ପୁଣି viral ହେଲେ “ହର ହର ଶମ୍ଭୁ” ପରେ ଏବେ ଆସୁଛି ଅଭିଲିପ୍ସାଙ୍କ ନୂଆ ଗୀତ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 172

ହର ହର ଶମ୍ଭୁ ଗୀତ ଗାଇ ଚର୍ଚ୍ଚା ରେ ରହିଥିବା ଅଭିଲିପ୍ସା ପଣ୍ଡା ଲୋକ ମାନ ଙ୍କୁ ଆଉ ଏକ ଗୀତ ଭେଟି ଦେବା କୁ ଯାଉଛନ୍ତି । ତାଙ୍କର ଭୋଲେନାଥ ଇଜ୍ ଲାଇଫ ଗୀତ ଖୁବ ଶୀଘ୍ର ରିଲିଜ ହେବା କୁ ଯାଉଛି । ପୁଣି ଥରେ ଇଣ୍ଟରନେଟ ରେ ପ୍ରଶଂସା ର ପାତ୍ର ପାଲ ଟି ବେ ଅଭିଲିପ୍ସା । ଅଭିଲିପ୍ସା ଙ୍କ ନିଜ ସହଯୋଗୀ ଜିତୁ ଶର୍ମା ଙ୍କ ସହ ହର ହର ଶମ୍ଭୁ ଗୀତ ଗାଇ ଚର୍ଚ୍ଚା ରେ ରହିଥିଲେ । ଦେଶ ବିଦେଶ ରେ ପ୍ରଶଂସା କରା ଯାଇଥିଲା । ତାଙ୍କ ଗୀତ ର ଦିୱାନା ସମସ୍ତେ ରହିଥିଲେ ।

କେଉଁଝର ରେ ଜନ୍ମିତ ଓଡିଆ ଝିଅ ଅଭିଲିପ୍ସା ଏବେ ସାରା ଦେଶ ରେ ନିଜ ଗୀତ ପାଇଁ ଚର୍ଚ୍ଚା ରେ ରହିଛନ୍ତି । ତାଙ୍କ ଗୀତ କୁ ଅନେକ ଭଲ ପାଉଥିବା ଦେଖା ଯାଇଛି । ତାଙ୍କର ଆଉ ଏକ ଗୀତ ରିଲିଜ୍ ହେବା ଖବର ଶୁଣି ଫ୍ୟାନ ମାନ ଙ୍କ ମଧ୍ୟରେ ଉତ୍ସାହ ବଢି ଯାଇଛି ।

ତେବେ ତାଙ୍କର ନୂଆ ଗୀତ ଶ୍ରାବଣ ମାସ ଭିତ ରେ ରିଲିଜ ହେବ ବୋଲି କୁହାଯାଉଛି । ତେବେ ଅଭିଲିପ୍ସା କରା ଟେରେ ବ୍ଲାକ ବେଲ୍ଟ ଅଛନ୍ତି ଏବଂ ଜାତୀୟ ସ୍ତର ରେ ସୁନା ପଦକ ମଧ୍ୟ ଜତିଛନ୍ତି । ୮ଟି ଭାଷା ରେ ସେ ଗୀତ ଗାଇବାର ଦକ୍ଷତା ରଖିଛନ୍ତି ।

ପୁଣି ଚମକି ଲେ ଭାଇରଲ ଗାର୍ଲ ଅଭିଲିପ୍ସା ପଣ୍ଡା । ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ ହେବା ସହ ହିଟ୍‌ ହେବା ରେ ଲାଗିଛି। ଏବେ ଅଭିଲିପ୍ସା ପଣ୍ଡାଙ୍କ ର ଆଉ ଏକ ଗୀତ ରିଲିଜ ହୋଇଛି । ଯାହା ଭାଇରାଲ ହେବା ସହ ଦର୍ଶକଙ୍କ ହୃଦୟ ଛୁଉଁଛି।

ଅଭିଲିପ୍ସା ପଣ୍ଡାଙ୍କ ‘ହର ହର ସମ୍ଭୁର’ ଅପାର ସଫଳତା ପରେ ଅନେକ ଗୀତ ଗାଇଛନ୍ତି। ବର୍ତ୍ତମାନ ‘ ଛଟି ମୈୟା ସେ ଗୁହାର’ ଏକ ଗୀତ ଗାଇଛନ୍ତି। ଯେଉଁ ଗୀତ ଟି ଏବେ ସୋସିଆଲ ମିଡିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।

ଆଗକୁ ଆସୁଛି ଛଟ ପର୍ବ। ଲୋକ ଙ୍କ ଆସ୍ଥାର ମହାପର୍ବ ଛଟ ପୂଜା। ଏହା ବିଭିନ୍ନ ସ୍ଥାନ ରେ ଆୟୋଜିତ ହୋଇଥାଏ। ବିଶେଷ କରି ବିହାର ରେ ଏହା ଘରେ ଘରେ ପାଳନ କରାଯାଉଥିବା ବେଳେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହା ପାଳନ କରା ଯାଇଥାଏ। ଏହି ପର୍ବ ଅବସର ରେ ଅଭିଲିପ୍ସା ଏହି ଗୀତ ଟି ଗାଇ ସସମ୍ତଙ୍କୁ ଛଟ ପୂଜାର ଶୁଭେଚ୍ଛା ଜଣାଇଛନ୍ତି।

କେନ୍ଦୁଝର ବଡବିଲର ଝିଅ ଅଭିଲିପ୍ସା ପଣ୍ଡା ଏହା ମଧ୍ୟରେ ଅନେକ ଗୀତରେ କଣ୍ଠଦାନ କରିସାରିଲେଣି। ଆଗାମୀ ଦିନରେ ସେ ଆହୁରି ସୁନ୍ଦର ଭଜନ ଶ୍ରୋତା ମାନ ଙ୍କୁ ଭେଟି ଦେବା ସହିତ ବଲିଉଡରେ ଜଗତରେ ଗୀତ ଗାଇବାକୁ ଇଚ୍ଛା ରଖିଛନ୍ତି। ଏଥିରେ ଅଭିଲିପ୍ସା ଏକ ନୂଆ ରୂପରେ ନଜର ଆସିଛନ୍ତି। ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଗୀତଟି କୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ୨ ଦିନରେ ୯.୪ କେ ଭିୟୁଜ ହୋଇସାରିଲାଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.