ଅର୍ଚ୍ଚନା କୂଳରେ ଶୋଇବା ପାଇଁ ତାଙ୍କ ସ୍ୱାମୀ ଜଗା ମଧ୍ୟରେ ଝଗଡ଼ାର କାରଣ ଖଗା । ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଭାଇରାଲ ଭିଡିଓ କୁ ନେଇ ତିନି ହେବ ଖୁବ୍ ଚର୍ଚ୍ଚା , ପିଲା ମାନେ ବାପା ମାଆଙ୍କୁ ମିଛ କହି ସାଙ୍ଗ ସାଥୀ ଙ୍କ ସହିତ ମଜାମଜଲିସ କରୁଛନ୍ତି । ହେଲେ ସବୁ ସୀମା ପାର ହେଉଛନ୍ତି ଏହି ପିଲାଏ , କିଛି ଦିନ ତଳେ କେ ନ୍ୟୁଜ ଓଡିଶାରେ ଆପଣ ମାନେ ଦେଖିଥିଲେ ନଦୀ କୂଳରେ ବସି କିଛି କଲେଜ ପଢୁଆ ପିଲା ବେଧଡକ୍ ମଦ ପିଉଥିଲେ ।
ଆଉ ଗୋଡ ବୁଡି ରହିଥିଲା ପାଣି ଭିତରେ , କିନ୍ତୁ ଏବେ ହୋଟେଲ ରୁମ ଭିତରେ ମଦ ସିଗାରେଟ ରେ ବୁଡି ଯାଇଛନ୍ତି । ନିଶାରେ କଣ କହୁଛନ୍ତି , ସେତିକି ଜାଣିବା ପାଇଁ ହୋସ୍ ହିଁ ନାହିଁ ।ଆମ ଆଖପାଖରେ ଯୁବପିଢୀ ମାନେ ଏହି ଭୁଲ କରି ଚାଲିଛନ୍ତି , ପରିବାର ଲୋକେ ଏସବୁ ଜାଣନ୍ତି ନାହିଁ । ବଡ ସାନ ମାନଙ୍କୁ ଆଜିକା ପିଲା ମାନୁ ହିଁ ନାହାନ୍ତି ।
କାରଣ ପିଲା ଭାବି ନେଇଛନ୍ତି , ସେମାନେ ବଡ ହୋଇ ଗଲେଣି । ମୁଣ୍ଡକୁ ହାତ ପାଇ ଗଲାଣି , ସ୍ୱାଧିନତା ମାନେ କଣ ବୁଝିଛନ୍ତି ଏ ପିଲା କାହାକୁ ଜଣା ନାହିଁ । ପିଲା ମାନଙ୍କର ଏପରି କିଛି ଭୁଲ ପାଇଁ ଅନେକ ପୁଅ ଝିଅଙ୍କର ଜୀବନ ଚାଲି ଯାଉଛି । ପ୍ରତିଦିନ ଆପଣ ମାନେ ନ୍ୟୁଜରେ ଏହି ବିଷୟରେ ନିଶ୍ଚୟ ଶୁଣିବାକୁ ପାଉଥିବେ ।
ଦିନେ ଅୟୋ ଯାଇ ଆଉ ଫେରି ନଥିଲା ଝରାଫୁଲ , ସେ ଖବର ମିଳିବା ପରେ ଲାଗୁଥିଲା କିଛିଟା ଭୟ ଆସିଥିବ ଆମ ଯୁବପିଢୀ ଙ୍କ ମନରେ ।ଲାଗିଲା ପୋଲିସ ପ୍ରଶାସନ ବି ଉଚିତ ପଦକ୍ଷେପ ନିଶ୍ଚୟ ଉଠାଇଥିବ , ହୋଟେଲ ଏବଂ ଅୟୋ ଉପରେ ନିଶ୍ଚୟ ନଜର ରଖୁଥିବ ।
ହେଲେ କାହାର କିଛି ନିଘା ନାହିଁ , ଝିଅଟି ଯାହା କହୁଛି ସେ ହୋସରେ ନାହିଁ ହେଲେ ତାକୁ ମଦ ପିଆଇ ତାର ଭିଡିଓ କରିବା କେତେ ଦୂର ଠିକ୍ । ଯୁବାବସ୍ଥା ରେ ସାଙ୍ଗମାନେ ଅତି ନିଜର ଲାଗନ୍ତି , ହେଲେ ନିଜର କେହି ଏଭଳି କରି ପାରିବେ କି । ଏହି ଭିଡିଓ ଚିତ୍କାର କରି ବିଶ୍ୱାସଘାତକତାର ଏକ ପ୍ରମାଣ ଛାଡିଲା ।
ଯେ ପରିବାର ଲୋକଙ୍କୁ ଅନାଦାର କରି ଏଭଳି ବନ୍ଧୁଙ୍କ ସହ ମାତିଲେ ପରିସ୍ଥିତି ସଙ୍ଗୀନ ହୁଏ । ଇଏ ତ ମାତ୍ର ଛୋଟିଆ ଝଲକ , ଏମିତି କେତେ କଣ ଯେ ହୁଏ, ଏହି ଚିକମିକ ସ୍ମାର୍ଟ ସହରରେ । କେବେ ଯୁବପିଢୀ ସୁଧୁରିବେ , କେବେ ପରିସ୍ଥିତି ବଦଳିବ ଚିନ୍ତା କଲା ବେଳକୁ ଆଖି ପାଉନି କି ଆଶା କରି ହେଉନି ।
ଭାଇରାଲ ଭିଡିଓ କୁ ନେଇ ଆଲୋଚନା ଖୁବ୍ ହେଉଛି , ନିଶା କରୁଥିବା ନିଜ ଜୀବନକୁ ନିଜ ହିସାବରେ ବଞ୍ଚୁଥିବା ଆମ ଯୁବପିଢୀ କୁ ଅନୁରୋଧ ଭବିଷ୍ୟତ ସହ ଖେଳନ୍ତୁ ନାହିଁ । ନଚେତ୍ ଭୋଗିବାକୁ ପଡିବ ବହୁତ ଦଶା ।ଲାଗିଲା ପୋଲିସ ପ୍ରଶାସନ ବି ଉଚିତ ପଦକ୍ଷେପ ନିଶ୍ଚୟ ଉଠାଇଥିବ ,
ହୋଟେଲ ଏବଂ ଅୟୋ ଉପରେ ନିଶ୍ଚୟ ନଜର ରଖୁଥିବ । ହେଲେ କାହାର କିଛି ନିଘା ନାହିଁ , ଝିଅଟି ଯାହା କହୁଛି ସେ ହୋସରେ ନାହିଁ ହେଲେ ତାକୁ ମଦ ପିଆଇ ତାର ଭିଡିଓ କରିବା କେତେ ଦୂର ଠିକ୍ । ଯୁବାବସ୍ଥା ରେ ସାଙ୍ଗମାନେ ଅତି ନିଜର ଲାଗନ୍ତି , ହେଲେ ନିଜର କେହି ଏଭଳି କରି ପାରିବେ କି । ଏହି ଭିଡିଓ ଚିତ୍କାର କରି ବିଶ୍ୱାସଘାତକତାର ଏକ ପ୍ରମାଣ ଛାଡିଲା !
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।