ଓଡିଶାର No-1 ୟୁଟୁବର Rupa ଏତେ ଶସ୍ତା ମାତ୍ର 10 ଟଙ୍କାରେକିଣିଲା ଶାଢ଼ୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 334

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଗତକାଲି ପବିତ୍ର ଦୂର୍ଗା ପୂଜା ଉପଲକ୍ଷେ ରିଲିଜ୍ ହୋଇଛି ଏକ ସୁନ୍ଦର୍ ମ୍ୟୁଜିକ ଭିଡିଓ। ମାଆ ଦୂର୍ଗା ଦେବୀ ଙ୍କ ଏହି ଭଜନ ସଙ୍ଗୀତ ବେଶ୍ ଆକର୍ଷଣୀୟ ହୋଇଛି।ଏହି ମ୍ୟୁଜିକ ଭିଡିଓ ରେ ଅଭିନୟ କରିଛନ୍ତି ଆପଣଙ୍କ ସମସ୍ତଙ୍କ ପ୍ରିୟ ରୂପା।ଏହି ଭଜନର ମ୍ୟୁଜିକ ଭିଡିଓ ଟି ଏବେ ଲୋକଙ୍କ ଦ୍ୱାରା ବେଶ୍ ଗ୍ରହଣୀୟ ହୋଇ ପାରିଛି।

ଲୋକେ ଏହାକୁ ବହୁତ୍ ମାତ୍ରାରେ ଦେଖୁଛନ୍ତି ଏବଂ ଭଲପାଇବା ଦେଉଛନ୍ତି। ଆପଣ ତ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ର ଏକ ସୁପରହିଟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଦୁଇ ଜଣ ଏକ ଲୋକପ୍ରିୟ ଚେହେରା ପାଲଟି ଛନ୍ତି।ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ ସବୁ କରୁଛନ୍ତି।

 ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ଯାହା ଆପଣ ସୋସିଆଲ ମିଡ଼ିଆରେ ସେମାନଙ୍କ ପ୍ରଶଂସକ ମାନଙ୍କର ଭଲପାଇବା ଏବଂ ପ୍ରତିକ୍ରିୟାରୁ ଜାଣି ପାରୁଥିବେ।ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ।

ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ରୂପା ଏବଂ ପିଣ୍ଟୁ ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ଏବେ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ବହୁତ୍ ଅଧିକ।

 ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଓଡ଼ିଶାରେ।ବହୁତ୍ ସୁନ୍ଦର୍ ସୁନ୍ଦର୍ ଭିଡିଓ ସବୁ ସେମାନେ ଲୋକଙ୍କୁ ମନୋରଂଜନ ପାଇଁ ଭେଟି ଦେଉଛନ୍ତି। ଆପଣ ଏ ଦୁହିଁଙ୍କର ଅନେକ ଭିଡିଓ ଦେଖି ସାରିଥିବେ।

ସେହିଭଳି ଏବେ ଯେଉଁ ଭିଡିଓ ତାଙ୍କର ସାମ୍ନାକୁ ଆସିଛି ତାହା ଲୋକଙ୍କ ମନକୁ ଛୁଇଁଲା ଭଳି ହୋଇଛି।ଏହି ଗୀତକୁ ଦେଖି ସମସ୍ତେ ଭକ୍ତି ଭାବରେ ବିଭୋର ହେଉଥିବା ବେଳେ ଏଭଳି ଭିଡିଓ ଦେଖିବା ପରେ ଦେହରେ ଏକ ଶିହରଣ ଖେଳାଇ ଦେଉଛି।

ରୂପା ଙ୍କ ସଜ୍ଜ ଏବଂ ତାଙ୍କର ଲୁକ୍ସ ଏହି ଭିଡିଓ ରେ ବେଶ୍ ଆକର୍ଷଣୀୟ ହୋଇଛି। ଆପଣ କେବଳ ନୁହଁନ୍ତି ବରଂ ରୁପାଙ୍କ ପରିବାର ଲୋକେ ମଧ୍ୟ ଏହି ଭିଡିଓ କୁ ଏବଂ ରୂପା ଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରୁଛନ୍ତି।ଏହି ବ୍ଲଗ୍ ଭିଡିଓ ରେ ଆପଣ ତାହା ଦେଖି ଜାଣି ପାରିବେ ଯେ କେତେ ଖୁସି ହୋଇଛନ୍ତି ରୂପା ଙ୍କ ଜେଜେ ବାପା ଏବଂ ଜେଜେ ମାଆ।

ରୂପା ଙ୍କ ମ୍ୟୁଜିକ ଭିଡିଓ କୁ ଟିଭି ରେ ଦେଖିବାକୁ ପାଇ ସେମାନେ ବହୁତ୍ ଖୁସି ହେବା ସହିତ ଏହି ଭିଡିଓ ସବୁଠାରୁ ଭଲ ହୋଇଛି ବୋଲି ସେ କହିଛନ୍ତି। ଏଭଳି ଏକ ଭଜନ ସଙ୍ଗୀତ ରେ ରୂପା ଙ୍କ ଏଭଳି ବେଶକୁ ଦେଖି ରୂପା ଙ୍କ ଜେଜେ ଙ୍କ ଆଖିରେ ଲୁହ ଆସି ଯାଉଥିବାର ଦେଖିବାକୁ ମିଳିଛି ଏହି ବ୍ଲଗ୍ ଭିଡିଓ ରେ। ଏହାଛଡା ଏହି ବ୍ଲଗ୍ ଭିଡିଓ ରେ ଆପଣ ରୂପା ଙ୍କ ଖୁସି ମଧ୍ୟ ଦେଖିବାକୁ ପାଇବେ। ଏହିଭଳି ଭଜନର ଭିଡିଓରେ ଅଭିନୟ କରି ରୂପା ଅଧିକ ଖୁସି ହୁଅନ୍ତି ବୋଲି ରୂପା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.