ମହା ଖୁଲାସା ! ଅଜଗର ସାପ ଯାହା ଖାଇଥିଲା ତାହା ଏବେ ଜଣାପଡିଲା,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 429

ପ୍ରତିଦିନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଅଜଗର ଗିଳିଲା ମଣିଷ । ଘଟଣାକ୍ରମରେ ବାଙ୍କୀ ଅନ୍ତର୍ଗତ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧଙ୍କୁ ଏକ ଅଜଗର ଗିଳିଦେଇଥିବା ଖବରପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଛି ।l କେବେ କେଉଁଠି କଣ ଘଟଣା ଦୁର୍ଘଟଣ ହେଉଛି ତାହା ସବୁ ଆପଣ ମାନେ ନିହାତି ଦେଖିବାକୁ ପାଉଥିବେ । ଏମିତି ଏକ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ରୁ ଆସିଛି ଏକ ଛାତି ଥରାଇ ଦେଲା ଭଳି ଖବର ।

କଟକ ଜିଲ୍ଲା ବାଙ୍କୀ ରୁ ଆସିଛି ଏକ ଛାତି ଥରାଇ ଦେଲା ଭଳି ଖବର ।ଗୟଳବାଙ୍କ ରେ ଜଣେ ବ୍ୟକ୍ତି ଙ୍କୁ ଅଜଗର ସାପ ଗିଳି ଦେଇ ଥିବା ର ଖବର ଆସିଛି । ୭୭ ବର୍ଷୀ ୟ ଜଣେ ବୃଦ୍ଧ ଙ୍କୁ ବିରାଟ ବଡ ଅଜଗର ସାପ ଗିଳି ଦେଇଛି । ସାନମୁଣ୍ଡଳୀ ଗାଁ ର ଏହି ବ୍ୟକ୍ତି ଜଣ କ ଜଣେ ଲୁଗା ବ୍ୟବସାୟୀ ବୋଲି ଜଣା ପଡିଛି ସେ ଲୁଗା ବିକି ଘର ର ରୋଜଗାର ମେଟାଇଁ ଥାନ୍ତି କିନ୍ତୁ ଦଇବ ଏମିତି ଦାଉ ସାଯିବ ବୋଲି କିଏ ଜାଣି ଥିଲା ।

ସେ ଯେମିତି ସବୁ ଦିନ ଲୁଗା ବିକି ବାକୁ ଯାଇ ଥାଏ ସେମିତି ଯାଉ ଥିଲେ । କିନ୍ତୁ ଗତ କାଲି ଠାରୁ ସେ ନିଖୋଜ ଥିଲେ । ଚନ୍ଦକା ଡମପଡା ଅଞ୍ଚଳ ର ଆଦିବାସୀ ଆଦି ଗାଁ କୁ ଲୁଗା ବ୍ୟବସାୟ କରିବା କୁ ସେ ଜଙ୍ଗଲ ପାଖ ଦେଇ ଯାଇ ଥିବା ବେଳେ ନିଖୋଜ ହୋଇ ଯାଇ ଥିବା କୁହା ଯାଉଛି ।

ସାପ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ଅଜଗର ଗିଳିଲା ମଣିଷ । ଘଟଣା କ୍ରମରେ ବାଙ୍କୀ ଅନ୍ତର୍ଗତ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧ ଙ୍କୁ ମଙ୍ଗଳବାରଠାରୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯଦିଓ ସାପଟି ମଣିଷକୁ ଗିଳିବା ବା ଧରିବା କେହି ଦେଖିନାହାନ୍ତି, କିନ୍ତୁ ଭାଇରାଲ ଭିଡିଓରେ ଥିବା ଉକ୍ତ ଅଜଗର ମଣିଷ ମୋଟାର କିଛି ଗୋଟେ ଗିଳିଥିବା ଦେଖିବାକୁ ମିଳୁଛି । ପୁଣି ଠିକ୍‌ ଏହି ସମୟରେ ଜଣେ ବ୍ୟକ୍ତିଙ୍କ ପତ୍ତା ନ ମିଳିବା ଓ ତାଙ୍କ ବାଇକ୍‌ ଜଙ୍ଗଲରୁ ଠାବ ହେବା ଘଟଣା ଏଭଳି ସନ୍ଦେହକୁ ଦୃଢ଼ୀଭୂତ କରୁଛି ।


ସେପଟେ ଏ ଘଟଣାକୁ ଅନ଼ୁଧ୍ୟାନ କରିବା ପାଇଁ ବୁଧବାର ସ୍ନେକ୍‌ ହେଲ୍ପଲାଇନର ୫ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲେ । ତାଙ୍କ ସହିତ ଦୁଇଜଣ ବନ କର୍ମଚାରୀ ମଧ୍ୟ ଯାଇଥିଲେ । କିନ୍ତୁ ସେଠାରେ ଅଜଗର ସାପ ଦେଖାଯାଇ ନ ଥିଲା । ସାପର ଘୋଷରା ଦାଗ ସହିତ ମଳତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା ।

ଏ ନେଇ ହେଲ୍ପଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ୧୦-୧୨ଫୁଟ ଅଜଗର ହୁଏତ ଏକ ସାଢେ ୫ ଫୁଟରୁ ଅଧିକ ଲମ୍ବର ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କୁ ମାରିବାକୁ ସକ୍ଷମ ହୋଇପାରିବ । କିନ୍ତୁ ଗିଳିବା ସମ୍ଭବ ନୁହେଁ ।

ଖାଲି ଓଡ଼ିଶା ନୁହେଁ, ଭାରତୀୟ ଅଜଗର ଭାରତ ବା ଅନ୍ୟ କେଉଁଠି ମଣିଷକୁ ଗିଳିଥିବା ନଜର ନାହିଁ । ଅଜଗର ଖାଇଛି ବୋଲି ଭାବି ସେ ଦିଗରେ ମାତିଲେ ଆମେ ନିଖୋଜ ବ୍ୟକ୍ତିଙ୍କଠାରୁ ଦୂରେଇଯିବା ଏବଂ ତାଙ୍କ ଜୀବନ ଅଧିକ ବିପନ୍ନ ହୋଇପଡ଼ିବ ।ତେବେ ଅଜଗରଟି ମଣିଷ ଖାଇଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଏକ୍ସ-ରେ କରିବାକୁ ପଡ଼ିବ ବୋଲି ଶୁଭେନ୍ଦୁ କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.