ସୁପ୍ରିମକୋର୍ଟ ଙ୍କ ବଡ଼ରାୟ । ପୈତୃକ ସଂପତ୍ତି ରୁ ଭାଗ ନେଇପାରିବେ ନାହିଁ ଝିଅ । ଏଥିରେ ଆପଣଙ୍କ ମତା ମତ କଣ,ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0 707

ବାପା ମାଙ୍କୁ ଦୁଃଖ ଦେଇ କେବେବି ଖସି ପାରିବେନି ପୁଅ , ବୋହୂ , ନାତି , ନାତୁଣୀ ଏ ନେଇ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ଏଣିକି ବାପା ମାଙ୍କୁ ନିର୍ଯ୍ୟାତନା ଦେଉଥିବା ଲୋକମାନେ ସାବଧାନ ହୋଇଯାଆନ୍ତୁ । ବାପା ମାଙ୍କୁ ନିର୍ଯ୍ୟତନା ଦେଲେ ଆପଣ ମାନଙ୍କୁ ଏହିପରି ଦଣ୍ଡ ମିଳିବ ।

ତେବେ ଆସନ୍ତୁ ଜାଣିବା ଏହି କଥାକୁ ନେଇ କରି ସୁପ୍ରିମ କୋର୍ଟ କଣ ରାୟ ଦେଇଛନ୍ତି । ଅସହାୟ ବୃଦ୍ଧ ବାପା ମାଙ୍କୁ ସୁରକ୍ଷା ଦେବା ପାଇଁ ଆମ ଦେଶର ସର୍ବୋଚ୍ଚ ନ୍ୟାୟଳୟ କରିଛନ୍ତି ଏକ ବଡ ଘୋଷଣା । ମାତ୍ର ଏହି କଥା ଜାଣି ମଧ୍ୟ କିଛି ସନ୍ତାନ ମାନେ ଏଭଳି ଅଛନ୍ତି ଯେଉଁମାନେ କି ଯେଉଁମାନେ ନିଜର ଜନ୍ମକଲା ବାପା ମାଙ୍କୁ ସେବା କରିବା ତ ଦୂରର କଥା ତାଙ୍କୁ ଆଖି ଆଡରେ ମଧ୍ୟ ଚାହୁଁନାହାନ୍ତି ।

ତେବେ ଏଭଳି ଉଦ୍ଦତ ପିଲା ମାନଙ୍କୁ ବାଟକୁ ଆଣିବା ପାଇଁ ଏବେ ଅସହାୟ ବୃଦ୍ଧ ବାପା ମାଙ୍କୁ ସୁରକ୍ଷା ଦେବାକୁ ଆମ ଦେଶର ଆଇନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର ବରିଷ୍ଟ ନାଗରିକ ମାନଙ୍କୁ ଦିଆଯାଇଛି । ଯେଉଁଥିରେ ଯଦି କୌଣସି ସନ୍ତାନ ନିଜର ବାପା ମାଙ୍କୁ ଅଣଦେଖା କରେ ତେବେ ସେ ପୈତୃକ ସଂପତ୍ତିରୁ ବଞ୍ଚିତ ହେବା ସହିତ ବାପା ମା ଚାହିଁଲେ ତାଙ୍କୁ ଘରୁ ମଧ୍ୟ ବେଦଖଲ କରିପାରିବେ ।

ଯଦି କୌଣସି ସନ୍ତାନ ନିଜର ବାପା ମାଙ୍କୁ ଦୁଃବ୍ୟବହାର କରନ୍ତି କିମ୍ବା ଖାଇବା ପିଇବାରେ ଅବହେଳା କରନ୍ତି , ବାପା ମାଙ୍କ ସହ ଚାକର ଭଲି ବ୍ୟବହାର କରନ୍ତି , ତେବେ ବାପା ମା ଚାହିଁଲେ ଏପରି ପୁଅ , ଝିଅ , ଜ୍ୱାଇଁ କିମ୍ବା ନାତି ନାତୁଣୀକୁ ନିଜ ଘରୁ ବାହାର କରିପାରିବେ । ଏପରିକି ସଂପତ୍ତିରୁ ମଧ୍ୟ ଏମାନଙ୍କୁ ବେଦଖଲ କରିପାରିବେ ।

ସେହିପରି ଯଦି ପିଲା ମାନଙ୍କ ନାମରେ ପୂର୍ବରୁ ସଂପତ୍ତି କରି ଦେଇଛନ୍ତି ତେବେ ସେହି ସଂପତ୍ତିକୁ ଫେରାଇ ମଧ୍ୟ ଆଣିପାରିବେ । ତେବେ ଏହା କେବଳ ସେମାନଙ୍କର ଅର୍ଜିତ ଏବଂ ପୈତୃକ ସଂପତ୍ତି ଉପରେ ଲାଗୁ ହେଉ ନାହିଁ ବରଂ ବାପା ମାଙ୍କ ନାମରେ ଥିବା ଅନ୍ୟାନ୍ୟ ସଂପତ୍ତି ଉପରେ ମଧ୍ୟ ଲାଗୁ ହେଉଛି ।

ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ ପ୍ରଥମ ପତ୍ନୀ ବଞ୍ଚି ଥାଉ ଥାଉ ଯଦି ସ୍ୱାମୀ ଦ୍ନିତୀୟ ବିବାହ କରେ ତେବେ ଏହା ଦଣ୍ଡନୀୟ ଅପରାଧ ଅଟେ । ମାତ୍ର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଯଦି ସ୍ୱାମୀ ଦ୍ୱିତୀୟ ବିବାହ କରେ ତେବେ ତାହା ଗ୍ରହଣ ଯୋଗ୍ୟ ଅଟେ ।

ଏହା ସହିତ ଦ୍ୱିତୀୟ ପତ୍ନୀର ଔରସରୁ ଜାତ ସନ୍ତାନ ମଧ୍ୟ ସଂପତ୍ତିର ହକଦାର ହେବେ । ଯଦି ପରିବାରରେ 4 ଭାଇଥାନ୍ତି ଏବଂ ଏମାନଙ୍କ ମଧ୍ୟରୁ ଜଣେ କେହି ବାପା ମାଙ୍କୁ ଫସାଇ ସେମାନଙ୍କର ଜାଲ ଦସ୍ତଖତ କରି ସଂପତ୍ତି ବାଡି ସମସ୍ତ ନିଜ ନାମରେ କରିଦିଅନ୍ତି ତେବେ ବାକି ଭାଇ ମାନେ ଚାହିଁଲେ ଏ ବାବଦରେ କୋର୍ଟରେ କେସ କରିପାରିବେ ।

ସେହିଭଳି ଯଦି ବାପା ମା ବଞ୍ଚିଥିବା ସମୟରେ ସେ ତାଙ୍କର ଅର୍ଜିତ ସଂପତ୍ତି ଯଦି ଅନ୍ୟ କାହାକୁ ଦାନ କରିଦିଅନ୍ତି ତେବେ ଏଭଳି ପରିସ୍ଥିତିରେ ସନ୍ତାନ ମାନେ ଏ କ୍ଷେତ୍ରରେ କୌଣସି ଅଧିକାର ଜତେଇ ପାରିବେ ନାହିଁ । ଏପରିକି ତାଙ୍କର ମୃତ୍ୟୁ ପରେ ମଧ୍ୟ ସେମାନେ ସେହି ସଂପତ୍ତି ଉପରେ ନିଜର ଅଧିକାର ଜତେଇ ପାରିବେ ନାହି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave A Reply

Your email address will not be published.