ହେ ଭଗବାନ ! ପୁରୀରେ ଭୂତ ଆତଙ୍କ। ସିସିଟିଭିରେ କଏଦ୍ ହୋଇଛି ଭୂତର ଦୃଶ୍ୟ।! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 13,208

ଭୁତ ବୁଲୁଛି ପୁରୀ ରେ….. ଶୁଣିଲେ ଚମକି ଉଠିବେ… ଏକ ସୁନ୍ଦର୍ କାହାଣୀକୁ ଆମେ ଆପଣଙ୍କ ଆଗରେ ଆଜି ଉପସ୍ଥାପନ କରିବାକୁ ଯାଉଛୁ ଯାହା ଆପଣଂକ ପାଇଁ ଅନେକ ଉପାଦେୟ ଏବଂ ମହତ୍ତ୍ୱପୂର୍ଣ୍ଣ ସାବସ୍ତ ହେବ।ଏହି ସୁନ୍ଦର୍ ଭିଡିଓ କୁ ନେଇ ଆସିଛନ୍ତି ଓଡ଼ିଆ ମୋଟିଭେଶନାଲ ସ୍ପିକର୍ ସୁଦର୍ଶନ ମିଶ୍ର।

ଏହି ଭିଡିଓ ଟି ଆପଣଙ୍କ ପାଇଁ ଏଥିପାଇଁ ଉପାଦେୟ କାରଣ ଏଥିରେ ଯେଉଁ କଥା କୁହା ଯାଇଛି ତାହା ଆପଣଙ୍କୁ ସାହାଯ୍ୟ କରିବ ପ୍ରକୃତ ମଣିଷ ଚିହ୍ନିବାରେ ଏବଂ ଜାଣିବାରେ। ଏହାଛଡା ଜୀବନରେ ଆପଣଙ୍କୁ ବାସ୍ତବତା କୁ ଏହା ସୁଚାଇବ ଯେ ମଣିଷ କିପରି ଭାବରେ ଭୁଲ କରିଥାଏ ଏବଂ ଏହାର ପରିଣାମ ତାକୁ କିପରି ମିଳିଥାଏ।ତେଣୁ ସବୁଠାରୁ ବଡ଼ ଜିନିଷ ହେଉଛି ପ୍ରକୃତ ମଣିଷ କୁ ଜାଣିବା।

ତେବେ ଏହି କାହାଣୀ ରେ ଲୁଚି ରହିଥିବା ଅମୂଲ୍ୟ ଶିକ୍ଷା କୁ ଜାଣିବା ଏହାକୁ ଉପଲବ୍ଧି କରିବା ହେଉଛି ସବୁଠାରୁ ବଡ଼ ଜିନିଷ। ଯାହାକୁ ବହୁତ୍ ଜଣ ମନୋରଂଜନ ଭିତ୍ତିରେ ଅନେକ ଜଣ ଶୁଣି ଥାଆନ୍ତି କିନ୍ତୁ ଏହାର ପ୍ରକୃତ ଶିକ୍ଷା କୁ ଗ୍ରହଣ କରନ୍ତି ନାହିଁ। ତେବେ ଆଜିର ଦୁନିଆରେ ଆଗକୁ ବଢ଼ିବାକୁ ହେଲେ ଜଣେ ସାଥୀ ଆବଶ୍ୟକ ହୋଇଥାଏ।

ଆଉ ସେହି ସାଥୀ ବା ସାଙ୍ଗ ଯଦି ଠିକ୍ ହୋଇ ନଥାଏ ତେବେ ଆଗକୁ ବଢିବା, ଜୀବନରେ ସଫଳତା ହାସଲ କରିବା କଷ୍ଟକର ହୋଇ ପଡେ।ତେଣୁ ଯଦି ଆପଣଙ୍କୁ ଜଣେ ସଚା ବନ୍ଧୁ ର ଆବଶ୍ୟକତା ଜୀବନରେ ନିଶ୍ଚିତ ରହିଛି। ଆଉ ଆପଣ ଯଦି ବନ୍ଧୁ ବାନ୍ଧିବା ପାଇଁ ଯାଉଛନ୍ତି ତାହେଲେ କିପରି ସେହି ବନ୍ଧୁକୁ ଚିହ୍ନିବେ କି ସେ ଠିକ୍ କି ଭୁଲ ତାହା ଜାଣିବାକୁ ହେଲେ ଏହି କାହାଣୀ ଆପଣଙ୍କୁ ସହାୟତା କରିବ।

ଏହି କାହାଣୀ କୁ ଆପଣଙ୍କୁ ନୀଶ୍ଚିତ ଥରେ ଶୁଣିବାକୁ ପଡ଼ିବ। ଏହି ଭିଡିଓ ରେ ରହିଛି ଦୁଇଟି ପକ୍ଷୀଙ୍କ ସୁନ୍ଦର୍ ପ୍ରେମ କାହାଣୀ ଯାହା ଆପଣଙ୍କୁ ଉଚିତ୍ ବନ୍ଧୁ କିପରି ବାଛିବେ ସେ ବିଷୟରେ ଜଣେଇ ପାରିବ।ଏହି କାହାଣୀ ଏତେ ସୁନ୍ଦର ଯେ ଏହା ଆପଣଙ୍କୁ ଯେଉଁ ଅମୂଲ୍ୟ ଶିକ୍ଷା ଦେବ ତାହା ଆପଣଙ୍କ ଅନେକ କାମରେ ଆସିବ ଜୀବନରେ।

ଯାହାର ଏହି ସାରମର୍ମ ରହିଛି ଯେ ଯେତେବେଳେ ଆମ ପାଖରେ ଏକ ମୂଲ୍ୟବାନ ଜିନିଷ ଥାଏ ସେତେବେଳେ ଆମେ ଏହା ଜାଣିପାରି ନଥାଉ ଯେ ଏହାର ମୂଲ୍ୟ ପ୍ରକୃତରେ କେତେ ଅଧିକ ଏବଂ ତାହା ଆମ ପାଇଁ କେତେ ଦରକାରୀ ଅଟେ।

କିନ୍ତୁ ଯେତେବେଳେ ଏହା ଆମ ପାଖରୁ ଦୂରେଇ ଯାଏ ବା ଆମ ପାଖରେ ନଥାଏ ସେତେବେଳେ ଆମେ ତାର ଗୁରୁତ୍ୱକୁ ବୁଝିପାରୁ। ତେଣୁ ଆମ ପାଖରେ କିଛି ଜିନିଷ ଥିବା ବେଳେ ହିଁ ଆମେ ତାର ମୂଲ୍ୟକୁ ଉଚିତ୍ ସମ୍ମାନ ଦେବା ଦରକାର ନହେଲେ ଏହାର ମୂଲ୍ୟ ପରେ ଜଣା ପଡ଼ିବା ବେଳକୁ ସବୁକିଛି ବିଳମ୍ବ ହୋଇ ସାରିଥିବ।ଏହି ସୁନ୍ଦର୍ କାହାଣୀ ଶୁଣିଲେ ଆପଣ ଏ ବିଷୟରେ ସଂପୂର୍ଣ୍ଣ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.