ସ୍ବାମୀ ଖଟୁଥିଲା ବାହାର ରାଜ୍ୟରେ, ଏପଟେ ସ୍ତ୍ରୀ ସସ୍ମିତା ସମ୍ପର୍କ ରଖୁଥିଲା ପୁଅ ଟ୍ୟୁସନସାର୍ ଲକ୍ଷ୍ମୀଧର ସହିତ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ପୁଣି ସାମ୍ନାକୁ ଆସିଲା ଆଉ ଏକ ପ୍ରେମ ପ୍ରତାରଣା ର ଖବର। ଯାହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ଅନେକ ସମୟରେ ପ୍ରେମ, ପ୍ରତାରଣା ଏବଂ ଧୋକା ଦେବାର ଖବର ଦେଖିବାକୁ ପାଉଥିବେ। ଯାହାକୁ ନେଇ ଅନେକ ଆଲୋଚନା ଏବଂ ସମାଲୋଚନା ହେଉଥିବାର ଦେଖିବାକୁ ମିଳିଥାଏ।
ଏବେ କିନ୍ତୁ ଜଣେ ଅଭିନେତା, ଅଭିନେତ୍ରୀଙ୍କୁ ପ୍ରତାରଣା କରିବା ଖବର ସାମ୍ନାକୁ ଆସିଛି। ଫଳରେ ଏପରି ଅଭିଯୋଗ ଆସିବା ପରେ ଗିରଫ ହୋଇଛନ୍ତି ଏହି ଅଭିନେତା ଜଣଙ୍କ। ତେବେ ଗିରଫ ହୋଇଥିବା ଏହି ଅଭିନେତା ଜଣକ ହେଲେ ବ୍ୟାସନଗର ଥାନା ଅଧୀନ ଯାଜପୁର ରୋଡ଼ର ଏମ୍. ସୁମନ କୁମାର।Home
ଭାଇରାଲ ଭିଡ଼ିଓ
Online ପ୍ରେମ ବିବାହିତା ମହିଳା ଙ୍କୁ କଲା ମତୁଆଲା ! ୫ ଟି ଛୁଆଙ୍କୁ ଛାଡି ଅନ୍ୟ ପୁରୁଷର ହାତ ଧରି ଚାଲିଗଲା ମାଆ… ଦେଖନ୍ତୁ Video
ଭାଇରାଲ ଭିଡ଼ିଓ
ଆମ ଦୁନିଆଁ ର ଟେକନୋଲୋଜି ଯେତେ ଆଗକୁ ଯାଉଛି ଆଜି କାଲି ର ସମାଜ ସେତେ କଳୁଷିତ ହେବାକୁ ଲାଗୁଛି | ଏହି ସମାଜ ର ମଣିଷ କିଛି ଏଭଳି ନିନ୍ଦନୀୟ କାର୍ଯ୍ୟ କରି ବସୁଛନ୍ତି ଯାହାକୁ ଶୁଣିଲେ ଲଜ୍ୟା ରେ ଆପଣ ଙ୍କ ମୁଣ୍ଡ ନୁଇଁ ଯିବ |
ଯେତେ ବେଳେ ଉଭୟ ପୁଅ ଝିଅ ବିବାହ କରି ସାରନ୍ତି ସେତେ ବେଳେ ଦୁହେଁ ଦୁହିଁଙ୍କ ପାଇଁ ସାତ ଜନ୍ମ ର ସାଥି ହୋଇ ଥାଆନ୍ତି | କିନ୍ତୁ ଆଜି କାଲି ର ଦିନ ରେ ସାତ ଜନ୍ମ ତ ଦୂରର କଥା ଗୋଟେ ଜନ୍ମ ମଧ୍ୟ ମିଶି କରି ରହି ପାରୁ ନାହାଁନ୍ତି |
ବିବାହ କରି ସାରି ମଧ୍ୟ ଆଉ କାହା ପ୍ରେମ ରେ ପଡ଼ି ସବୁ ସମ୍ପର୍କ ତୁଟାଇ ଦେଇ ଚାଲି ଯାଉଛନ୍ତି | ଏମିତି କି ନିଜ ସନ୍ତାନ କଥା ମଧ୍ୟ ଚିନ୍ତା କରୁ ନାହାଁନ୍ତି, ନିଜର କିଛି ଖୁସି ପାଇଁ ଛୋଟ ଛୁଆ କୁ ମଧ୍ୟ ବଳି ଦେଇ ଦେଉଛନ୍ତି | ତେବେ ସେଭଳି ଘଟଣା ପୁଣି ଆଖି ସାମ୍ନା କୁ ଆସିଛି ଯେଉଁଠି ଏକ ମା ପ୍ରେମରେ ପଡ଼ି ନିଜ ସ୍ୱାମୀ ଓ ଛୁଆକୁ ଛାଡ଼ି ଚାଲି ଯାଇଛି, ତେବେ ଆସନ୍ତୁ ପୁରା ଘଟଣା ଟି ଉପରେ ନଜର ପକାଇବା |
ଗୋଟେ ଛୁଆ ଟି କହୁଛି କି ଆଗରୁ ଆମକୁ ବାପା ଛାଡ଼ି ଚାଲି ଯାଇ ଥିଲେ ଆଉ ଏବେ ମା କୁଆଡେ ଚାଲି ଗଲେ ତାହା ଆମକୁ ଜଣା ନାହିଁ | କିନ୍ତୁ ସୂଚନା ମିଳିଛି କି ମା ଜଣଙ୍କ ପ୍ରେମ ରେ ଅନ୍ଧ ହୋଇ ଛୁଆ ଙ୍କୁ ପର କରି ଫେରାର ହୋଇ ଯାଇଛି |
ତେବେ ଏହି ଘଟଣା କୁ ନେଇ ସ୍ଥାନୀୟ ଲୋକ ମାନେ ସରକାର ଙ୍କୁ ଏମାନଙ୍କର ଭରଣ ପୋଷଣ ପାଇଁ ଦାବି କରିଛନ୍ତି | ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ ଏହାକୁ ଯିଏ ବି ଦେଖୁଛି ସେ କେବଳ ନିନ୍ଦା ହିଁ କରୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ