ଇଏ ହେଉଛନ୍ତି ଭାରତର ସବୁଠୁ ଖତରନାକ କମାଣ୍ଡୋ ଫୋର୍ସ, ଯାହାଙ୍କ ନା ଶୁଣିବା ମାତ୍ରେ ହିଁ ଥରି ଉଠେ ପାକିସ୍ତାନ
ଦେଶକୁ ଶକ୍ତିଶାଳୀ କରିବା ପାଇଁ ନିଜ ଦେଶର ସେନାମାନେ ମୁଖ୍ୟ ଭୂମିକା ଲିଭାଇ ଥାନ୍ତି l ନିଜ ଦେଶର ସୈନ୍ୟ ଓ ସ୍ପେସିଆଲ ଫୋର୍ସ କମାଣ୍ଡୋ ବଳରେ ଦେଶଟି ଅଧିକ ଶକ୍ତିଶାଳୀ ହୋଇ ଉଠିଥାଏ l ସାମରିକ କ୍ଷେତ୍ରରେ ଭାରତ ଏବେ ତାର ପ୍ରକୃତ ସାହାସିକତା ଦେଖାଇଛି l ଏଭଳି କିଛି କମାଣ୍ଡୋ ଭାରତରେ ଅଛନ୍ତି ଯେଉଁ ମାନେ ସବୁଠୁ ଖତରନାକ ଭାବେ କାମ କାମ କରନ୍ତି l ଯେଉଁଥି ପାଇଁ ଭାରତ ଏବେ ଅଧିକ ଶକ୍ତିଶାଳୀ ହୋଇ ପାରିଛି l ଅନ୍ୟ ଦେଶର ଶତ୍ରୁମାନେ ଭାରତ ନାଁ ଶୁଣିଲେ ତାଙ୍କ ଛାତି ଥରି ଉଠେ l ତେବେ ଆସନ୍ତୁ ଜାଣିବା ଏହି କମାଣ୍ଡୋଙ୍କ ଵିଷୟରେ l
ମାର୍କୋସ କମାଣ୍ଡୋ :ଏହି କମାଣ୍ଡୋ ଇଣ୍ଡିଆନ ନେଭି ରୁ ସିଲେକସନ କରାଯାଏ l 1987 ମସିହାରେ ଏହି କମାଣ୍ଡୋର ଗଠନ କରାଯାଇଥିଲା l ଏମାନେ ସମସ୍ତ ଅସ୍ତ୍ର ସହ ପାଣିରେ ଲୁଚି ରହିଥାନ୍ତି l ଉଭୟ ଜଳ ଓ ସ୍ଥଳ ରେ ଏମାନେ ଯୁଧ୍ୟରେ ମୁକାବିଲା କରିପାରିବେ l ୟୁ ଏସ ଏଲ ପରେ ଏହି କମାଣ୍ଡୋ ଅଧିକ ଶକ୍ତିଶାଳୀ ଭାବେ ପରିଚିତ l ଏମାନେ ବ୍ରିଟିଶ ଓ ଆମେରିକା ର ସିଲ ସହ ଟ୍ରେନିଂ ପାଇଥାନ୍ତି l ତେବେ ଏମାନେ ବହୁତ ଶକ୍ତିଶାଳୀ ଅଟନ୍ତି l
ପାରା କମାଣ୍ଡୋ :ଏହି ପାରା କମାଣ୍ଡୋ ଏକ ସବୁଠୁ ସ୍ପେସିଆଲ
ଫୋର୍ସ ଅଟନ୍ତି l ଏମାନେ ଉଭୟ ମାନସିକ ଓ ଶାରୀରିକ କ୍ଷେତ୍ରରେ ସୁସ୍ଥ ଅଟନ୍ତି l ଏମାନେ 65 କେ ଜି ଓଜନ ର ଜିନିଷ ନେଇ ଦଉଡିପାରନ୍ତି l 1965 ରେ ହୋଇଥିବା ଭାରତ ଓ ପାକିସ୍ତାନ ଯୁଧ୍ୟରେ ଏହି ପାରା କମାଣ୍ଡୋ ମୁଖ୍ୟ ଭୂମିକା ନେଇଥିଲେ l କାର୍ଗିଲ ଯୁଧ୍ୟରେ ମଧ୍ୟ ଏମାନଙ୍କ ପରାକ୍ରମଃ ଆଗରେ ପାକିସ୍ତାନର ସେନା ମାନେ ଟଳି ପଡ଼ିଥିଲେ l ଏମାନେ ସମସ୍ତ ପରିସ୍ଥିତିରେ ରହି ଯୁଧ୍ୟ କରିପାରନ୍ତି l ଏବେ ସୁଧl ଭାରତରେ ମୋଟ 1200 ପାରା କମାଣ୍ଡୋ ଅଛନ୍ତି l
ଗରୁଡ କମାଣ୍ଡୋ : ଏହି କମାଣ୍ଡୋ ସବୁଠୁ ପ୍ରଶିକ୍ଷିତ କମାଣ୍ଡୋ l ଏମାନେ ବାୟୁ ସେନାରୁ ଆସିଥାନ୍ତି l ସମସ୍ତ ରେଶକିଉ ଅପରେସନ କାର୍ଯ୍ୟରେ ଏମାନେ ସବୁଠୁ ଆଗୁଆ l ଏମାନେ ନିଜର ବୁଦ୍ଧି ବଳରେ ସର୍ଜିକାଲ ଷ୍ଟ୍ରାଇକ କରି ପାରନ୍ତି l ଭାରତରେ ମୋଟ 2000 ଗରୁଡ କମାଣ୍ଡୋ ଅଛନ୍ତି l
ଘାତକ କମାଣ୍ଡୋ : ଏମାନଙ୍କର ନାଁ ଯେମିତି ସେମିତି ଘାତକ ସାଜିଥାନ୍ତି ଶତ୍ରୁ ଉପରେ l ଏମାନେ ଏତେ ଶକ୍ତିଶାଳୀ ଯେ ଜଣେ ଘାତକ କମାଣ୍ଡୋ 20 ଜଣ ସେନା ସହ ଲଢେଇ କରିବାର କ୍ଷମତା ରହିଛି l ଏମାନଙ୍କ ଟ୍ରେନିଂ ସବୁଠୁ କଠିନ ହୋଇ ଥାଏ l ତେବେ ଏହିଭଳି କମାଣ୍ଡୋ ଖାଲି ସେନା ଉପରେ ନୁହେଁ ଶତ୍ରୁର ତୋପ ଉପରେ ମଧ୍ୟ ଆକ୍ରମଣ କରିବା ପାଇଁ ଶକ୍ତି ରହିଥାଏ l ତେବେ ଭାରତ ରେ ଏହି ଭଳି କମାଣ୍ଡୋଙ୍କ ପାଇଁ ଦେଶ ଆଜି ବହୁ ଶକ୍ତିଶାଳୀ ହୋଇ ପାରିଛି l