ରାସ୍ତା ମଝିରେ କଲେଜ ଝିଅଙ୍କୁ i love you କହି ଫସିଲେ ଯୁବକ,ଆଉ ତାପରେ ଯାହା ହେଲା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 113

ଯୁବତୀ ଙ୍କୁ କମେଣ୍ଟ କରିବା ପଡିଲା ମହଙ୍ଗା ଏବଂ ସେଷ ରେ ରାସ୍ତା ରେ ଯୁବକ ଙ୍କୁ ଲୋକ ମାନେ ଏମିତି ଏକ କାମ କରିଲେ ଜାହା ଆପଣ ମାନେ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ ତେବେ ଆପଣ ମାନେ ସଂମ୍ପର୍ଣ୍ଣ ଭିଡ଼ିଓ କୁ ତଳେ ଦେଖନ୍ତୁ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇ ଯିବେ ,

ସେମିତି ରେ ଆପଣ ମାନେ ଏହି କଥା କୁ ନିଶ୍ଚିତ ଭାବେ ଜାଣି ଥିବେ ଆଜିର ଦିନ ରେ ରଙ୍ଗ ଟିକିଏ ଦେଖେଇବା ପାଇଁ ଝିଅ ମାନ ଙ୍କୁ ପୁଅ ମାନେ କମେଣ୍ଟ ମାରି ଥାନ୍ତି , ଏବଂ ସେମାନେ ଗାଳି ଗୁଳଜ ମଧ୍ୟ କରି ଥାନ୍ତି ଏବଂ ଏହା ନିଶ୍ଚିତ ଭାବେ ବହୁତ ବଡ ଲଜ୍ୟା ଜନକ ଘଟଣା ଅଟେ ।

 କିନ୍ତୁ ଏହି କଥା ଟି ସବୁ ସମୟ ରେ ସମାନ ନଥାଏ ଯେମିତି କି ଆପଣ ମାନେ ଜାଣନ୍ତୁ ଚୋର ଘରେ କେବେ ବି ଅନ୍ଧାର ନ ଥାଏ , ଏବଂ ସେହି ପରି ବେଳେ ଏହି ଦିନ ରେ ଯୁବତୀ ମାନଙ୍କ ହାବୁଡ ରେ ପଡିଛନ୍ତି ଏ ପପରି ଜଣେ ଯୁବକ ଜାହାଙ୍କୁ କମେଣ୍ଟ କରିବା ପରେ ଗୋଡ ଧରି କ୍ଷେମା ମାଗିବା ପାଇଁ ପଡିଛି।

ଏବଂ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଜାହା ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବା ରେ ଲାଗିଛି ,ତେବେ ଏହି ଘଟଣା ଟି ହେଲା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ !

 ଚୁନାର୍ଗଡି ଛକ ନିକଟ ରେ ରାଜେଶ ନାମ କ ଯୁବକ ଘର ଚିଙ୍ଗୁଡ଼ି ପାଲ ଜଣ ପଡିଛି ପ୍ରତିଦିନ ସେ ରାସ୍ତା ରେ ଛପି ବସିଥାନ୍ତି କେତେବେଳେ କଲେଜ୍ ଝିଅ ମାନେ କଲେଜ୍ କୁ ଯିବେ ଓ ସେ ସେମାନ ଙ୍କୁ କମେଣ୍ଟ ମାରିବେ ଓ କହୁଥିଲେ ଡାର୍ଲିଂ ଆଇ ଲଭ୍ ୟୁ ।

ଭିଡ଼ିଓ ରୁ ଆପଣ ମାନେ ଦେଖି ପାରୁ ଥିବେ ଯୁବକ ମାନେ କେଉଁ ପରି ଭାବେ ଯୁବତୀ ମାନଙ୍କ ଆଗରେ ହାତ ଯୋଡୁ ଛନ୍ତି , ତେବେ ଘଟଣା ଅନୁସାରେ ମହମ ସହର ରେ ଏହି ରାସ୍ତା ରେ ଦୁଇ ଜଣ ଯୁବତୀ କଲେଜ୍ ରୁ ଫରୁ ଥିଲେ ଏବଂ ପରେ ପରେ ସେମାନ ଙ୍କୁ କିଛି ଯୁବକ ମାନେ କମେଣ୍ଟ ମାରିବା ସହିତ ଛେଡଖାନୀ ବି କରି ଥିଲେ ଏବଂ ପରେ ସେମାନ ଙ୍କୁ ଉଚିତ୍ ଜବାବ୍ ଦେବା ପାଇଁ !

ଏହି ଯୁବତୀ ମାନେ ସେମାନ ଙ୍କୁ ଅଟକାଇ ଥିଲେ ଏବଂ କଣ କହିଲ ବୋଲି ପଚାରି ଥିଲେ ଏବଂ ସେମାନେ ଏହି କଥା କହି ଯୁବତୀ ମାନେ ସେହି ଯୁବକ ଙ୍କୁ ମନ ଇଚ୍ଛା ଗାଳି ଦେବା ସହିତ ସେମାନେ ତାଙ୍କ ଭାଇ କୁ କହି ଦେଇ ଥିଲେ ଓ ଭାଇ ଓ ତାଙ୍କ ସାଙ୍ଗ ମାନ ଙ୍କ ସହିତ ଧରି ଥିଲେ ରାଜେଶ ସାହୁ ଙ୍କୁ ଓ ମାଡ଼ ମାରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave A Reply

Your email address will not be published.