ସୁପରହିଟ Title Song ” କାହାଣୀ କାନ୍ଦୁଚି ଆଖି ଲୁଚେଇ “… ଏହି ଦୃଶ୍ୟ ଦେଖିଲେ କାନ୍ଦି ପକାଇବେ…,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 65

ଓଡିଆ ଯାତ୍ରା ଜଗତର ନିଜର ଅଭିନୟ କଳା ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଭିନ୍ନ ଯାତ୍ରା ପାଟି ମାନଙ୍କ ମଧ୍ୟରୁ ବାଘା ଯତୀନ ଲୋକନାଟ୍ୟ ଅନ୍ୟତମ । ଯାହାର ନାମ ଶୁଣିବା ମାତ୍ର ଆବ ଦର୍ଶକ ମାନଙ୍କ ମନରେ ଯାତ୍ରା ଦେଖିବା ର ଆଗ୍ରହ ସୃଷ୍ଟି କରିଥାଏ ।

ସେଥିପାଇଁ ତୋ ଆଜି ଲୋକମାନଙ୍କ ହୃଦୟ ରେ ସେମାନେ ଜାଗା ସୃଷ୍ଟି କରିପାରିଛନ୍ତି । କାରଣ ଓଡିଶା ହେଉଛି କଳା ଭୂମି ତେଣୁ ଏଠାକାର ଲୋକ ମଧ୍ୟ କଳାକୁ ବେଶୀ ଭଲ ପାଇଥାନ୍ତି । ତେଣୁ ବିଭିନ୍ନ ଯାତ୍ରା ମାନଙ୍କ ମଧ୍ୟରୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାତ୍ରା ଜଗତର ବାଦଶାହ ବାଘାଯତୀନ ଲୋକନାଟ୍ୟ ର ଏକ ଏକ ସୁପର ହିଟ ନାଟକ ର ଗୀତ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାଘାଯତୀନ ଲୋକନାଟ୍ୟ ର ସେହି ଲୋକପ୍ରିୟ ନାଟକ ଯାହାକୁ ନେଇ ଏବେ ଯାତ୍ରା ଜଗତରେ ହଇଚଇ ସୃଷ୍ଟି ହେଇଛି । ସେହି ନାଟକ ଟି ହେଇଛି ବାଘାଯତୀନ ଲୋକ ନାଟ୍ୟ ର ବେଶ ଚର୍ଚ୍ଚିତ ଓ ଲୋକପ୍ରିୟ ନାଟକ, କାହାଣୀ କାନ୍ଦୁଛି ଆଖି ଲୁଚେଇ ।

ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।ତେବେ ସେହି ନାଟକ ରେ ଥିବା ଏକ ଗୀତ ସମସ୍ତଙ୍କୁ ବେଶୀ ଭାବ ବିହୁଳ କରିବାର ଦେଖା ଯାଇଛି । ଆଉ ଯାହାକୁ ଦେଖିବାକୁ ମିଳିଛି କି ଏତେ ସୁନ୍ଦର ଭାବରେ ଗଣ୍ଠ ପ୍ରଦାନ କରିଥିବା କଳାକାର ମାନଙ୍କର ଗୀତ କୁ ସମସ୍ତେ ବେଶ ପସନ୍ଦ କରୁଛନ୍ତି ।


ବାଘା ଯତୀନ ଲୋକନାଟ୍ୟର ସେହି ସୁପର ହିଟ ନାଟକ ର ଗୀତ କୁ ଅନ୍ୟ ଏକ ଯାତ୍ରା ପାଟିର ଦୁଇ ଗାୟକ କଳାକାର କାହାଣୀ କାନ୍ଦୁଛି ଆଖି ଲୁଚେଇ ର ତାହାର ମୁଖ୍ୟ ଗୀତ କୁ ଗାଇଛନ୍ତି । ତେବେ ଏହି ଗୀତ କୁ ଗାଇଥିବା ଗାୟକ ହେଉଛନ୍ତି ବୁଡ଼ୁ ଓ ତାଙ୍କର ସାଥି ଗାୟିକା ହେଉଛନ୍ତି ମିନୁ ।

ତେବେ ଦୁଇଜଣ ଙ୍କ ଏହି କୁ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କ ମନ କୁ ମଧ୍ୟ ଜିତି ଥିବା ଦେଖା ଯାଇଛି । ତେବେ ତାଙ୍କର ଏହି କିଛି ମିନିଟ ରେ ଏହି ଗୀତ ଶୁଣି ଆଖି ରୁ ଲୁହ ଆସିଯିବ ବୋଲି କୁହାଯାଇଛି । ଆଉ ଯାହା ଦେଖିବା ପରେ ଲୋକ ମାନଙ୍କର ପ୍ରସଂଶା କରିବାକୁ ଲାଗିଛନ୍ତି ।

ବାଘା ଯତୀନ ଲୋକନାଟ୍ୟ ସେହି ବହୁ ଚର୍ଚ୍ଚିତ ନାଟକ,କାହାଣୀ କାନ୍ଦୁଛି ଆଖି ଲୁଚେଇ । ଯାହାକୁ ଦେଖି ଦର୍ଶକ ମାନେ ବିଭିନ୍ନ ପ୍ରଶଂସା କରିଥିବାର ଦେଖା ଯାଇଛି । ଆଉ ଯାତ୍ରା ସହିତ ଅଭିନୟ ର ଯାଦୁ ଏତେ ଅଧିକ ଥିଲା କି ଯାହାକୁ ଦେଖିଲେ!

ଲୋକ ମାନେ ମଧ୍ୟ ଭାବ ବିହ୍ଵଳ ହେଇ ପଡିଛନ୍ତି । ଆଉ ଯେଉଁ ଗୀତ ଟି କୁ ମଧ୍ୟ ସମସ୍ତେ ବେଶ ପ୍ରସଂଶା ମଧ୍ୟ କରୁଛନ୍ତି । ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.