ରୁପା କଲେ କମାଲ ! ଏତେ ଶସ୍ତା ରେ ଶାଢ଼ୀ କିଣିଲେ ରୂପ ଦେଖିଲେ ହସି ହସି ଗଡ଼ିଯିବେ | ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

0 163

ସୁପରହିଟ ଏହି ଯୋଡି ହେଉଛନ୍ତି ରୂପା ଏବଂ ପିଣ୍ଟୁ ଏହି କଥା ଛୋଟ ରୁ ବଡ଼ ଯାଏ ସମସ୍ତ ଙ୍କୁ ଜଣା । ଆପଣ ମାନେ ଜାଣିଥିବେ ଯେ ରୁପା ଓ ପିଣ୍ଟୁ ଓଡିଶା ସୁପରିଚିତ ହେବା ସହ ବହୁତ୍ ଲୋକପ୍ରିୟତା ମଧ୍ୟ ହୋଇ ସାରିଛନ୍ତି । ସେମାନେ ହେଉଛନ୍ତି ସମସ୍ତ ଦର୍ଶକ ମାନଙ୍କ ର ପ୍ରିୟ । ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ ସବୁ ସମୟରେ । ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ହୋଇଥାଏ।

ରୁପା ଓ ପିଣ୍ଟୁ ଙ୍କ ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ଗୋଡିଏ ସୁନ୍ଦର ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ମାନଙ୍କୁ ଦେଖାଇ ଛନ୍ତି। ସେ ତାଙ୍କ ର ପ୍ରତ୍ୟେକ ଭିଡିଓ ବହୁତ ସୁନ୍ଦର ଭାବରେ କରି ଦର୍ଶକ ମାନଙ୍କ ହୃଦୟ ପାଖ କୁ ଯାଇ ପାରିଛନ୍ତି । ତେବେ ସେମାନେ ମ୍ୟୁଜିକ ଭିଡିଓ ଗୁଡ଼ିକୁ ଭଲ ଭାବରେ ଅଭିନୟ ରେ ସମସ୍ତ ଦର୍ଶକ ମାନକଂ ମନରେ ଅଭିନେତା ଓ ଅଭିନେତ୍ରୀ ଭାବରେ କରି ପାରିଛନ୍ତି।

 ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ସେ ଏବେ ଘରେ ଘରେ ପରିଚିତ୍ ହୋଇ ପାରିଛନ୍ତି । ସେ ତାଙ୍କ ର ପ୍ରତ୍ୟେକ ବ୍ଲଗ୍ ବହୁତ ସୁନ୍ଦର ଭାବରେ କରି ଦର୍ଶକ ମାନଙ୍କ ଖୁବ ପାଖ କୁ ଯାଇ ପାରନ୍ତି ।ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ ତେବେ ଏହି ନାଁ ଟି ବେ ବହୁତ ଚର୍ଚ୍ଚା ରେ ରହିଛି ।

ତେବେ ବର୍ତ୍ତମାନ ସମୟ ରେ ରୁପା ପିଣ୍ଟୁ ଙ୍କ ର ଆଲବମ୍ ଆସିବାକୁ ଯାଉଛି ଯାହାକି ତାଙ୍କ ଫାନ୍ ମାନେ ଚାହିଁ ବସିଥିବେ । ବର୍ତ୍ତମାନ ସମୟରେ ରୂପା ଙ୍କ ସ୍ବାମି ଅର୍ଥାତ ପିଣ୍ଟୁ ନିଜେ କହିଛନ୍ତି କି ଯେ କାଲି ସକାଳେ 6 ତା ରେ ତାଙ୍କ ର ଏକ ଆଲବମ ରିଲିଜ ହେବାକୁ ଯାଉଛି ଯାହାର ନାଁ ରହିଛି ମୁଁ ହେଇ ଗଲି ତୋର ।

ଆଉ ଏହି ଆଲବମ ଟି ବହୁତ ସୁପରହିଟ୍ ହେବାର ଅଛି ଆଉ ସବୁ ଦର୍ଶକ ମାନେ ବି ଚାହିଁ ବସିଛନ୍ତି ତାଙ୍କ ର ସୁନ୍ଦର ଆଲବମ କୁ ଦେଖିବା ପାଇଁ । ଆଉ ଏହି ଆଲବମ୍ ଟି ରୁପା ପିଣ୍ଟୁ ଖୁସି ର ୟ୍ୟୁଟୁବ୍ ଚ୍ୟାନେଲ୍ ରେ ରିଲଜ ହେବ ।ତାହା ସହ ଏବେ ନଜର ଆସିଛନ୍ତି ଏୟାରପୋର୍ଟ ରେ ଯାହା କି ସେ ନିଏ ବ୍ଲଗ୍ କରିବା ର ନଜର ରେ ଆସିଛନ୍ତି !

ଆଉ ସେହି ଭିଡିଓ ରେ ମଧ୍ୟ କହିଛନ୍ତି । ତେବେ ସେ ଭୁବନେଶ୍ଵର ର ଏୟାରପୋର୍ଟ ରୁ ଦିଲ୍ଲୀ କୁ ଯାଇଛନ୍ତି ଆଉ ଦିଲ୍ଲୀ ଏୟାରପୋର୍ଟ ରୁ ସେ ସୁରତ କୁ ଯାଇଛନ୍ତି । ଆଉ ଏହି ବ୍ଲଗ ଟି ବର୍ତ୍ତମାନ ସମୟ ରେ ବହୁତ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.