛି ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ , ଏହି ଗୀତ ଟି ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଯାହାକୁ ସେ ସମୟରେ ପ୍ରସିଦ୍ଧ ସିଙ୍ଗର T Shourie ଗାଇଥିଲେ ।


ତେବେ ବର୍ତମାନ ସମୟରେ କିନ୍ତୁ ଏହାର ବିପରୀତ ଦୃଶ୍ୟ କିଛି ଦେଖି ବାକୁ ମିଳିଛି ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।ତେବେ ସୂଚନା ଅନୁସାରେ ଏଭଳି ଏକ ଷ୍ଟେଜ ପ୍ରଗ୍ରାମ ଦେଖିବାକୁ ମିଳିଛି ଟିକିରିପୋଡ଼ା ସୋନପୁର ଅଞ୍ଚଳରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି 55 ତମ ଶାରଦୀୟ ଦୁର୍ଗାପୂଜା ଅବସରରେ ଗାଇବାକୁ ଲାଗିଛନ୍ତି ସୁନ୍ଦର ଭାବରେ ଏକ ପୁରୁଣା ଲୋକ ପ୍ରିୟ ଗୀତ ଟିକୁ |

ଆଉ ଯେଉଁଠି “ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ ” ଗୀତ ଟିକୁ ବହୁତ ସୁନ୍ଦର ଭାବରେ ଗାଇ ବେଶ ଲୋକ ପ୍ରିୟତା ହାସଲ କରିବାକୁ ଲାଗିଛନ୍ତି ଅମ୍ରିତା ନାୟକ | ଆଉ ଏହି ଗୀତ ଟିକୁ ଗାଇବା ପରେ ଲୋକ ମାନେ ମଧ୍ୟ ଶୁଣି ସେହି ଗୀତ ର ତଳେ ତଳେ ବେଶ ଝୁମିବାକୁ ମଧ୍ୟ ଲାଗି ପଡିଛନ୍ତି |

ତେବେ ଆପଣ ମାନେ ଅନେକ ସମୟରେ ଅନେକ ପ୍ରକାରର ଆଧୁନିକ ସଂଗୀତ ର ଝଲକ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ଆଉ ଆଧୁନିକ ଗୀତ ର କମାଲ ଦେଖି ସମସ୍ତେ ବେଶ ଖୁସି ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଦେଖିବାକୁ ମିଳିଛି ତାହା ହେଉଛି ଏକ ପୁରୁଣା ଗୀତ ର କମାଲ | ଆଉ ଲୋକ ପ୍ରିୟ ସଂଗୀତ କୁ ଗାଇବା ପରେ ଲୋକ ମାନେ ବହୁତ ଖୁସି ହେବା ସହିତ ସଂଗୀତ କାର ଙ୍କର ଏହି ପୁରୁଣା ଗୀତରେ ସମସ୍ତେ ଝୁମିବାକୁ ଲାଗିଛନ୍ତି |ଆଉ ସଂଗୀତ କାର ଜଣଙ୍କୁ ଉତ୍ସାହିତ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.