ନାଗ ସାପକୁ kiss କରିବା ପଡ଼ିଲା ମହଙ୍ଗା .ଆଉ ତାପରେ ଯାହା ହେଲା,ଦେଖିଲେ ଆଶ୍ଚର୍ଯ୍ୟହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ

0 158

Kiss କରିବା ପଡିଗଲା ମହଙ୍ଗା କିସ୍ କରୁ କରୁ ସାପ ମାରିଦେଲା ଚୋଟବନ୍ଧୁଗଣ ସମସ୍ତଙ୍କୁ ଭୟଭୀତ କରିବା ଭଳି ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ବି ଚମକି ପଡିବେ। ତେବେ ବେଳେବେଳେ କିଛି ଏମିତି ଦୃଶ୍ୟ ଆପଣ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ଯ ହେଉଥିବେ।

ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ଦେଖିବାକୁ ମିଳିଥାଏ।ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ହଠାତ୍ ଟିକେ ଚକିତ ହୋଇପଡୁ।କାରଣ କିଛି ଭିଡିଓ ଏମିତି ବି ଥାଏ ଯାହାକୁ ଦେଖିଲେ ବିଚଳିତ ଲାଗିବା ସହ ଭୟରେ ଛାତି ଥରି ଉଠିଥାଏ।

ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ। lତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି।କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଲୋକେ ଏହି ଘଟଣାକୁ ସମ୍ପୂର୍ଣ୍ଣ ନଦେଖି ଏହାକୁ ଏଡାଇ ପାରନ୍ତି ନାହିଁ।

ଏହାକୁ ଦେଖି ସେମାନେ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି। କାରଣ ଏହା ଏମିତି ଭିଡିଓ ଯାହା ଅନ୍ଯ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ।ଆପଣ ପ୍ରତିଦିନ ଅନେକ ଏହିପରି ଭାଇରାଲ ଭିଡିଓ ମଧ୍ୟରୁ ଭୟଭୀତ କଲାଭଳି ଖବର ମଧ୍ୟ ଦେଖିବାକୁ ପାଉଥିବେ।

ସେହିପରି ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ,ଯାହା ଏକ ଭୟଙ୍କର ଏବଂ ବିଷଧର ନାଗ ସାପ ଉଦ୍ଧାର ର ଦୃଶ୍ୟ ଯାହା ଆପଣଙ୍କୁ ଚକିତ କରିବ ନିଶ୍ଚିତ।ଏଠାରେ ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ କିପରି ଏକ ଗୋଲ୍ଡେନ କୋବ୍ରାକୁ କୌଶଳ କ୍ରମେ ଉଦ୍ଧାର କରା ଯାଉଛି।

ଆପଣ ଜାଣିଛନ୍ତି କୋବ୍ରା ବା ନାଗ ସାପ ଯାହା ଏମିତି ଏକ ବିଷଧର ସାପ, ଯିଏ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ।ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ।ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ।

ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ।କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି ଏବଂ କେତେବେଳେ ବି କାହାକୁ ଦଂଶନ କରି ପାରନ୍ତି। ସେହିପରି ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏକ ନାଗ ସାପଟି କିପରି ଏକ ଘର ଭିତରକୁ ପଶି ଆସିବା ପରେ ମହିଳା ସାପଟିକୁ ଦେଖିବାକୁ ପାଇ ସାପ ଧରାଳି ଙ୍କୁ ସୂଚନା ଦେଇଥିଲେ।ଆଉ ପରେ ସାପ ଧରାଳି ଜଣଙ୍କ ଆସି ଏହି ବଡ ରାଗି ଗୋଲ୍ଡେନ କୋବ୍ରାକୁ ବେଶ୍ ଚତୁରତାର ସହ ଧରିବାକୁ ସକ୍ଷମ ହୋଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.