ଦେଖନ୍ତୁ ମୃତ୍ୟୁର live ଭିଡ଼ିଓ,କାର ବଇକ ହେଲା ଏମିତି ଦେଖିଲେ ଛାତି ଥରି ଉଠିବ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 156

ପ୍ରତ୍ୟେକ ଦିନ ଆପଣ ମାନେ ବିଭିନ୍ନ ଘଟଣା ସଂପର୍କରେ ଅବଗତ ହେଉଥିବେ ମାତ୍ର ଆଜି ଏହି ଘଟଣାଟି ସେହି ସମସ୍ତ ଘଟଣା ଠାରୁ ଭିନ୍ନ ଅଟେ କାରଣ ଏଥିରେ ଜଣେ ଡାକ୍ତରଙ୍କର ଏକ ନୂତନ ରୂପ ଦେଖିବାକୁ ମିଳିଛି ଯାହାକି ବହୁତ ନିନ୍ଦନୀୟ କଥା ଅଟେ ।

ଏହି ଘଟଣାରେ ଜଣେ ଡାକ୍ତର ହୋଇ ବ୍ୟକ୍ତି ସହିତ ଯେଉଁପରି ବ୍ୟବହାର କରୁଛନ୍ତି ତାହା ଆଦୌ ଶୋଭନୀୟ ନୁହେଁ । ତେବେ ସେ କାହିଁକି ଏପରି ବ୍ୟବହାର କରୁଛନ୍ତି ଏବଂ କଣ ରହିଛି ଏହା ପଛର ରହସ୍ୟ ଆସନ୍ତୁ ଜାଣିବା ସେ ବିଷୟରେ ।

ସୋସିଆଲ ମିଡିଆରେ ଏବେକା ସମୟରେ ଏହି ଭିଡିଓଟି ବହୁତ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଏହା ମୋବାଇଲରୁ ମୋବାଇଲ ଘୂରିବରେ ମଧ୍ୟ ଲାଗଛି। ଏହି ଭିଡିଓରେ ଦେଖାଦେଇଛି କି ଜଣେ ଡାକ୍ତର ହୋଇ କରି କିପରି ଭାବରେ ଜଣେ ସିକ୍ୟୁରିଟି ଗାର୍ଡକୁ ବାଡି ଧରି ମାଡ ମାରିବା ସହିତ ବହୁତ ଖରାପ ଭାଷାରେ ଗାଳି ମଧ୍ୟ ଦେଉଛନ୍ତି । ତେବେ ଡାକ୍ତର ହୋଇକରି ଏପରି କାମ କରିବା ପଛରେ କଣ କାରଣ ରହିଛି । ରୋଗୀଙ୍କର ସେବା ନକରି ସେ କାହିଁକି ଏହି ସିକ୍ୟୁରିଟି ଗାର୍ଡକୁ ମାଡ ମାରୁଛନ୍ତି ।

ଖବର ଅନୁସାରେ ଡାକ୍ତର ଜଣକ ମଦ୍ୟାପାନ କରୁଥିବାର ନଜର ଆସିଛି ତେବେ ମଦ୍ୟପାନ କରି ସେ ମାର୍କେଟକୁ ଆସିଛନ୍ତି ଏବଂ ନିଜ ସ୍କୁଟିକୁ ବାଇକ ଷ୍ଟାଣ୍ଡରେ ନରଖି ରାସ୍ତାରେ ପାର୍କିଂ କରିଛନ୍ତି । ତେବେ ତାଙ୍କର ସେହି ସ୍କୁଟିକୁ ଗାର୍ଡି ପାରକିଙ୍ଗ ଏରିଆରେ ରଖିବା ପାଇଁ ସିକ୍ୟୁରିଟି ଗାର୍ଡ ଜଣକ କହିଥିଲେ ସେହି ସମୟରେ ସେ ନିଶାରେ ତାଙ୍କୁ ମାରିବା ପାଇଁ ଆସିଥିଲେ ଏବଂ ତାଙ୍କ ସହିତ ଝଗଡା ମଧ୍ୟ କରିଥିଲେ କି ସେ ଗାଡି ପାରକିଙ୍ଗ କରିବେ ନାହିଁ

ବରଂ ତାଙ୍କ ଗାଡି ଯେଉଁଠି ଛିଡା ହୋଇଛି ସେହିଠାରେ ହିଁ ଛିଡାହେବ ।ଡାକ୍ତର ବାବୁଙ୍କର ଏପରି ଜିଦକୁ ଦେଖି ସେଠାରେ ଥିବା ଅନ୍ୟ ପୋଲିସ ମାନେ ମଧ୍ୟ ଆସି ପହଞ୍ଚିଲେ ଏବଂ ତାଙ୍କୁ ଗାଡି ସାଇଟ କରିବା ପାଇଁ କହଥିଲେ ମାତ୍ର ସେ ନିଶାରେ ଏପରି ଥିଲେକି ଠିକ ସେ ଚାଲିପାରୁଥିଲେ ଆଉ ପୋଲିସ ବାବୁଙ୍କୁ ବାଡି ଦଖାଇ କହୁଥିଲେ ମୋ ଗାଡି ଯେଉଁଠି ଛିଡା ହୋଇଛି ସେହିଠାରେ ଛାଡି ହେବ ମୁଁ ସାଇଟ କରିବି ନାହିଁ ।

ଏହା ସହିତ ଦୁଇ ତିନି ଜଣ ପୋଲିସ ମିସଲିକରି ମଧ୍ୟ ତାଙ୍କର ଏପରି ବ୍ୟବହାରକୁ ରୋକିବା ପାଇଁ ଚେଷ୍ଟା କରିଥିଲେ । ତେବେ ତାଙ୍କର ଏହି ପ୍ରକାର ଏକ କଥାକୁ କେହି ଜଣେ ବ୍ୟକ୍ତ ରେକର୍ଡ କରିଥିଲେ ଏବଂ ତାହାକୁ ପୋଷ୍ଟ କରିଥିଲେ ସୋସିଆଲ ମିଡିଆରେଜଣେ ଡାକ୍ତର ହୋଇକରି!

ଏପରି ଏକ ବ୍ୟବହାର ପ୍ରଦର୍ଶନ କରିବା ଆଦୌ ଠିକ ନୁହେଁ ଏପରିକି ନିୟମକୁ ଭାଙ୍ଗିବା ମଧ୍ୟ ଠିକ ନୁହେଁ କରାଣ ଯଦି ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହୋଇ କରି ଏପର ଲଜ୍ଜ୍ୟାଜନକ କାମ କରିବେ ତେବେ ସାଧାରଣ ଜନତା ତାଙ୍କ ପାଖରୁ କଣ ଶିକ୍ଷା ଲାଭ କରିବେ । ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.