ଯୁବକଙ୍କ ସହ ରାତି ରଙ୍ଗୀନ କରି ଫସାଉଥିଲେ ଏଇ ସେଇ ସୁନ୍ଦରୀ ଅର୍ଚ୍ଚନା,ଏବେ ସୁନ୍ଦରୀ, ପୂର୍ବରୁ ଥିଲା ବାନ୍ଦେରୀ… ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ..

0 503

ବନ୍ଧୁଗଣ ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ମଧ୍ୟ ଦେଖିବାକୁ ପାଉଥିବେ।ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି।

ସେହିପରି ଆଜି ଆମେ ଆପଣଙ୍କୁ କୀର୍ତ୍ତନର ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ କାରଣ ଏହା ଏକ ଭିନ୍ନ ଧରଣର ମନୋରଂଜନ ପୂର୍ଣ୍ଣ ସଙ୍କୀର୍ତ୍ତନର ଦୃଶ୍ୟ ଅଟେ। ଆପଣ ତ ଜାଣିଛନ୍ତି ଭଜନ ଏବଂ ସଂକୀର୍ତ୍ତନ ଦେଖିଲେ ମନରେ ଏଥିପ୍ରତି ଏକ ଭାବ ଏବଂ ଭକ୍ତି ଜାତ ହୋଇଥାଏ।

 ଯାହାକୁ ଶୁଣିଲେ ମନ ଭିତରେ ଖେଳି ଯାଏ ଭିନ୍ନ ଉନ୍ମାଦନା। ସେହିଭଳି ଏଠାରେ ଆସନ୍ତୁ ଦେଖିବା ଆଉ ଏକ ଭଜନ କୀର୍ତ୍ତନର ଭାବପୂର୍ଣ୍ଣ ଭକ୍ତିପୂର୍ଣ୍ଣ ଦୃଶ୍ୟ କିନ୍ତୁ ଏକ ଭିନ୍ନ ଢାଞ୍ଚାରେ।ତେବେ ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆକର୍ଷିତ କଲାଭଳି ବିଷୟ ଅର୍ଥାତ୍ ଏକ ଭିନ୍ନ ଧରଣର ହୋଇଥାଏ।ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମକୁ ବହୁତ୍ ଖୁସି ଲାଗିଥାଏ।

ନାମ ସଙ୍କୀର୍ତ୍ତନ ଅନେକ ସ୍ଥାନରେ ଆୟୋଜିତ ହେଉଥିବା ଅଷ୍ଟମ ପ୍ରହରୀ ମାନଙ୍କରେ ଆପଣ ଦେଖିବାକୁ ପାଉଥିବେ। ସେହିଭଳି ଏକ ଦୃଶ୍ୟ ଏବେ ପୁଣି ସାମ୍ନାକୁ ଆସିଛି।ଯେଉଁଠି ବେଶ୍ ଧୁମ୍ ଧାମର ସହିତ ନାମ ଭଜନ ସହିତ ନୃତ୍ୟ ପରିବେଷଣ ହେଉଥିବା ଦେଖିବାକୁ ମିଳୁଛି।ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା କିପରି ପାଲା ଦେଖାଉ ଦେଖାଉ ଠାକୁରଙ୍କ ନାମ ନେବା ସମୟରେ ହାଇ ଜମ୍ପ ମାରୁଛନ୍ତି।

 ଅଷ୍ଟମ ପ୍ରହରୀ ରେ ଏଠାରେ କୀର୍ତ୍ତନୀୟା ଦଳ ପାଲା ଭଜନ ତାଳରେ ସଙ୍ଗୀତ ଗାନ କରୁଛନ୍ତି। ତେବେ ସଂକୀର୍ତ୍ତନ ସମୟରେ ମହିଳାଙ୍କ ଏପରି ଡାନ୍ସ କରିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ସେ ଏଥିରେ ମଜ୍ଜି ଯାଇ ଯେଉଁଭଳି ଜୟ ଜଗନ୍ନାଥ କହି ଡିଆଁ ମାରୁଛନ୍ତି ତାହା ଦେଖିଲେ ଆପଣ ବି ଚକିତ ହୋଇଯିବେ।

ତେବେ ଏହିଭଳି ଏକ ଭିନ୍ନ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଏହାକୁ ଦେଖି ବେଶ ଖୁସି ହେଉଛନ୍ତି। ତେବେ ଆଜିକାଲି କୀର୍ତ୍ତନ, ହରିନାମ ସାଙ୍ଗକୁ ଏପରି ନୃତ୍ୟ ସବୁ ସଂକୀର୍ତ୍ତନ ମଣ୍ଡଳୀ ମାନେ ଆୟୋଜିତ କରୁଛନ୍ତି।ଲୋକେ ବି ଏସବୁ କାର୍ଯ୍ୟକ୍ରମ କୁ ବହୁତ୍ ପଶନ୍ଦ କରୁଛନ୍ତି।

ଏପରି ଜମ୍ପ କରି କୀର୍ତ୍ତନ କରିବାର ଦୃଶ୍ୟ ହୁଏତ ଅନେକ ଲୋକ ପ୍ରଥମଥର ପାଇଁ ଏଠାରେ ଦେଖିବାକୁ ପାଉଥିବେ।କାହିଁକି ନା ବିଶେଷ କରି କୀର୍ତ୍ତନରେ ଏପରି ଦୃଶ୍ୟ ଦେଖିବାକୁ ମିଳି ନଥାଏ। ର ଆୟୋଜନ ହେଇଥାଏ ପୂଜା ପଦ୍ଧତି ମାନଙ୍କରେ।ଯେଉଁଠି ବେଶ୍ ଧୁମ୍ ଧାମର ସହିତ ନାମ ଭଜନ ସହିତ ନୃତ୍ୟ ପରିବେଷଣ ହେଉଥିବା ଦେଖିବାକୁ ମିଳୁଛି।

ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା କିପରି ପାଲା ଦେଖାଉ ଦେଖାଉ ଠାକୁରଙ୍କ ନାମ ନେବା ସମୟରେ ହାଇ ଜମ୍ପ ମାରୁଛନ୍ତି।ଅଷ୍ଟମ ପ୍ରହରୀ ରେ ଏଠାରେ କୀର୍ତ୍ତନୀୟା ଦଳ ପାଲା ଭଜନ ତାଳରେ ସଙ୍ଗୀତ ଗାନ କରୁଛନ୍ତି। ତେବେ ସଂକୀର୍ତ୍ତନ ସମୟରେ ମହିଳାଙ୍କ ଏପରି ଡାନ୍ସ କରିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ସେ ଏଥିରେ ମଜ୍ଜି ଯାଇ ଯେଉଁଭଳି ଜୟ ଜଗନ୍ନାଥ କହି ଡିଆଁ ମାରୁଛନ୍ତି ତାହା ଦେଖିଲେ ଆପଣ ବି ଚକିତ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.