ଓଃ..କି..ଡାନ୍ସ ! ପ୍ରକୃତି ମିଶ୍ର ଙ୍କ ର ପ୍ରକୃତି ଛୋଡା ହଟ ଡାନ୍ସ ,ଦେଖିଲେ ନିଜକୁ ସମ୍ଭାଳି ପାରିବେନି ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ଦୁନିଆ ରେ ବଡ ବଡ କଣ୍ଠ ଶିଳ୍ପୀ ଙ୍କ ମଧ୍ୟ ରୁ ପ୍ରକୃତି ମିଶ୍ର ଅନ୍ୟ ତମ । କେବଳ ସେ ଜଣେ ସିଙ୍ଗର ନୁହନ୍ତି , ସେ ଜଣେ ମଧ୍ୟ ଜଣେ ଭଲ ଆକ୍ଟର ଅଟନ୍ତି । ସେ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ତାରକା ଅଟନ୍ତି । ସେ ଜଣେ ବହୁତ ଗୁଡିଏ ଓଡ଼ିଆ ଫିଲ୍ମ ରେ ନାୟିକା ଭାବରେ କାମ କରି ଛନ୍ତି । ସେ ଦେଖିବା ପାଇଁ ବହୁତ ସୁନ୍ଦର । ତେଣୁ ତାଙ୍କ ପାଖ ରେ କଳା ପ୍ରତିଭା ଭରି ରହିଛି ।
ତାଙ୍କ ବାପା ମନ୍ମଥ ମିଶ୍ର ଜଣେ ମଧ୍ୟ ଆଗ ଧାଡି ର ଭଲ କଳାକାର ଅଟନ୍ତି । ତେବେ ପ୍ରକୃତି ମିଶ୍ର ବିଷୟ ରେ ଏତେ ସବୁ କହିବାର ମାନେ ହେଉଛି । ସସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁ ଭିଡିଓ ରେ ସେ ସୁଇମିଙ୍ଗ ପୁଲ ରେ ଜଣେ ଲୋକ ସହିତ ନାଚୁ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି । ସେ ଏହି ଭିଡିଓ ରେ ଛୋଟ ଛୋଟ ଡ୍ରେସ ପିନ୍ଧି ସେ ଟୋକା ସହିତ ମସ୍ତି କରିବା ର ଦୃଶ୍ୟ ଦେଖିବା ପାଇଁ ମିଳିଛି । ତେବେ ଆସନ୍ତୁ ଏବେ ସମ୍ପୂର୍ଣ୍ଣ ଘଟଣା ବିଷୟ ରେ ଜାଣିବା ।
ପ୍ରକୃତି ମିଶ୍ର ଜଣେ ଭଲ କଳା କାର । କଳା ପାଇଁ ସେ ବଂଚନ୍ତି କହିଲେ ଚଳେ ଛୋଟ ବେଳୁ ସେ ସବୁ ବେଳେ ଭାବି ଆସି ଛନ୍ତି ସେ ଜଣେ ହିରୋଇନ ହେବେ ବୋଲି । କିନ୍ତୁ ସେ କେବେ ଭାବି ନ ଥିଲେ ବୋଲିଉଡ଼ ରେ ତାଙ୍କୁ ହିରୋଇନ ହେବା ପାଇଁ ସୁଯଗ ମିଳି ପାରିବ ।
ତେବେ ସେ ବହୁତ ଗୁଡିଏ ଫିଲ୍ମ କରି ସାରିବା ପରେ ତାଙ୍କୁ ବାବୁ ସାନ ସହିତ ଫିଲ୍ମ କରିବା ପାଇଁ ସୁଯଗ ମିଳି ଥିଲା । ତେବେ ସେ ବାବୁ ସାନ ସହିତ କିଛି ଦିନ ଫିଲ୍ମ ନା ରେ ଲିଭ ଇଂନ ରିଲେସନ ସିପ ରେ ରହିବା ପରେ ସେ ବାବୁ ସାନ କୁ ଭଲ ପାଇ ବସି ଥିଲେ । ବାବୁ ସାନ ବିବାହିତା ଜାଣି ମଧ୍ୟ ତାଙ୍କୁ ସେ ଭଲ ପାଇ ବସି ଥିଲେ ।
କିନ୍ତୁ ହଟାତ ଦିନେ ରାସ୍ତା ରେ ପ୍ରକୃତି ମିଶ୍ର ଙ୍କୁ ବାବୁସାନ ଙ୍କ ର ପତ୍ନୀ ରାସ୍ତା ରେ ପିଟି ଥିଲେ । ତା ପରେ ପ୍ରକୃତି ମିଶ୍ର ମୁମ୍ବାଇ ଚାଲି ଯାଇ ଥିଲେ । ଆଉ ବାବୁ ସାନ ରହି ଯାଇ ଥିଲେ ଘରେ । ତେବେ ଏବେ ସସିଆଲ ମିଡିଆ ରେ ଭାଇରାଲ ହେଉଛି ।
ଛୋଟ ଛୋଟ ଡ୍ରେସ ପିନ୍ଧି ପ୍ରକୃତି ମିଶ୍ର ପ୍ରକୃତିଛୋଡା ରୋମାନ୍ସ କରୁ ଛନ୍ତି । ତେବେ ଏଥିରୁ ଜଣା ଯାଉଛି କି ସେ ପୁଣି ଥରେ ବୋଲିଉଡ଼ ଇଣ୍ଡଷ୍ଟ୍ରି କୁ ଆସିବା ପାଇଁ ଏମିତି ଭିଡିଓ କରି ସୋସିଆଲ ମିଡ଼ିଆ କୁ ଛାଡୁ ଛନ୍ତି । ତେଣୁ ଆପଣ ମାନେ ଏହି ଭିଡିଓ କୁ ଦେଖି ଖୁସି ହୁଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ