(ଗ୍ୟାସ, ଏସିଡିଟି, କବଜ) ସମସ୍ତ ପ୍ରକାର ପେଟରୋଗ ମାତ୍ର ୧୦ ଦିନରେ ମୂଳରୁ ଶେଷ ହେବ,କରନ୍ତୁ ଏହି ଛୁଟିଆ ଘରୋଇ ଉପଚାର…..

0 94

ଏସିଡ ଠାରୁ ଆରମ୍ଭ କରି ଆମର ମୋଟା ପଣ,ପେଟ ର ଗ୍ୟାସ ଭଳି ବିଭିନ୍ନ ସମସ୍ୟା ଦେଖା ଯାଇଥାଏ ତେବେ ଏହି ସମସ୍ତ ରୋଗରୁ ରକ୍ଷା ପାଇବା ପାଇଁ ଆମକୁ ଏକ ଘରେଇ ଉପଚାର ପ୍ରସ୍ତୁତ କରିବା ହେବ ଯାହାକୁ ସେବନ କରିବା ଦ୍ୱାରା ଆମର ମୋଟା ପଣ, ପେଟର ଚର୍ବି,ଗ୍ୟାସ, ଏସିଡ଼ିଟି ଭଳି ବିଭିନ୍ନ ପ୍ରକାର ର ରୋଗ ସମସ୍ୟା ମାତ୍ରା ଅଳ୍ପ ଦିନ ମଧ୍ୟରେ ଦୂର ହେଇଯିବ ।

ଖାଇଥିବା ଖାଦ୍ୟର ଏହା ଏକ ପାଚନ କ୍ରିୟା ପରେ ଏହା ଉତ୍ପନ ହେଇଥାଏ ତା ସହିତ ଏହା ଆମ ଶରୀର ଭିତରେ ଏସିଡ ତିଆରି ହେଇଥାଏ । ତେବେ କୁହାଯାଏ ଯେ ଏହି ଏସିଡ ଆମ ଶରୀର ଅଧିକ ହେଇଗଲେ ଆମ ଶରୀର ରେ ଥିବା କିଡ଼ନୀ ଏହି ଏସିଡ କୁ କାଢି ପାରେ ନାହିଁ । ଏବଂ ଧୀରେ ଧୀରେ ଏହା ଆମ ଶରୀର ଏହି ଏସିଡ ବଢିବାରେ ଲାଗେ । ଯାହା ଫଳ ରେ ଏହା ଆମ ଶରୀର ଥିବା ବିଭିନ୍ନ ଗଣ୍ଠି ରେ ଏହା ଜମି ଯାଇଥାଏ ଯାହାଦ୍ୱାରା ଆମ ଆଣ୍ଠୁ ଗଣ୍ଠି ଫୁଲିବାରେ ଲାଗିଥାଏ ।

ଶରୀର ଏହା ମାତ୍ରା ଅଧିକ ରହିଥାଏ ତାହାଲେ ଆପଣ ମାଛ, ମାଂସ, ଅଣ୍ଡା, ଫୁଲ କବି, ରାଜମା, ଡାଲି, ମିଠା ଓ ମଦ ଆଦି ସେବନ କରିବା ଉଚିତ ନୁହଁ । ତେଣୁ ଏହି ସମୟରେ ଆପଣ ଅଧିକ ରୁ ଅଧିକ ପାଣି ପିଇବା ଆବଶ୍ୟକ ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଏସିଡ କମ କରିବା,

ପେଟର ମୋଟା ପଣ ଦୂର କରିବା ସହିତ ପେଟ ର ଚର୍ବି କୁ ହ୍ରାସ କରିବା ପାଇଁ ସହଜ ଘରେଇ ଉପଚାର ବିଷୟରେ ଜାଣିବା ଯାହା ଆପଣ ଅତିସହଜ ରେ ନିଜ ଘରେ ରହି ତିଆରି କରିପାରିବେ ଓ ଉପଚାର ଟି ତିଆରି କରିବା ପାଇଁ ମାତ୍ର କିଛି ସାମଗ୍ରୀ ର ଆବଶ୍ୟକ ପଡିଥାଏ ।

ଆବଶ୍ୟକୀୟ ଉପକରଣ :-

ହରିଡ଼ା,ଜୁଆଣି,ପାନ ମହୁରି

ପ୍ରସ୍ତୁତି ପ୍ରଣାଳୀ :-

ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ 4 ଟି ହରିଡ଼ା କୁ ନେଇ ଚେଁଛି ଗୁଣ୍ଡ କରିଦିୟନ୍ତୁ । ତାପରେ ସେଥିରେ ଏକ ଚାମଚ ଜୁଆଣି ନିୟନ୍ତୁ ଓ ତାପରେ ସେଥିରେ ଏକ ଚାମଚ ପାନ ମହୁରି ସ୍ୱାଦ ଅନୁସାରେ କଳା ଲୁଣ ନିୟନ୍ତୁ ।

ତାପରେ ଏକ ଲୁହା କଢେଇ କୁ ଗ୍ୟାସ ରେ ବସାନ୍ତୁ ଓ ସେଥିରେ ହରିଡ଼ା ଗୁଣ୍ଡ ଏକ ଚାମଚ ଜୁଆଣି ଓ ଏକ ଚାମଚ ପାନ ମହୁରୀ ଦେଇ ଏହାକୁ ଭଲ ଭାବରେ ଭାଜି ଆଣନ୍ତୁ। ତାପରେ ଏହାକୁ କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ ଛାଡି ଦିୟନ୍ତୁ । ଏବେ ଆପଣ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏହାର ପାଉଡର ପ୍ରସ୍ତୁତ କରନ୍ତୁ ।

 

ସେବନ ବିଧି :-

ଆପଣ ପ୍ରସ୍ତୁତ କରିଥିବା ଉପଚାର ଟି କୁ ଆପଣ ଏକ ଗ୍ଲାସ ଉଷୁମ ପାଣି ରେ ଅଧା ଚାମଚ ଆପଣ ପ୍ରସ୍ତୁତ କରିଥିବା ଗୁଣ୍ଡ କୁ ଭଲ ଭାବରେ ମିକ୍ସ କରି ଏହାକୁ ସକାଳେ ଖାଲି ପେଟରେ ନହଲେ ଖାଇବା ପରେ ସେବନ କରନ୍ତୁ । ଦେଖିବେ ଆପଣଙ୍କର ପେଟ ସଫା ହେବା ସହିତ, ଗ୍ୟାସ, ଏସିଡ଼ିଟି, ଭଳି ସମସ୍ୟା ଦୂର ହେଇଯିବ ।ତେବେ ଏହିଭଳି ଉପାୟରେ ଆମେ ଆମ ଶରୀରରେ ଗ୍ୟାସ ଓ ଏଡିଡ଼ିଟି କୁ ଦୁରେଇ ଦେଇ ପାରିବା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.