ଓଃ କି ଡ୍ୟାନ୍ସ ! Ritu ଭାଉଜଙ୍କ Sizzling Dance – ସମସ୍ତଙ୍କର ହୋସ ଉଡେଇଦେଲା… ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0 71

ରିତୁ ଭାଉଜଙ୍କ ର ସିଜିଲିଙ୍ଗ ଡ୍ୟାନ୍ସ ଦେଖି ଆଜି ଓଡିଶା ବାସୀ ବହୁତ ଖୁସି ଅଛନ୍ତି । ସିଦ୍ଧାର୍ଥ ଟିଭି ରେ ଚାଲିଛି ନାଚ ଓଡିଶା । ତେବେ ଏହି ରିଆଲିଟି ଶୋ ରେ କେବଳ ବହୁ ମାନେ ଭାଗ ନେଇ ପାରିବେ । ଯେଉଁ ମାନେ ବିବାହ କରି ସାରି ଛନ୍ତି ସେମାନେ ନାଚ ଓଡିଶା ରେ ଭାଗ ନେଇ ପାରିବେ ।

ସାଧାରଣତଃ ଦେଖି ବାକୁ ମିଳି ଥାଏ । ନାରୀ ମାନେ ଯେତେ ବଡ଼ କଳା କାର ହୋଇ ଥାନ୍ତି ନା କାହିଁକି । ସେମାନେ ବିବାହ କରି ସାରିବା ପରେ ତାଙ୍କ ପାଇଁ କିଛି ପ୍ଲାଟଫର୍ମ ନ ଥାଏ । ଯାହା ଫୋଳରେ ସେମାନଙ୍କ ପାଖରେ ଯାହା ବି କଳା ଥାଏ ସେମାନେ ସେଗୁଡି କୁ ସମ୍ପୂର୍ଣ ଭୁଲି ଯାଇ ଥାନ୍ତି ।

କିନ୍ତୁ ଏ ବର୍ଷ ସିଦ୍ଧାର୍ଥ ଟିଭି ର ନୂଆ ରିଆଲିଟି ଶୋ ନାଚ ଓଡିଶା ରେ ବିବାହିତା ନାରୀ ମାନେ ଭାଗ ନେଇ ଛନ୍ତି । ଓଡିଶା ର କଣ ଅନୁକଣ ରେ ଥିବା କଳା ଆଜି ପ୍ରସ୍ଫୁଟିତ ହେବାକୁ ଯାଉଛି । ଏହି ଅଡିସନ ରେ ଭାଗ ନେଇ ଛନ୍ତି ଋତୁ ଭାବି । ଆସନ୍ତୁ ଜାଣିବା ଋତୁ ଭାବି ଙ୍କୁ ଜଜେସ କଣ କହୁ ଛନ୍ତି ।

ତେବେ ଋତୁ ଭାବି ଜଣେ ଗରିବ ପରିବାର ରେ ଜନ୍ମ ଗ୍ରହଣ କରି ଥିଲେ । କିନ୍ତୁ ପାଖ ରେ ଥିଲା ବହୁତ କଳା ଯାହା ସେ କେବେ ସେ ଦେଖାଇ ପାରୁ ନ ଥିଲେ । ତେବେ ସେ ଗୋଟିଏ ଧନୀ ପରିବାର ରେ ବିବାହ କରି ଥିଲେ । ବିବାହ ର କିଛିଦିନ ପରେ ଆସି ଥିଲା ନାଚ ଓଡିଶା ରିଆଲିଟି ଶୋ ।

ତେବେ ସେଥିରେ ଋତୁ ଭାବି ଭାଗ ନେଇ ଥିଲେ । ଅଡିସନ ରେ ସେ ନିଜର ଜଲବା ଦେଖାଇ ଥିଲେ । ଯେଉଁ ଥିରେ ଜଜେସ ମାନେ ବହୁତ ଖୁସି ହୋଇ ଯାଇ ଥିଲେ , ତାଙ୍କୁ ଆଗକୁ ଯିବାକୁ ମଧ୍ୟ ଟିକେଟ ଦେଇ ଥିଲେ । ଆଗରେ ଥିଲା ମେଗା ଅଡିସନ । ମେଗା ଅଡିସନ ରେ ସେ ଏତେ ସୁନ୍ଦର ନାଚ ପରିବେଷଣ କରି ଥିଲେ । ଯେଉଁ ନାଚ କୁ ଜଜେସ ଶାଶ୍ୱତ ଦେଖି ଚମକି ପଡି ଥିଲେ ।

ରିତୁ ଭାଉଜ ଙ୍କୁ ବହୁତ ପ୍ରଶଂସା କରି ଥିଲେ । ତେବେ ରିତୁ ଭାବି ଙ୍କ ର ଭିଡିଓ ଏବେ ସୋସିଆଲ ମିଡିଆ ରେ ବହୁତ ଭାଇରାଲ ହେଉଛି । ଯାହା ଲୋକ ମାନେ ଦେଖି ମଧ୍ୟ ବହୁତ ଭଲ ଭଲ କମେଣ୍ଟ ଦେଉ ଛନ୍ତି । ଆଜି କାଲି ର ଦୁନିଆ , ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଅଛି ।

ଯଦି ଆପଣଙ୍କ ପାଖ ରେ ସେମିତି କିଛି କଳା ଅଛି ତାହାଲେ ଇନ୍ସଟା କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ରେ ଭିଡିଓ ପୋଷ୍ଟ କରନ୍ତୁ , ଦେଖିବେ ଆପଣ ବି ଦିନେ ଭାଇରାଲ ହୋଇ ପାରିବେ । ଯଦି ଆପଣ ମାନେ କୁଆଡେ ଯାଇ ପାରୁ ନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.