ମାରୁ ମାରୁ ମାରି ଦେଇଥାନ୍ତେ ଦୀପିକାଙ୍କୁ, ମିଛରେ ବୁଢୀମା’ କହୁଛି ମୋତେ ମାରି ଦେଲା ଲୋ…! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 28,345

ତେବେ ଦୀପିକା ଓ ଦିନେଶ ଙ୍କର ଘଟଣା କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆଉ ଏଭଳି ଘଟଣା କୁ ନେଇ ଏବେ ଦିନେଶ ଙ୍କୁ ସମସ୍ତେ ନିନ୍ଦା କରୁଛନ୍ତି | 15 ଦିନ ହୋଇ ଗଲାଣି ଦୀପିକା ଧାରଣା ରେ ବସିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାର ର ନ୍ୟାୟ ମିଳି ପାରି ନାହିଁ |

ବର୍ତ୍ତମାନ ସମୟରେ ଦିନେଶ ଙ୍କର ମା ଗେଟ ଖୋଲିଛନ୍ତି ସୋସିଆଲ ମିଡିଆରେ ଭାଇରାଲ ହେଉ ଥିବା ଏହି ଭିଡ଼ିଓ କୁ ଦେଖିଲେ ଆପଣ ନିଜେ ହିଁ ଜାଣି ପାରିବେ | ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ଦିନେଶ ଙ୍କର ମା ଘର ର ଗେଟ ଖୋଲୁଛନ୍ତି ଆଉ ଦୀପିକା ଭାବୁଛନ୍ତି କି ତାଙ୍କ ଶାଶୁ ମା ତାଙ୍କୁ କିଛି କହିବେ ଆଉ ଦୀପିକା ତାଙ୍କ ମୁହଁ କୁ ଅନାଇଛନ୍ତି |

 ହେଲେ ଦିନେଶ ଙ୍କର ମା କିଛି ନ କହି ସେଠାରୁ ବାହାରକୁ କୁଆଡେ ପଳାଇ ଯାଉଛନ୍ତି, ହେଲେ ଦୀପିକା ଙ୍କ ମନ ବୁଝୁ ନାହିଁ ଦିନେଶ ଙ୍କର ମା ଙ୍କୁ ସେ ବୁଲି ବୁଲି ଚାହୁଁଛନ୍ତି | କାଳେ ତାଙ୍କ ମା କିଛି କହିବେ ଆଉ ଦୀପିକା ଙ୍କୁ ବୋହୂ ବୋଲି ସ୍ୱୀକାର କରି ଘରକୁ ଡାକି ନେବେ | ଗେଟ ଖୋଲି ବାହାରକୁ ଆସୁଥିବା ବେଳେ ଦିନେଶ ଙ୍କ ମା ଙ୍କୁ ଦେଖି ଦୀପିକା ଖୁବ ଖୁସି ହୋଇ ଯାଇ ଥିଲେ |

ଆଉ ସେ ଭାବୁଛନ୍ତି କି ତାଙ୍କ ଶାଶୁ ମା ତାଙ୍କ ପାଖକୁ ଆସିବେ ହେଲେ ଦିନେଶ ଙ୍କର ମା କିଛି ନ କହି ପଳାଇ ଯାଉଛନ୍ତି, ଆଉ ଦୀପିକା ତାଙ୍କୁ ବୁଲି ବୁଲି ଦେଖୁଛନ୍ତି କିନ୍ତୁ ଦିନେଶ ଙ୍କର ମା ଦୀପିକା ଙ୍କ ସହ 2 ମିନଟ ପାଇଁ ବି କଥା ହେଲେ ନାହିଁ |

 ତେବେ 15 ଦିନ ହେଲାଣି ଦୀପିକା ଙ୍କର ସଂଘର୍ଷ ଚାଲିଛି, ଗୋଟେ ମା ର ତା ଛୁଆ କୁ ହକ ଦେବା ପାଇଁ ଏହି ସଂଘର୍ଷ ଚାଲିଛି | ଖରା ବର୍ଷା ରେ ବସି ଦୀପିକା ଦିନେଶ ଙ୍କୁ ଅପେକ୍ଷା କରିଛି, ଦିନେଶ ର ଦୁଆର ମୁହଁରେ ଦୀର୍ଘ 15 ଦିନ ହେଲା ବର୍ଷା ରେ ଭିଜି ଭିଜି ଅପେକ୍ଷା କରିଛି | ତେବେ ଦିନେଶ ଙ୍କର ମା ଏବେ ଗେଟ ଖୋଲି ବାହାରକୁ ବାହାରି ଆସିଛନ୍ତି ଆଉ ଦୀପିକା ଙ୍କୁ ଅଣଦେଖା କରି ପଳାଇ ଯାଉଛନ୍ତି |

ତେବେ ଦିନେଶ ଙ୍କର ମା ଏପରି ଅଣଦେଖା କରି ଚାଲି ଯିବାକୁ ନେଇ ଏବେ ବହୁତ ପ୍ରଶ୍ନ ଉଠିଛି | ଦିନେଶ ଙ୍କ ପରି ଦିନେଶ ମା ମଧ୍ୟ ଦୀପିକା ଙ୍କୁ କୌଣସି ପରିସ୍ଥିତି ରେ ସ୍ୱୀକାର କରିବାକୁ ରାଜି ନାହାଁନ୍ତି | ତେବେ ଦେଖିବାକୁ କେବଳ ବାକି ରହିଲା କି ଆଗକୁ ଘଟଣା କେଉଁ ମୋଡ଼ ନେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.