ପାଟିରୁ ଗଲୁ ମଲା ଯାଏ ମୁଁ ଆଜି Kiss ଦେବି… ଜବରଦସ୍ତ Scene ରେ କଲେ ଜବରଦସ୍ତ ରୋମାନ୍ସ….! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 221

ସେହିଭଳି ଏକ ଯାତ୍ରାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଏହାକୁ ଉପଭୋଗ କରିବେ। ଆପଣ ତ ଜାଣିଛନ୍ତି ଓଡ଼ିଶାରେ ଯଲିଉଡ ଜଗତର ଲୋକପ୍ରିୟତା ବେଶ୍ ଅଧିକ ରହିଛି। କୌଣସି ପର୍ବ ପର୍ବାଣୀ ପଡ଼ିଲେ ଅନେକ ଗାଆଁ ଏବଂ ସହର ମାନଙ୍କରେ ଯାତ୍ରା ହେବାଟା ଥୟ।

ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି।ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ ଯେମିତି କିମିଆ କରି ରଖିଛନ୍ତି।

ତାଙ୍କ ଅଭିନୀତ ଅପେରା ପଡିଲେ ଲୋକେ ଧାଇଁ ଯାଆନ୍ତି ଯେମିତି ବି ହେଉ ସେ ଯାତ୍ରାକୁ ଦେଖିବା ପାଇଁ।ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ।

ତେଣୁ ଯାତ୍ରା ଜଗତର କଳାକାର ମାନଙ୍କୁ ପାଖରେ ପ୍ୟାଣ୍ଡେଲ ରେ ଦେଖିବାକୁ ପାଇ ଦର୍ଶକ ବେଶ୍ ଖୁସି ହୁଅନ୍ତି।ବନ୍ଧୁଗଣ ଯେତେବେଳେ ବି ଆପଣଙ୍କୁ କୌଣସି ମନୋରଂଜନ ଯୋଗାଇବା ଭଳି କାର୍ଯ୍ୟକ୍ରମ ଦେଖିବାକୁ ସୁଯୋଗ ମିଳେ ଆପଣ ତାକୁ ହାତଛଡ଼ା କରୁ ନଥିବେ। ସେହିଭଳି ଅନେକ ମଜାଦାର ଭିଡିଓ ଆପଣ ସମୟକ୍ରମେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।

ତେବେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲମନୋରଂଜନ ଯୋଗାଇବା ଭଳି କାର୍ଯ୍ୟକ୍ରମ ଦେଖିବାକୁ ସୁଯୋଗ ମିଳେ ଆପଣ ତାକୁ ହାତଛଡ଼ା କରୁ ନଥିବେ।

ସେହିଭଳି ଅନେକ ମଜାଦାର ଭିଡିଓ ଆପଣ ସମୟକ୍ରମେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ତେବେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉ ଥିବାର ଆପଣ ଦେଖିବାକୁ ପାଉଥିବେ।

ଯାହା ଟିକେ ଆକର୍ଷିତ କଲାଭଳି ଏବଂ ଭିନ୍ନ ଧରଣର ମନୋରଂଜନ ପୂର୍ଣ୍ଣ ହୋଇଥାଏ।ସେହିପରି ଏଠାରେ ଯେଉଁ ଯାତ୍ରାର ଦୃଶ୍ୟକୁ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ତାହାକୁ ଦେଖିଲେ ଆପଣ ହସି ହସି ଗଡି ଯିବେ।ଏହା ଏକ କମେଡି ସିନ।

ଏଠାରେ ଦୁଇଜଣ ଯେଉଁଭଳି ଭାବରେ ଡାଏଲଗ କହୁଛନ୍ତି ତାହା ଦେଖିଲେ ବହୁତ୍ ଖୁସି ଲାଗୁଛି। ଦୁଇଜଣ କମେଡିଆନ ପରସ୍ପର ସହିତ ଯେଉଁ ଢଙ୍ଗରେ କଥା ହେଉଛନ୍ତି ତାହା ବେଶ୍ ଆକର୍ଷଣୀୟ ଲାଗୁଛି ତାଙ୍କ କହିବାର ଶୈଳୀ କୁ ଶୁଣିବା ପରେ। ଯୁବକ ଜଣଙ୍କ ଯୁବତୀଙ୍କୁ କହୁଛନ୍ତି ଯେ ମୋ ପାଟିରୁ ଗଲୁ ମଲା ଯାଏ ମୁଁ ଆଜି କିସ୍ କରି ଚାଲିବି। ଏହାପରେ ଯୁବତୀ ଜଣଙ୍କ ତାଙ୍କୁ ମଜାଳିଆ ଢଙ୍ଗରେ ଉତ୍ତର ଦେଉଛନ୍ତି।ଏହି କମେଡି ସିନ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave A Reply

Your email address will not be published.