ଦୁର୍ଗାପୂଜା ଉପଲକ୍ଷେ ନୂଆ ରୂପରେ ରୂପା… ଭିଡ଼ିଓ ଦେଖିଲେ ଆଖି ଝଲସି ଯିବ… ମାତ୍ର 4 ଘଣ୍ଟାରେ Million Plus ରୁ ଅଧିକ ଲୋକ ଦେଖି ସାରିଲେଣି

0 198

ଟିକଟକ ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ରୂପା ପିଣ୍ଟୁ ବର୍ତ୍ତମାନ ସମୟରେ ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ସବୁ ସମୟରେ ସାମାଜିକ ଗଣ ମାଧ୍ୟମରେ ଏହି ଦୁଇ ଲୋକପ୍ରିୟ ଯୋଡ଼ିକୁ ନେଇ ଚର୍ଚ୍ଚା ଚାଲିଥାଏ। ରୂପା ଓ ପିଣ୍ଟୁଙ୍କ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହାର ନାଁ ରହିଛି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ।

ଏହି ୟୁଟ୍ୟୁବ ଚ୍ୟାନେଲ ବର୍ତ୍ତମାନ ସମୟରେ ଓଡ଼ିଶାରେ ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବେ ପରିଚିତ। ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ଆପଣ ତ ରୂପା ପିଣ୍ଟୁ ଙ୍କ ଅନେକ ବ୍ଲଗ୍ ଭିଡିଓ ଦେଖିଥିବେ। ସେହିପରି ଏବେ ଯେଉଁ ବ୍ଲଗ୍ ଭିଡିଓ ଆମେ ଦେଖିବା ତାହା ହେଉଛି ଦୂର୍ଗା ପୂଜା ଉପଲକ୍ଷେ ରୁପାଙ୍କ ନୂଆ ରୂପ।

ଓଡ଼ିଶାର ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ର ଏକ ସୁପରହିଟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଦୁଇଜଣ ଏକ ଲୋକପ୍ରିୟ ଚେହେରା ପାଲଟି ଛନ୍ତି।ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ ସବୁ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି।

ଆପଣ ସୋସିଆଲ ମିଡ଼ିଆରେ ସେମାନଙ୍କ ପ୍ରଶଂସକ ମାନଙ୍କର ଭଲପାଇବା ଏବଂ ପ୍ରତିକ୍ରିୟାରୁ ଜାଣି ପାରୁଥିବେ।ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।

 ଏମାନେ ହେଉଛନ୍ତି ବର୍ତ୍ତମାନ ଓଡିଶାରେ ପରିଚିତ ଦୁଇଟି ଲୋକପ୍ରିୟ ଚେହେରା।ଆପଣ ତ ଜାଣିଛନ୍ତି ଏବେ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ରେ ଦୁଇଟି ଚେହେରା ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି।ସୋସିଆଲ ମିଡ଼ିଆରେ ତାଙ୍କର ଲୋକପ୍ରିୟତା ଏତେ ଅଧିକ ଯେ ତାଙ୍କୁ ଦେଖିବାକୁ ବହୁତ୍ ପଶନ୍ଦ କରୁଛନ୍ତି ଲୋକେ।

ଏହି ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଯୋଡି ବେଶ୍ ପରିଚିତ ହୋଇ ପାରିଛନ୍ତି ତାଙ୍କ ଟାଲେଣ୍ଟ କୁ ଦେଖାଇ।ତେବେ ରୂପା ଏବଂ ପିଣ୍ଟୁ ଙ୍କ ଅନେକ ବ୍ଲଗ୍ ଭିଡିଓ ଆପଣ ସମୟ କ୍ରମେ ଦେଖିଥିବେ। ଏବେ ପୁଣି ସେମାନଙ୍କର ଏକ ସୁନ୍ଦର୍ ଭିଡିଓ ସାମ୍ନାକୁ ଆସିଛି।

ଯେଉଁ ଭିଡିଓ ରେ ପିଣ୍ଟୁ କେତେ ମଜା ମସ୍ତି କରୁଛନ୍ତି ଏବଂ ନିଜେ ମଜା କରିବା ସହିତ ଅନ୍ଯ ମାନଙ୍କୁ ମଧ୍ୟ ହସାଉ ଅଛନ୍ତି ତାହା ଦେଖନ୍ତୁ।ଏହାଛଡା ସେ ଦେଖାଉଛନ୍ତି ଯେ ରୂପା କିପରି ପୂଜା ପାଇଁ ନିଜକୁ ସଜେଇ ଛନ୍ତି। ରୂପା କିପରି ମେହେନ୍ଦି କରିଛନ୍ତି ଆଉ ଏହା କିପରି ଦେଖା ଯାଉଛି ତାହାକୁ ଦେଖାଇଛନ୍ତି ପିଣ୍ଟୁ। ରୂପା ଙ୍କ ହାତରେ ମେହେନ୍ଦି ବି ବହୁତ୍ ସୁନ୍ଦର ଲାଗୁଛି।

ରୂପାଙ୍କ ହାତରେ ମେହେନ୍ଦି କୁ ଦେଖାଇବା ପରେ ପିଣ୍ଟୁ ତାଙ୍କ ଘରର ଅନ୍ଯ ସଦସ୍ୟ ମାନଙ୍କର ପୂଜା ପାଇଁ ପ୍ରସ୍ତୁତିକୁ ନେଇ ହେଉଥିବା କାର୍ଯ୍ୟ କଳାପର ଦୃଶ୍ୟକୁ ଦେଖାଇଛନ୍ତି। ସମସ୍ତେ ବହୁତ୍ ମଜା ମସ୍ତି କରୁଛନ୍ତି। ପିଣ୍ଟୁ ସମସ୍ତ ସହ କିପରି ମଜାରେ ଲାଗୁଛନ୍ତି ତାହା ଆପଣ ଏହି ଭିଡିଓ ରେ ଦେଖି ନିଶ୍ଚିତ ଖୁସି ହେବେ।

ଏହାଛଡା ରୂପା ଓ ପିଣ୍ଟୁ ଙ୍କ ଏକ କୁନି ଝିଅ ଖୁସି କିପରି ତାର କାର୍ଯ୍ୟ କଲାପ ଦ୍ବାରା ଅନ୍ଯ ମାନଂକର ମନୋରଂଜନ କରାଉଛି ତାହା ଆପଣ ଏଠାରେ ଦେଖିବାକୁ ପାଇବେ।ଏହି ବ୍ଲଗ୍ ଭିଡିଓ ଯାହା ପୂଜା ପୂର୍ବର ପ୍ରସ୍ତୁତି ର ଦୃଶ୍ୟ ସବୁ ଦେଖିବାକୁ ମିଳିଛି ତାହା ଦେଖିଲେ ଆପଣ ବି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.