ଆଜି 23.” NOVEMBRE ” ମେଷ ରାଶିର ମାସିକ ରାଶିଫଳ – Maa Laxmi କୃପାରୁ ଆଜିଠୁ ବଦଳିବାକୁ ଜାଉଛି ଏହି ସବୁ ରାଶିଙ୍କ ଭାଗ୍ୟ
ହିନ୍ଦୁ ଶାସ୍ତ୍ର ରେ ଗ୍ରହ ଆଉ ନକ୍ଷତ୍ର ମାନଙ୍କର ଗତିବିଧି କୁ ଆଧାର କରିକି ମଣିଷ ଜନ୍ମ ହେଲେ ପ୍ରତେକ ଙ୍କୁ ଗୋଟିଏ ରାଶି ଦିଆଯାଇଥାଏ । ଆଉ ସେହି ରାଶି ଅନୁସାରେ ସେମାନଙ୍କ ର ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର ରେ ମତ ଦିଆଯାଇଛି । ତେବେ ଅନେକ ରାଶି ମାନଙ୍କ ମଧ୍ୟରୁ ଆଜି ଆମେ ଯାହା ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ମେଷ ରାଶି ବିଷୟରେ । ତେବେ ଏହି ମେଷ ରାଶିର ବ୍ୟକ୍ତି ମାନେ କେଉଁ ସ୍ଵଭାଵଭର ହୋଇଥାନ୍ତି, ଆଉ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କଣ କଣ ସବୁ ପରିବର୍ତ୍ତନ ହୋଇଥାଏ ସେମାନଙ୍କର ସ୍ଵଭାଵ ରେ ଦେଖନ୍ତୁ ସେ ବିଷୟରେ ଜାଣନ୍ତୁ ।
ମେଷ ରାଶିର ବ୍ୟକ୍ତି ମାନେ ବହୁତ ଭଲ ଆଉ ଶାନ୍ତ ସରଳ ସ୍ଵଭାଵ ର ହୋଇଥାନ୍ତି । ସେମାନେ ଭଗବାନ ଙ୍କ ଉପରେ ଅଧିକ ପ୍ରେମ ଆଉ ଭକ୍ତି କରିଥାନ୍ତି । ଆଉ ତାହା ସହିତ ଯାହା କୁହାଯାଉଛି କି ମେଷ ରାଶିର ବ୍ୟକ୍ତି ମାନେ ସେମାନ ଙ୍କ ର କଥା ରେ କେବେ ହଟି ନ ଥାନ୍ତି ଯାହା କହିଥାନ୍ତି ସେହି କଥା କୁ ପୂରଣ କରିବା ପାଇଁ ସବୁବେଳେ ଲାଗିଥାନ୍ତି ବୋଲି କୁହାଯାଉଛି । ତାହା ସହିତ ମେଷ ରାଶିର ବ୍ୟକ୍ତି ମାନେ ପରିବେଶ ସହିତ ଖାପ ଖୁଆଇ ଚଳୁ ନ ଥିବାରୁ ବିଭିନ୍ନ ପ୍ରକାର ର ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ ।
ମେଷ ରାଶି ର ବ୍ୟକ୍ତି ମାନେ ବିଶେଷ କରିକି ଜ୍ଵର, ଥଣ୍ଡା, କାଶ ଆଉ କଫ ଜନିତ ସମସ୍ୟା ରେ ପଡିବା ସହିତ ଅନେକ ସମୟରେ ଚର୍ମ ଜନିତ ସମସ୍ୟା ମାନ ମଧ୍ୟ ଦେଖା ଦେଇଥାଏ ବୋଲି କୁହାଯାଉଛି । ଲୁହା, କୋଇଲା, କାଗଜ, ଛପା ଖାନା, ଜୋତା କଳ ଡାକ୍ତର, ପୋଲିସ, କଳକାରଖାନା ଓ ବିଭିନ୍ନ ପ୍ରକାର ର ବ୍ୟବସାୟ ରେ ମଧ୍ୟ କାମ କରିଥାନ୍ତି ବୋଲି କୁହାଯାଉଛି । ଏହା ସହିତ ମେଷ ରାଶିର ବ୍ୟକ୍ତି ମାନେ ଧାର୍ମିକ ସମ୍ପ୍ରଦାୟ ର ହୋଇଥାନ୍ତି । ସେମାନେ ବିଶେଷ କରିକି ମଙ୍ଗଳ ଙ୍କର ଆରାଧନା କରିବା ର ଆବଶ୍ୟକତା ରହିଥାଏ ବୋଲି କୁହାଯାଉଛି ।
ଏହା ବ୍ୟତିତ ପ୍ରତେକ ମାସ 11 ଓ 21 ତାରିଖ ଆପଣ ଙ୍କ ପାଇଁ ଅଶୁଭ ଅଟେ ବୋଲି କୁହାଯାଉଥିବା ବେଳେ, ଶୁକ୍ରବାର ଓ ରବିବାର କୁ ଅଶୁଭ ବାର ବୋଲି ମଧ୍ୟ କୁହାଯାଇଥାଏ । ଏହା ସହିତ କର୍କଟ, ବିଛା ଆଉ ମିନ ଏହି 3 ଟି ରାଶି ଆପଣ ଙ୍କ ପାଇଁ ଅଶୁଭ ଅଟେ ବୋଲି ମଧ୍ୟ କୁହାଯାଉଛି ।କଳା ରଙ୍ଗ ଟି ଆପଣଙ୍କ ପାଇଁ ଅଶୁଭ ଅଟେ ବୋଲି କୁହାଯାଇଥାଏ । ଏହା ବ୍ୟତୀତ ଆପଣଙ୍କ ପାଇଁ ପୂର୍ବ ଓ ଦକ୍ଷିଣ ଦିଗ ଶୁଭ ହୋଇଥାଏ ଓ 14,21,23,24 ବର୍ଷ ରେ ଆପଣ ଙ୍କ ର ବିବାହ ର ଯୋଗ ରହିଛି ବୋଲି କୁହାଯାଉଛି ।ତେବେ ଏହା ଥିଲା ମେଷ ରାଶିର ବ୍ୟକ୍ତି ଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ସଫଳ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।