ସାଧୁବାଣି – ସକାଳୁ ଉଠି କହିଦିଅନ୍ତୁ ଏହି ୨ ଟି ହନୁମାନଙ୍କ ଦିବ୍ୟ ମନ୍ତ୍ର,କେବେବି ଧନର ଅଭାବ ରହିବ ନାହିଁ…..

0 90

ହିନ୍ଦୁ ଧର୍ମ ରେ ଭଗବାନ ହନୁମାନ ଙ୍କୁ ମଙ୍ଗଳବାର ସମର୍ପିତ ହୋଇଛି । ଆର୍ଥିକ ସଂଙ୍କଟ ଦୂର କରିବା ପାଇଁ ମଙ୍ଗଳବାର ଜପନ୍ତୁ ହନୁମାନ ଙ୍କ ଏହି ମନ୍ତ୍ର । ହୁନୁମାନ ଙ୍କ ଅନେକ ପୂଜା ବିଧି ରହିଛି । କିନ୍ତୁ ମଙ୍ଗଳବାର ଦିନ ବଜରଙ୍ଗବଲୀ ଙ୍କ ପୂଜା ଉପାସନା କରିବା ଦ୍ୱାରା ଭକ୍ତ ଙ୍କ ସମସ୍ତ ସଙ୍କଟ ଦୂର ହୁଏ ।

ବଜରଙ୍ଗବଲୀ ପ୍ରଶନ୍ନ ହୋଇ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି । ହନୁମାନ ଙ୍କୁ ମାରୁତି ନନ୍ଦନ ,ବଜରଙ୍ଗବଲୀ , ସଂଙ୍କୋଟମଚୋନ ପବନ ସୂତ ହନୁମାନ ଆଦି ନାମରେ ଜଣା ଜାଇଥାଏ । ଧାର୍ମିକ ଗ୍ରନ୍ଥ ରେ ଲେଖା ରହିଛି ଭଗବାନ ହନୁମାନ ଙ୍କ ନାମ ଯପିବା ମାତ୍ରେ ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ମଙ୍ଗଳବାର ଦିନ ହନୁମାନ ଙ୍କ ଆରଧନା କରିବା ଦ୍ୱାରା ବ୍ୟକ୍ତି ଙ୍କ ଜାତକ ରେ ସୂର୍ଯ୍ୟ ମଜବୁତ ହୁଏ । ଜିବନ ରେ ଉନ୍ନତି ହୁଏ ।

ସେହି ପରି ଯଦି କୈଣସି ଜାତକ ରେ ମଙ୍ଗଳ କୋମଜୋର ରହିଥାଏ ତେବେ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳେ ଜିବନ ରେ ସମସ୍ତ ଦୁଖଃ ସଂଙ୍କଟ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହନୁମାନ ଙ୍କ କିଛି ମନ୍ତ୍ର ଯପନ୍ତୁ ।
ଏହି ମନ୍ତ୍ର ହେଲା ଓଁ ପୂର୍ବ କପି ମୂଖାୟ ପଞ୍ଚମୂଖ ହନୁମନ୍ତି ଟମ୍, ଟମ୍ , ଟମ୍ ସକଳ ଶତୃ ସଙ୍ଘରାୟ ସ୍ୱାହା ଶତୃ ନାଶ ପାଇଁ ଆପଣ ମାନେ ଏହି ମନ୍ତ୍ର ର ଉଚାରଣ କରନ୍ତୁ ।

ଏହା ଦ୍ୱାରା ଶତୃ ଦମନ ହୁଏ ନିୟମିତ ରୂପେ ଧ୍ୟନ ମଗ୍ନ ହୋଇ ହନୁମାନ ଚାଳିଶା ପାଠ କରିବା ପରେ ଏହି ମନ୍ତ୍ର କୁ ଆପଣ ମାନେ 11 ଥର ଯପ କରିଲେ ଏହି ସବୁ ଫଳ ପ୍ରାପ୍ତି ହୁଏ ।ଏହାଦ୍ୱାରା ସେ ଶ୍ରୀ ରାମ ଙ୍କ ଦୀର୍ଘ ଆୟୁ ସହ ତାଙ୍କ ପ୍ରେମ ମଧ୍ୟ ପାଇଁ ପାରିବେ।

ଶାସ୍ତ୍ର ରେ କୁହାଯାଇଛି କି ଯେଉଁ ବ୍ୟକ୍ତି ଭଗବାନଙ୍କ ପୂଜା ଅର୍ଚ୍ଚନା କରୁଥାଏ ସେ ସମସ୍ତ କୁଭାବନା, ଡର, କୁକର୍ମ, ମୋହ, ମାୟା ଆଦି ରୁ ମୁକ୍ତି ପାଇଁ ପାରିବେ। ଏବଂ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ। କୋୖଣସି ପ୍ରକାର ସଙ୍କଟ ମଧ୍ୟ ଛୁଇଁ ପାରି ନ ଥାଏ। ରୋଗ ଶୋକ ସବୁ ଦୂର ହୋଇଛି ଯାଇଥାଏ।

ସେହି ପରି ଦ୍ୱତୀୟ ମନ୍ତ୍ର ହେଲା ଓଁ ନମଃ ଭଗବତେ ପଞ୍ଚବଦନାୟ ପଶ୍ଚିମମୂଖାୟ ଗରୁଡା ନନା ମଂ , ମଂ, ମଂ , ସକଳ ବିଶ୍ୱ ହରାୟ ସ୍ୱାହା ଏହି ମନ୍ତ୍ର ଯପ କରିବା ଦ୍ୱାରା ଜିବନ ରେ ସୁଖ ଶାନ୍ତି ପ୍ରାପ୍ତ ହୁଏ ।ହନୁମାନ ପ୍ରସନ୍ନ ହୋଇ ସମସ୍ତ ଭକ୍ତ ଙ୍କ ମନସ୍କାମନା ପୂରଣ କରିଥାନ୍ତି।

ହନୁମାନଙ୍କୁ ମାରୁତି,ବଜରଙ୍ଗ ବାଲି,ନନ୍ଦନ,ସଙ୍କଟ ମୋଚନ ଏହିପରି ଆଦି ନାମରେ ଜଣା ଯାଇଥାଏ।ହନୁମାନଙ୍କ ନାମ ଜପିଲେ ହିଁ ବ୍ୟକ୍ତିଙ୍କ ସମସ୍ତ ସଙ୍କଟ ଦୂର ହୋଇଥାଏ।ମଙ୍ଗଳବାର ଦିନ ହନୁମାନ ଙ୍କୁ ଆରାଧନା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!

Leave A Reply

Your email address will not be published.