ରାମଲୀଳାରେ ଚାଲିଛି ରାସଲୀଳା ବେଦବତୀ ବସ୍ତ୍ର ହରଣ କଲେ ରାବଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ମାତ୍ର ୪ ଘଣ୍ଟାରେ 200k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ରାମାୟଣକୁ ହିନ୍ଦୁ ଧର୍ମର ଗୋଟିଏ ପବିତ୍ର ଗ୍ରନ୍ଥ ବୋଲି ମାନାଯାଏ। ରାମାୟଣର କାହାଣୀ ବିଷୟରେ ତ ସମସ୍ତଙ୍କୁ ଜଣା କିନ୍ତୁ ସେହି କାହାଣୀର ପ୍ରକୃତ ରହସ୍ୟ କଥା ଅନେକଙ୍କୁ ଜଣା ନଥିବ। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ସବୁକିଛି ବିଷୟରେ ଆମ ରାମାୟଣରେ ତ ବର୍ଣ୍ଣିତ ରହିଛି କିନ୍ତୁ ତଥାପି ଏମିତି କଣ ଅଜଣା କଥା ରହିଛି ଯାହା ଆଜି ପର୍ଯ୍ୟନ୍ତ କେହିବି ଜାଣିବା ପାଇଁ ଚେଷ୍ଟା କରି ନାହାଁନ୍ତି। ତେବେ ଚାଲନ୍ତୁ ଜାଣିବା ରାମାୟଣ ସମ୍ବନ୍ଧିତ ସେମିତି ୧୦ଟି କାହାଣୀର ରହସ୍ୟ ବିଷୟରେ।
ସମସ୍ତେ ଜାଣନ୍ତି କି ରାମାୟଣ ସଂସ୍କୃତରେ ଲିଖିତ ମହାକାବ୍ୟ ଯାହା ଆଦିକବି ବାଲ୍ମୀକି ରଚନା କରିଥିଲେ ଏହି ମହାକାବ୍ୟରେ ୨୬ ହଜାର ଛନ୍ଦ ରହିଛି ଏବଂ ତାହା ୭ଟି ଅଧ୍ୟାୟରେ ବର୍ଣ୍ଣିତ ହୋଇଛି କିନ୍ତୁ ଏଥିରେ ନୂଆ କଥା ହେଉଛି ସବୁ ଛନ୍ଦର ପ୍ରଥମ ଅକ୍ଷରକୁ ମିଶାଇଲେ ସଂପୂର୍ଣ୍ଣ ଗାୟତ୍ରୀ ମନ୍ତ୍ର ହୋଇଥାଏ ଏହା ଏକ ଦିବ୍ୟ ରଚନାତ୍ମକ କଥା।
ଦେଶବିଦେଶରେ ଓଡିଆ ପରମ୍ପରା ଓ ସଂସ୍କୃତିର ଆଦର । ଆଉ ଅପରିଚିତ ସାଂସ୍କୃତିକ ଐତିହ୍ୟ ତାଲିକାରେ ଏବେ ସାମିଲ ହୋଇଛି ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣଛାୟା । ଯାହାକୁ ନେଇ ଏବେ ରାଜ୍ୟବାସୀ ଗର୍ବିତ । ତେବେ ଅନୁଗୁଳ ରାବଣ ଛାୟା ଏହି ତାଲିକାରେ ସାମିଲ ହୋଇଥିବାରୁ!
ରାବଣ ଛାୟା ନାଟ୍ୟ ସଂସଦ ସଭାପତି ଖଗେଶ୍ୱର ପ୍ରଧାନ କେନ୍ଦ୍ର ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।ରାମାୟଣର କଥାବସ୍ତୁ ଓ ନାଟକରେ ରାବଣ ମୁଖ୍ୟ ଭୂମିକା ନେଉଥିବାରୁ ଏହାକୁ ରାବଣ ଛାୟା ରଖାଯାଇଛି । ଓଡ଼ିଶାର ବିରଳ ଲୋକକଳା ପରମ୍ପରାରେ ଏହା ସ୍ୱତନ୍ତ୍ର ସ୍ଥାନ ନେଇଛି ।
ଦେଶ ଭାରତରେ ମଧ୍ୟ ଛାୟା ନାଟକର ପରମ୍ପରା ଅତି ପ୍ରାଚୀନ । ମହାଭାରତ ସମୟରୁ ଏହାର ପ୍ରଚଳନର ପ୍ରମାଣ ମିଳେ । ରାବଣ ଦେବୀ ସୀତାଙ୍କୁ ପୁଷ୍ପକ ବିମାନରେ ସମୁଦ୍ର ଉପର ଦେଇ ହରଣ କରିନେଉଥିବା ବେଳେ ସୀତା ରାବଣର ଛାୟାକୁ ସମୁଦ୍ରଜଳରେ ଦେଖି ତାଙ୍କର ଭବିଷ୍ୟତ କିଭଳି ଦୁଃଖମୟ ହେବାକୁ ଯାଉଛି ତାହାର ସୂଚନା ପାଇଥିଲେ ।
ରାବଣର ଛାୟା ଦେବୀ ସୀତାଙ୍କ ଜୀବନକୁ ପ୍ରଭାବିତ କରିଥିବାରୁ ଏହି ଲୋକକଳାକୁ ରାବଣ ଛାୟା ନାମରେ ନାମିତ କରାଯାଇଛି । ମାତ୍ର ଭିତିଭୂମି ଓ ଅର୍ଥର ଅଭାବରୁ କଳାକାରମାନେ ଏ ବୃତିରୁ ଦୁରେଇ ଯାଉଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଉତ୍ସାହିତ ହୋଇପଡିଛନ୍ତି କଳାକାର ।
ବିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ପ୍ରସଙ୍ଗ ରହିଛି। ରାବଣଙ୍କ ମୃତ୍ୟୁ ପାଇଁ ବିଭୀଷଣଙ୍କ ବିଶ୍ବାସଘାତକତା ଦାୟୀ ବୋଲି କିଛି ସ୍ଥାନରେ କୁହାଯାଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ସ୍ବୟଂ ମନ୍ଦୋଦରୀଙ୍କୁ ଦାୟୀ କରାଯାଇଛି।ରାବଣ ଙ୍କୁ ବଧ କରିବା ପରେ ରାବଣଙ୍କ ଭାଇ ବିଭୀଷଣ ଙ୍କୁ ଶ୍ରୀରାମଚନ୍ଦ୍ର ସ୍ବର୍ଣ୍ଣାଳଙ୍କାର ରାଜ ପଦରେ ଅଭିଷିକ୍ତ କରିଥିଲେ।
ବିଭୀଷଣଙ୍କ ସ୍ବାମୀ ହିସାବରେ ବରଣ କରିବା ପାଇଁ ରାବଣଙ୍କ ବିଧବା ପତ୍ନୀ ମନ୍ଦୋଦରୀଙ୍କୁ ପରାମର୍ଶ ଦେଇଥିଲେ। ରାମଚନ୍ଦ୍ରଙ୍କ ଏହି ପରାମର୍ଶ ଶୁଣିବାପରେ ନିଜକୁ ଗୋଟିଏ କୋଠରୀ ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଦ କରି ରଖିଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।