ଓଃ..କି..ଡାନ୍ସ – saki saki ଗୀତରେ stage ଉପରେ ହଟ ଡାନ୍ସ କଲେ ସ୍କୁଲ ଝିଅ ! ମାତ୍ର ୪ ଘଣ୍ଟାରେ 253k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ଏବେ ପୁଣି ସାମ୍ନାକୁ ଆସିଛି ଏମିତି ଏକ ଡାନ୍ସ ଭିଡିଓ, ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏଠାରେ ସ୍ଵାଧୀନତା ଦିବସ ପାଳନ ଅବସରରେ ପିଲା ମାନଙ୍କର ଏକ ସୁନ୍ଦର ନୃତ୍ୟ ପରିବେଷଣ ହେଉଥିବାର ଦେଖିବାକୁ ମିଳିଛି। ଆପଣ ଜାଣିଛନ୍ତି,ଏହା କୁହାଯାଏ ଯେ, ନୃତ୍ୟ ହେଉଛି ଗତିର ଆନନ୍ଦ ଏବଂ ଜୀବନର ହୃଦୟ।
ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେବେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ ଏହି ମାଧ୍ୟମରେ।
ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି। ସେଥିରେ ସେମାନେ ନିଜେ ଜଣେ ଖୁସି ହେବା ନାଚରେ ନାଚରେ ସେମାନେ ତାଙ୍କର କଳାକୁ ଅନ୍ୟକୁ ଦେଖାଇ ଥାଆନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁଥିବେ।
ସେହିପରି ଏବେ ସାମ୍ନାକୁ ଆସିଛି ପିଲା ମାନଙ୍କ ଏକ ସୁନ୍ଦର୍ ହୃଦୟସ୍ପର୍ଶୀ ଡାନ୍ସ ଭିଡିଓ।ଏହି ଭିଡିଓ ରେ ଏହି କୁନି ପିଲା ମାନେ ଆମ ଦେଶପ୍ରତି ଉତ୍ସଗିକୃତ ଏକ ସୁନ୍ଦର୍ ଭାବପୂର୍ଣ୍ଣ ଗୀତରେ କିପରି ଭାବରେ ଡାନ୍ସ କରୁଛନ୍ତି ଥରେ ଦେଖନ୍ତୁ।ଏହି ଗୀତଟି ହେଉଛି ହର୍ କରମ୍ ଅପନା କରେଙ୍ଗେ ୟେ ବତନ୍ ତେରେ ଲିୟେ।
ସୁନ୍ଦର୍ ଭାବରେ ଅଭିନୟ ଦେଖାଇ ତ୍ରିରଙ୍ଗା ପତାକାର ତିନି ରଙ୍ଗର ପୋଷାକ ପିନ୍ଧି ଏଠାରେ ସେମାନେ ଏକ ଦେଶଭକ୍ତି ପ୍ରଦର୍ଶନ ର ନୃତ୍ୟ ଦେଖାଉଛନ୍ତି। ସେମାନେ ସୁନ୍ଦର୍ ଭାବରେ ଆତ୍ମବିଶ୍ବାସ ର ସହିତ ଏହି ଡାନ୍ସ କରୁଛନ୍ତି। ଯାହାକୁ ଦେଖିଲେ ବହୁତ ଖୁସି ଲାଗୁଛି।
ଏହି କୁନି ଝିଅ ମାନଙ୍କର ଏହିଭଳି ଡାନ୍ସ ଭିଡିଓ ସେୟାର ହେବା ପରେ ଏବେ ଏହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ସେମାନେ କିପରି ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି ତାକୁ ଦେଖି ଉପଭୋଗ କରନ୍ତୁ। ତେବେ ଏହି ଭିଡିଓ ଅନେକ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି!
ଏହି ଭିଡିଓ ରେ ପିଲାମାନେ ଯେଉଁ ଭଳି ଭାବରେ ଅନବରତ ଗୀତର ତାଳରେ ନୃତ୍ୟ କରି ଚାଲିଛନ୍ତି ତାହା ଦେଖିବାର କଥା।ଯାହାକୁ ଯିଏବି ଦେଖୁଛନ୍ତି ଆନନ୍ଦ ନେଉଛନ୍ତି। ତେବେ ଏହି ଡାନ୍ସ ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।
ଏହିଭଳି କିଛି ସୁନ୍ଦର୍ ମନଛୁଆଁ ମଜାଳିଆ ଭିଡିଓ ଆମକୁ ବହୁତ୍ ପଶନ୍ଦ ଆସିଥାଏ ଏବଂ ବହୁତ୍ ଖୁସି ମଧ୍ଯ ଦେଇଥାଏ।ଏହି ଭିଡିଓକୁ ଯିଏବି ଦେଖୁଛି ସେ ପ୍ରଶଂସା କରିବାକୁ ଲାଗୁଛି ଏବଂ ପସନ୍ଦ କରୁଛନ୍ତି। ୟୁ ଟ୍ୟୁବ୍ ରେ ଅପଲୋଡ଼ ହୋଇଥିବା ଏହି ଡାନ୍ସ ଭିଡିଓ କୁ ଏବେ ସୁଦ୍ଧା ୨ କୋଟି ୮ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।