ଛିଃ…ଛିଃ….”ରାତିରେ ଗୋଟିଏ ଘରେ ଧାରା ପଡିଲେ ଶାଶୁ ଜୋଇଁଆଉ ତାପରେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 3,088

ଆଜିକାଲି ସମାଜରେ ଚୋରି,ଡକାୟତି,ହାଣିବା ଆଦି ପରି ବହୁ କୁକର୍ମ ଦିନକୁ ଦିନ ବଢିବା ରେ ଲାଗିଛି।ସେପରି ଲୋକଙ୍କୁ ଆଇନ ଦଣ୍ଡ ଦେଉଛି ସତ କିନ୍ତୁ ସେମାନେ ସେହି ଦଣ୍ଡ କୁ ଖାତିର ନ କରି ପୁଣି ସେହି କାମ କରୁଛି।ତେବେ ସମାଜରେ ଏହିପରି ଅନ୍ୟାୟ,ଅନୀତି ,ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ କିଛି ପାରିବାରିକ ସମସ୍ୟା ଉଗ୍ର ରୂପ ଧାରଣ କରୁଛି।

ପରିବାରରେ ପରସ୍ପର ପ୍ରତି ରହୁନି ସ୍ନେହ,ପ୍ରେମ,ଭଲପାଇବା।କେହି କାହାର ସମ୍ମାନ ପ୍ରତି ଦେଉନାହାନ୍ତି ଧ୍ୟାନ।ଆସନ୍ତୁ ଜାଣିବା ଏପରି ଏକ ଘଟଣା ବିଷୟରେ….ସମାଜର ପବିତ୍ର ବନ୍ଧନ ହେଉଛି ବିବାହ ବନ୍ଧନ , ଏହି ବନ୍ଧନରେ ପ୍ରଚୁର ଭଲପାଇବା ଏବଂ ସମ୍ମାନ ରହିଥାଏ । ମାତ୍ର ଆଜିର ଲୋକମାନେ ଏହି ବନ୍ଧନକୁ ମଧ୍ୟ ଅପବିତ୍ର କରିବାକୁ ପଛଉ ନାହାନ୍ତି ।

ସ୍ୱାମୀ ସ୍ତ୍ରୀ ସଂପର୍କ ଏକ ପବିତ୍ର ସଂପର୍କ ହୋଇଥାଏ ମାତ୍ର ଏବେକା ସମୟରେ ସେହି ସଂପର୍କରେ ମଧ୍ୟ ଝଡ ସୃଷ୍ଟି ହେଉଛି । ସୁନ୍ଦର ଭାବରେ ଗଢି ଉଠିଥିବା ସୁନାର ସଂସାରଟି କିଛି ଭୁଲ ପାଇଁ ଭାଙ୍ଗି ଚୁରମାର ହୋଇଯାଇଥାଏ । ତେବେ ଏଥିପାଇଁ ଭଉୟ ସ୍ୱାମୀ ସ୍ତ୍ରୀ ଦୁହେଁ ଦାୟୀ ରହିଥାନ୍ତି । ସେହିପରି ଏକ ଘଟଣା ଏବେ ଆମ ସାମ୍ନାକୁ ଆସିଛି

, ଯାହା ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।ଯେଉଁ ଘଟଣା ସଂପର୍କରେ ଆମେ ଆପଣ ମାନଙ୍କୁ କହିବୁ ତାହା କେଉଁ ସ୍ଥାନର ଜଣାପଡିନାହିଁ ମାତ୍ର ଏହା ବହୁତ ହିଁ ନିନ୍ଦନୀୟ କଥା ଅଟେ । ଏଥିରେ ଜଣେ ସ୍ତ୍ରୀ ତାର ସ୍ୱାମୀକୁ ଧୋକା ଦେବାର ଦେଖାଦେଇଛି ବିବାହ ପରେ ମଧ୍ୟ ଜଣେ ସ୍ତ୍ରୀ ପର ପୁରୁଷ ସହିତ!

ସଂପର୍କ ସ୍ଥାପନ କରୁଛି ଯାହାକି ସମାଜ ପାଇଁ ଆଗାମୀ ଯୁବପିଢି ମାନଙ୍କ ପାଇଁ ବହୁତ ଲଜ୍ଜ୍ୟାଜନକ ଏବଂ ନିନ୍ଦନୀୟ କଥା ଅଟେ । ଘଟଣାଟି ଏପରି ହୋଇଥିଲା କି ମହିଳା ଜଣକ ଯେତେବେଳେ ନିଜ ସ୍ୱାମୀ ଘରେ ନଥିଲେ ସେହି ସମୟରେ ନିଜର ପ୍ରେମିକକୁ ଘରକୁ ଡାକିଥିଲେ ।

ସେମାନେ ଯେତେବେଳେ ଘରେ ରୁମରେ ଏକା ଥିଲେ ସେହି ସମୟରେ ଗ୍ରାମର ଲୋକମାନେ ଘର ଭିତରକୁ ପଶିଯାଇଥୁିଲେ ଏବଂ ସେମାନଙ୍କୁ ଏକାଠି ଧରିନେଇଥିଲେ । ଗ୍ରାମରେ ଲୋକମାନେ ଯେତେବେଲେ ସେମାନଙ୍କୁ ସାଙ୍ଗରେ ଦେଖିଥିଲେ ସେହି ସମୟରେ ମହିଳା କହିଥିଲେ କି ମୁଁ ତାଙ୍କୁ ପ୍ରେମ କରୁଛି ସେ ମୋର ପ୍ରେମ ତମେ ମାନେ ଯାହା କରୁଛ କର ମୋର କିଛି ହବନି ।

ତେବେ ମହିଳାଙ୍କର ସେହି କଥାଟିକୁ ସେଠାରେ ଥିବା ଜଣେ ବ୍ୟକ୍ତି ରେକର୍ଡ କରିଥିଲେ ଏବଂ ତାହାକୁ ସୋସିଆଲ ମିଡିଆକରେ ଅପଲୋଡ କରିଥିଲେ । ତେବେ ସେହି ଭିଡିଓଟି ଏବେ ଘୂରି ବୁଲୁଛି , ଯାହାକି ବହୁତ ଲଜ୍ଜ୍ୟାଜନକ ଏବଂ ଅନୈତିକ ଅମାନବୀୟ କାର୍ଯ୍ୟକଳାପ ଅଟେ ଆଜିର ମନୁଷ୍ୟ ଇଣ୍ଟରନେଟ ସହ ଓତଃପ୍ରୋତ ଭାବେ ଜଡ଼ିତ ରହୁଛନ୍ତି ।

ତେବେ ଫେସବୁକ, ଇଂସ୍ତାଗ୍ରାମ ଟ୍ୱିଟର ଆଦି ସୋସିଆଲ ମିଡ଼ିଆ ସହ ବାଳକ ଠାରୁ ବୃଦ୍ଧ ଯାଏ ସମସ୍ତେ ଜଡିତ ରହୁଛନ୍ତି । କାରଣ ପୃଥିବୀର କୋଣ ଅନୁକୋଣରେ ଥିବା ପ୍ରତିଟି ଲୋକ ଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ସହିତ କୌଣସି ସାଧାରଣ କିମ୍ବା ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ଅବଗତ କରାଇବା ଦିଗରେ ସୋସିଆଲ ମିଡ଼ିଆ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରୁଛି!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.