ଓଃ..କି..ଡ୍ୟାନ୍ସ – ଗାଉଁଲି ଝିଅ (Romyanjali) ଗୀତରେ କଲେ ନୂଆଁ ଜବରଦସ୍ତ ଆଲବମ ଡ୍ୟାନ୍ସ… ,ଦେଖିଲେ ନିଜକୁ ସମ୍ଭାଳି ପାରିବେନି ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ନୂଆ ନୂଆ ମ୍ୟୁଜିକ ଭିଡିଓ ମାନ ପ୍ରକାଶ ପାଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |
ଆଉ ଯାହାର ଯାଦୁରେ ସମସ୍ତେ ବେଶ ଦିୱାନୀ ମଧ୍ୟ ଥିବା କଥା ଦେଖା ଯାଏ |ତେବେ ଏଠାରେ ଯାହା ଦେଖା ଯାଇଛି କି ଏକ ନୂଆ ସମ୍ବଲପୁରୀ ଗୀତ ଟେ ପ୍ରକାଶ ପାଇଛି ସୋସିଆଲ ମିଡିଆରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ନିଜର ଡାନ୍ସ ର କମାଲ ଦେଖାଉଛନ୍ତି ଜୟଦେବ ଏବଂ ରମାୟଞ୍ଜଳି | ଆଉ ଯାହା ସମସ୍ତଙ୍କ ମନକୁ ବେଶ ଆକୃଷ୍ଟ ମଧ୍ୟ କରେଇଛି |
ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘାଟଣା ଉପରେ ଟିକିଏ ନଜର ପକାଇବା |ତେବେ ଆପଣ ମାନେ ଅନେକ ସମୟରେ ସମ୍ବଲପୁରୀ ଗୀତ ର ଝଲକ ଦେଖିବାକୁ ପାଉଥିବେ, ତେବେ ବର୍ତ୍ତମାନ ସେହି ଭଳି ସମ୍ବଲପୁରୀ ଗୀତ ର ଗୋଟିଏ ଦମଦାର ଝଲକ ଦେଖିବାକୁ ମିଳିଛି |
ଆଉ ଯେଉଁଠି ଦେଖିବାକୁ ମିଳିଛି କି “ପରଦେଶୀୟା ରାଜା ” ନାମରେ ଏକ ସୁନ୍ଦର ମ୍ୟୁଜିକ ଭିଡିଓ ଟି ରିଲିଜ ହୋଇଛି | ଆଉ ଯେଉଁଥିରେ ଜୟଦେବ ଏବଂ ରମାୟଞ୍ଜଳି ବହୁତ ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି | ଆଉ ଯାହା ସମସ୍ତଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଇଛି |
ଦେବେ ଦୁଇଜଣଙ୍କର ଯୋଡ଼ି ବେଶ ଲୋକ ପ୍ରିୟ ହୋଇଛି ଓ ନୂଆ ଏକ ଗାଁ ପରିବେଶ କୁ ନେଇକି ଲଭ ଗୀତ ଟି ଦେଖିବାକୁ ମିଳିଛି ଏହି ଭିଡିଓ ରେ |ଆଉ ଏହି ଭିଡିଓ ଓ ନାଚ ଏତେ ଭଲ କି ତାହାକୁ ଯିଏ ଦେଖୁଛି ପ୍ରସଂଶା ନ କରି ରହି ପାରିବ ନାହିଁ | ସମ୍ବଲପୁରୀ ଭାଷା ସାଙ୍ଗ କୁ ସମ୍ବଲପୁରୀ ଆନ୍ଦାଜ ରେ ଏହି ଗୀତ ଟି ସମସ୍ତଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି |
ଆଉ ଲଭ ସଙ୍ଗ ଟି ଏତେ ସମସ୍ତଙ୍କର ମନକୁ ଛୁଇଁଛି କି ଯିଏ ଦେଖୁଛି ପ୍ରସଂଶା ନ କରିକି ରହି ପାରିବନି ବୋଲି କୁହାଯାଉଛି | ତେବେ ଦୁଇ ଜଣଙ୍କର ଯୋଡ଼ି ମଧ୍ୟ ବେଶ ଭଲ ହୋଇଛି | ଆଉ ଦୁଇ ଜଣ ସୁନ୍ଦର ଭାବରେ ନିଜର ଡାନ୍ସ ର ଝଲକ ଦେଖାଉଥିବା କଥା କୁହାଯାଇଛି |
ତେବେ ଆମ ଓଡିଶା ରେ ବିଶେଷ କରିକି ସମ୍ବଲପୁରୀ ଗୀତ ରେ ପ୍ରସାର ଲାଭ କରିଥିବା ଭିଡିଓ ଟି କୁ ଲୋକ ମାନେ ପସନ୍ଦ କରିବା ସହିତ ଏହି ଗୀତର ଭିୟୁଜ ମଧ୍ୟ ବଢିବାକୁ ଲାଗିଛି | ଆଉ ଦର୍ଶକ ମାନେ ମଧ୍ୟ ଏହି ଯୋଡ଼ି କୁ ବେଶ ପସନ୍ଦ ମଧ୍ୟ କରୁଛନ୍ତି |
ଯାହା ଏବେ ଏହି ମ୍ୟୁଜିକ ଭିଡିଓ ଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |ନଜର ପକାଇବା |ତେବେ ଆପଣ ମାନେ ଅନେକ ସମୟରେ ସମ୍ବଲପୁରୀ ଗୀତ ର ଝଲକ ଦେଖିବାକୁ ପାଉଥିବେ, ତେବେ ବର୍ତ୍ତମାନ ସେହି ଭଳି ସମ୍ବଲପୁରୀ ଗୀତ ର ଗୋଟିଏ ଦମଦାର ଝଲକ ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି “ପରଦେଶୀୟା ରାଜା ” ନାମରେ ଏକ ସୁନ୍ଦର ମ୍ୟୁଜିକ ଭିଡିଓ ଟି ରିଲିଜ ହୋଇଛି | ଆଉ ଯେଉଁଥିରେ ଜୟଦେବ ଏବଂ ରମାୟଞ୍ଜଳି ବହୁତ ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।