ପ୍ରଥମ ଥର ସୁନ୍ଦରୀ ରୂପା ( Rupa ) ମାଆ ଦଶଭୁଜା ବେଶରେ ଚମକିଲେ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0 130

ଦୂର୍ଗା ପୂଜା ଉପଲକ୍ଷେ ଏବେ ରିଲିଜ୍ ହୋଇଛି ଏକ ସୁନ୍ଦର୍ ମନଛୁଆଁ ଭକ୍ତିପୂର୍ଣ୍ଣ ସଙ୍ଗୀତ। ଯାହାକୁ ଶୁଣିଲେ ଆପଣ ବି ଭାବରେ ବିଭୋର ହୋଇଯିବେ।ଏହିଭଳି ଏକ ସଙ୍ଗୀତକୁ ଏବେ ନେଇ ଆସିଛି ଖୁସି ଏଣ୍ଟରଟେନମେଣ୍ଟ ୟୁ ଟ୍ୟୁବ୍ ଚ୍ୟାନେଲ।ଏହି ଗୀତକୁ ଗାଇଛନ୍ତି ଅସୀମା ପଣ୍ଡା।

ଆପଣ ମାନେ ସମସ୍ତେ ଜାଣିଥିବେ ଗାୟିକା ଅସୀମା ପଣ୍ଡା ହେଉଛନ୍ତି ଓଡ଼ିଶାର ଜଣେ ବେଶ୍ ପରିଚିତ ଚେହେରା। ତାଙ୍କର ସୁମଧୁର କଣ୍ଠରେ ସେ ଅନେକ ଗୁଡ଼ିଏ ମିଠା ମିଠା ମନଛୁଆଁ, ହୃଦୟସ୍ପର୍ଶୀ ସଙ୍ଗୀତ କୁ ସେ ଭେଟି ଦେଇଛନ୍ତି।ସେ ଓଡ଼ିଶାରେ ଘରେ ଘରେ ପରିଚିତ ଚେହେରା ଅଟନ୍ତି।

ତେଣୁ ଏଭଳି ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ସେହିପରି ଜଣେ ଗାୟିକା ଯିଏକି ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛନ୍ତି, ଯାହାଙ୍କ ନାମ ହେଉଛି ଅସୀମା ପଣ୍ଡା।ସେ ତାଙ୍କର ସୁମଧୁର ସ୍ଵରରେ କିପରି ଭାବରେ ମାଆ ଦୂର୍ଗାଦେବୀଙ୍କ ଭଜନ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ। ଏହି ଗୀତଟି ହେଉଛି ମାଆ ଦଶଭୁଜା।

ଏହି ଗୀତରେ ଅଭିନୟ କରିଛନ୍ତି ରୂପା।ଏହି ଭଜନ ର ଲିରିକ୍ସ ପ୍ରମୋଦ ପରିଡା ଦେଇଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ବିରଜା ପ୍ରସାଦ।ଏହି ଦୂର୍ଗା ଦେବୀଙ୍କ ଭଜନ ଟି ଏବେ ବହୁତ୍ ମାତ୍ରାରେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି।

ଆପଣ ତ ଅନେକ ଗୀତିକାର ଏବଂ ସଙ୍ଗୀତ ଶୁଣିଥିବେ। କିନ୍ତୁ ଯେତେବେଳେ ଆପଣ ଭଜନ ଶୁଣିବାକୁ ପାଆନ୍ତି ସେତେବେଳେ ଅଧିକ ଭାବ ବିହ୍ୱଳ ହୋଇ ଯାଆନ୍ତି, ପ୍ରଭୁଙ୍କ ସରଣରେ ନିଜକୁ ସମର୍ପିତ କରି ଦେବାକୁ ଇଛା ହୁଏ।ବେଳେବେଳେ କିଛି ଏମିତି ଗାୟିକିର ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ।

ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। ଭଜନ ଗାଉଥିବା ଗୀତିକାର ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଭଜନ ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।

ଏହା ଏକ ଏମିତି ଏକ ସଙ୍ଗୀତ ଯାହାକୁ ଶୁଣିଲେ ଆପଣ ନିଶ୍ଚିତ ଖୁସି ହେବେ। ଏମିତିରେ ଭଗବାନଙ୍କ ଭଜନ ଶୁଣିଲେ ସତେ ଯେମିତି ମନ ଭିତର ଟା ପୂରି ଉଠିଥାଏ। ଆପଣ ତ ସଙ୍ଗୀତର ଅନେକ ଭାବପୂର୍ଣ୍ଣ ଭକ୍ତିପୂର୍ଣ୍ଣ ଗୀତ ଶୁନିଥିବେ। ଯେହେତୁ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ।

ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ଏହାଛଡା ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ। ତେଣୁ ଆପଣ ଏହିଭଳି ଭାବରେ ଅନେକ ସଙ୍ଗୀତର ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।

ତେଣୁ ଏଭଳି ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ସେହିପରି ଜଣେ ଗାୟିକା ଯିଏକି ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛନ୍ତି, ଯାହାଙ୍କ ନାମ ହେଉଛି ଅସୀମା ପଣ୍ଡା।ସେ ତାଙ୍କର ସୁମଧୁର ସ୍ଵରରେ କିପରି ଭାବରେ ମାଆ ଦୂର୍ଗାଦେବୀଙ୍କ ଭଜନ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ।

ଏହି ଗୀତଟି ହେଉଛି ମାଆ ଦଶଭୁଜା।ଏହି ଗୀତରେ ଅଭିନୟ କରିଛନ୍ତି ରୂପା।ଏହି ଭଜନ ର ଲିରିକ୍ସ ପ୍ରମୋଦ ପରିଡା ଦେଇଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ବିରଜା ପ୍ରସାଦ।ଏହି ଦୂର୍ଗା ଦେବୀଙ୍କ ଭଜନ ଟି ଏବେ ବହୁତ୍ ମାତ୍ରାରେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.