ଆମ ଘର ଦୁର୍ଗା ପୂଜା… ଅଭିନେତ୍ରୀ ଅର୍ଚ୍ଚିତା ( Archita ) ନିଜ ଘରେ କେମିତି ପାଳିଲେ ଦୁର୍ଗା ପୂଜା…ଦେଖନ୍ତୁ Video ଭାଇରାଲ ଖବର

0 80

ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ର ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତି ର ଏକ ରୂପ। କଳାକାର ହେଉଛନ୍ତି କଳା ର ପ୍ରେମୀ।

ଆଉ ତାଙ୍କର ଅଭିନୟ ର ଯାଦୁ ରେ ସେମାନେ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ।ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ଓଡ଼ିଆ ସିନେମା ର ହିରୋ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି।

ସେଥିପାଇଁ ଦର୍ଶକ ସେମାନଙ୍କୁ ବହୁତ ପସନ୍ଦ। ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରି ଚର୍ଚ୍ଚା ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି।ସେହିଭଳି ହିରୋ ସବ୍ୟସାଚୀ ଯିଏକି ପାଗଳପ୍ରେମୀ ଭାବରେ ପରିଚିତ।

ତେବେ ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ବର୍ତ୍ତମାନ ସମୟରେ ଓଲିଉଡ଼ ରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମଧ୍ୟ ଯାଉଛନ୍ତି। ସବ୍ୟସାଚୀ ମଧ୍ୟ ଅନେକ ସୁପରହିଟ୍ ଫିଲ୍ମ ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି।

ତେବେ ବର୍ତ୍ତମାନ ଦଶହରା ପର୍ବ ଚାଲିଛି। ଆସନ୍ତାକାଲି ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଗଲା। ମହାଷ୍ଟମୀ ଦିନ ଅର୍ଚ୍ଚିତା ତାଙ୍କ ଶାଶୁ ଘରେ ସମସ୍ତଙ୍କ ସହ ମିଶି ପୂଜା କରିଥିଲେ। ତାହା ସହିତ ଘରେ ବିଭିନ୍ନ ପ୍ରକାରର ପିଠା ତିଆରି କରୁଥିବା ଭିଡିଓ କରି ଛାଡ଼ିଥିଲେ ଅର୍ଚ୍ଚିତା।ସେମାନଙ୍କର ପ୍ରତିଟି ସିନେମା କୁ ଦର୍ଶକ ବହୁତ ପସନ୍ଦ କରିଥାନ୍ତି।

ଦୁହେଁ କିନ୍ତୁ ଏବେ ସ୍ୱାମୀ ଓ ସ୍ତ୍ରୀ ।ଗତ ବର୍ଷ ସେମାନେ ଦୁହେଁ ପରସ୍ପରକୁ ବିବାହ କରିଥିଲେ। ତେବେ ଅର୍ଚ୍ଚିତା ବହୁତ ଫିଲ୍ମ ରେ ଅଭିନୟ କରି ସମସ୍ତଙ୍କର ହୃଦୟକୁ ଛୁଇଁ ପାରିଛି।ସେ ଚୁଲବୁଲି ନାୟିକା ଭାବରେ ବେଶ୍ ପରିଚିତ। ତାଙ୍କ ଅଭିନୀତ ଫିଲ୍ମ କୁ ଦର୍ଶକ ବେଶ୍ ଖୁସି ରେ ଉପଭୋଗ କରିଥାନ୍ତିସେହିଭଳି ହିରୋ ସବ୍ୟସାଚୀ ଯିଏକି ପାଗଳପ୍ରେମୀ ଭାବରେ ପରିଚିତ।

 ତେବେ ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ବର୍ତ୍ତମାନ ସମୟରେ ଓଲିଉଡ଼ ରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମଧ୍ୟ ଯାଉଛନ୍ତି। ସବ୍ୟସାଚୀ ମଧ୍ୟ ଅନେକ ସୁପରହିଟ୍ ଫିଲ୍ମ ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି।

ତେବେ ବର୍ତ୍ତମାନ ଦଶହରା ପର୍ବ ଚାଲିଛି। ଆସନ୍ତାକାଲି ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଗଲା। ମହାଷ୍ଟମୀ ଦିନ ଅର୍ଚ୍ଚିତା ତାଙ୍କ ଶାଶୁ ଘରେ ସମସ୍ତଙ୍କ ସହ ମିଶି ପୂଜା କରିଥିଲେ। ତାହା ସହିତ ଘରେ ବିଭିନ୍ନ ପ୍ରକାରର ପିଠା ତିଆରି କରୁଥିବା ଭିଡିଓ କରି ଛାଡ଼ିଥିଲେ ଅର୍ଚ୍ଚିତା।

ଆଉ ଯାହା ପାଇଁ ଦର୍ଶକ ମାନେ ଚାହିଁ ବସିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରି ଦେବା ପାଇଁ। ତେଣୁ ସେହିଭଳି ଦୁଇ ଜଣେ କଳାକାର ଯିଏକି ନିଜର ଡ୍ୟାନ୍ସ କୁ ନେଇ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଆଉ ସେହି ଦୁଇ ଜଣ ହେଉଛନ୍ତି ଓଲିଉଡ୍ ଜଗତର ହିରୋଇନ୍ ଅର୍ଚ୍ଚିତା ସାହୁ ଏଲିନା ଓ ହିରୋ ସବ୍ୟସାଚୀ । ଦୁହେଁ ବହୁତ ଫିଲ୍ମ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.